ଭୋଜନ କରିବା ପରେ ନିଶ୍ଚିତ ଖାଇବା ଉଚିତ୍ ମିଠା ! ଜାଣନ୍ତୁ ଚମତ୍କାରୀ ଫାଇଦା…

ଭୋଜନ କରିବା ପରେ ନିଶ୍ଚିତ ଖାଇବା ଉଚିତ୍ ମିଠା ! ଜାଣନ୍ତୁ ଚମତ୍କାରୀ ଫାଇଦା…

ଅଧିକାଂଶ ଲୋକଙ୍କୁ ଖାଇବା ପରେ ମିଠା ଖାଇବାର ଅଭ୍ୟାସ ରହିଥାଏ । ଆମେ କୌଣସି ବାହାର ହୋଟେଲରେ ବି ଯଦି ଖାଉ ତେବେ ଶେଷରେ ଆମେ ମିଠା ଯେପରିକି ଆଇସକ୍ରିମ୍, ମିଠେଇ କିମ୍ବା କୌଣସି ଖିରି ଦିଆଯାଇଥାଏ । କିନ୍ତୁ କଣ କେହି ଭାବିଛନ୍ତି କି ଖାଇବା ପରେ ମିଠା କାହିଁକି ଖାଇବା ଉଚିତ୍ ।

ଅଧିକାଂଶ ଲୋକଙ୍କୁ ଖାଇବା ପରେ ମିଠା ଖାଇବାର ଅଭ୍ୟାସ ଥାଏ । ଆମେ କେଉଁଠି ବାହାରେ ହୋଟେଲରେ ଖାଉ ତେବେ ଶେଷରେ ଆମକୁ ମିଠା ଯେପରିକି ଆଇସକ୍ରିମ୍, ମିଠାଇ କିମ୍ବା କୌଣସି ଖିରି ସର୍ବ କରାଯାଇ ଥାଏ । କିନ୍ତୁ କଣ କେହି ଭାବିଛନ୍ତି କି ଖାଇବା ପରେ ମିଠା କାହିଁକି ଖାଆନ୍ତି । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ, ତାସହିତ ଏହା ମଧ୍ୟ କହିବୁ ଯେ ମିଠା ଖାଇଲେ କ’ଣ ଲାଭ ମିଳିଥାଏ ।

ବାସ୍ତବରେ ମିଠା ଜିନିଷରେ ଶ୍ୱେତସାର ଅଧିକ ପରିମାଣରେ ଥାଏ । ଯାହା ପାଚନ କ୍ରିୟାକୁ ଠିକ୍ ରଖିଥାଏ । ଏଥିପାଇଁ ଆମେ ଖାଇବା ପରେ ଅଳ୍ପ ମିଠା ନିଶ୍ଚିତ ଖାଇବା ଉଚିତ୍ ।

ସୃଷ୍ଟି ହୋଇଥାଏ ହେପୀ ହରମୋନ୍ :-

ମିଠା ଖାଇବା ପରେ ‘ସେରୋଟନିନ୍ ହରମୋନ୍’ର ସ୍ତର ବଢ଼ାଇ ଥାଏ । ଯେଉଁଥିରେ ଆମ ମନ ଖୁସି ରହେ । ଏଥିପାଇଁ ଯଦି ଆପଣଙ୍କ ମନ ଦୁଃଖୀ ଅଛି ତେବେ ଆପଣଙ୍କୁ ଅଳ୍ପ ମିଠା ଖାଇବା ଉଚିତ । ଏହା ‘ନ୍ୟୁରୋଟ୍ରାନ୍ସମିଟର୍’ର କାମ କରିଥାଏ ।

ଏହି ଫାଇଦା ମଧ୍ୟ ମିଳିଥାଏ :-

କିଛି ଲୋକଙ୍କୁ ‘ହାଇପୋଗ୍ଲାଈସୀମିୟା’ ଅର୍ଥାତ ‘ଲୋ ଶୁଗର୍’ର ସମସ୍ୟା ଥାଏ । ଯାହାକି ଖାଇବା ପରେ ଅନୁଭୂତ ହୋଇଥାଏ । ତେଣୁ ଏମିତିରେ ଖାଇବା ପରେ କିଛି ମିଠା ଖାଇବା ଉଚିତ୍ ।

Leave a Reply

Your email address will not be published. Required fields are marked *