‘IAS’ରେ ପଚରାଗଲା ଅଦ୍ଭୁତ ପ୍ରଶ୍ନ ! FANର Speedକୁ ୫ ବଦଳରେ ୧ ନମ୍ବର୍’ରେ ରଖାଗଲେ କଣ ବିଲ୍ କମ୍ ଆସିବ…?

‘IAS’ରେ ପଚରାଗଲା ଅଦ୍ଭୁତ ପ୍ରଶ୍ନ ! FANର Speedକୁ ୫ ବଦଳରେ ୧ ନମ୍ବର୍’ରେ ରଖାଗଲେ କଣ ବିଲ୍ କମ୍ ଆସିବ…?

ହୁଏତ UPSC ପରୀକ୍ଷାରେ ପାସ୍ କରିବା କୌଣସି ତପସ୍ୟା ଭଳି ଅଟେ । ଏମିତିରେ ଏହାର ଇଣ୍ଟରଭିଉରେ ଅତି ଭଲ ପଢ଼ୁଥିବା ପିଲା ମଧ୍ୟ ଅସଫଳ ହୋଇ ଯାଆନ୍ତି । ବାସ୍ତବରେ ଏହି ଇଣ୍ଟରଭିଉରେ ରୀଜନିଙ୍ଗ ଠାରୁ ଆରମ୍ଭ କରି ଅନେକ ପଜଲ୍ ମଧ୍ୟ ପଚରା ଯାଇପାରେ । କିନ୍ତୁ ଅଧିକାଂଶ ପ୍ରଶ୍ନ କେଣ୍ଡିଡେଟ୍ସଙ୍କ ସବୁ ବିଷୟ, କ୍ଷେତ୍ର ଏବଂ କରେଣ୍ଟ ଅଫେୟାର୍ ସହିତ ଜଡ଼ିତ ଥାଏ । ଏଥିପାଇଁ ଆମେ ଆପଣଙ୍କୁ କିଛି ଏହିପରି ଟ୍ରିକ୍ ଥିବା ପ୍ରଶ୍ନ ଏବଂ ତାହାର ଉତ୍ତର କହିବୁ । ଏହାଦ୍ଵାରା ଆପଣଙ୍କୁ ଅନେକ ସହାୟତା ମିଳିବ । ଏବଂ ଆପଣ ଘରେ ବସି ଏହାର ପ୍ରସ୍ତୁତି କରି ପାରିବେ ।

ପ୍ରଶ୍ନ :- ଏପରି କଣ ଜିନିଷ ଅଟେ ଯାହା ନିଆଁରେ ଜଳି ନଥାଏ ଏବଂ ପାଣିରେ ବୁଡ଼ି ନଥାଏ ?

ଉତ୍ତର :- ବରଫ

ପ୍ରଶ୍ନ :- ଯଦି ଆପଣ ‘ଟେଲିଫୋନ୍’ର ଡାୟଲିଙ୍ଗ ‘ପେଡ୍’ର ସବୁ ଅଙ୍କର ଗୁଣନ କରନ୍ତି ତ ଏମିତିରେ କେଉଁ ଅଙ୍କ ଆସିଥାଏ ।

ଉତ୍ତର :- ଜିରୋ ।

ପ୍ରଶ୍ନ :- ରାଜେଶ୍ ନିଜ ସହିତ ବସିଥିବା ମହିଳାଙ୍କୁ କହେ ଯେ ସେ ମୋ ସ୍ତ୍ରୀ’ର ସ୍ୱାମୀଙ୍କ ମା’ଙ୍କର ଝିଅ ଅଟେ, ତେବେ କୁହନ୍ତୁ ସେହି ମହିଳାଙ୍କ ସହିତ ରାଜେଶର କେଉଁ ସମ୍ପର୍କ ରହିଛି ?

ଉତ୍ତର :- ଭଉଣୀ

ପ୍ରଶ୍ନ :- ତାହା କେଉଁ ପଶୁ ଅଟେ ଯାହା ୩୦ ଫୁଟ ପର୍ଯ୍ୟନ୍ତ ଉଚ୍ଚକୁ ଡେଇଁ ପାରେ ?

ଉତ୍ତର :- କଙ୍ଗାରୁ

ପ୍ରଶ୍ନ :- ଯଦି ଏକ ଟ୍ରକ୍ ଡ୍ରାଇଭର୍ ଭୁଲ୍ ପାର୍ଶ୍ଵରେ ଯାଉଛି, ତଥାପି ତାକୁ ପୋଲିସ୍ ରୋକିଲା ନାହିଁ କାହିଁକି ?

ଉତ୍ତର :- କାରଣ ସେହି ଟ୍ରକ୍ ଡ୍ରାଇଭର୍ ପାଦରେ ଚାଲି ଯାଉଥିଲା ।

ପ୍ରଶ୍ନ :- ମହିଳାର ଏପରି କେଉଁ ରୂପ ଅଛି ଯାହା ସମସ୍ତଙ୍କୁ ଦେଖା ଯାଇଥାଏ କିନ୍ତୁ ତାର ସ୍ୱାମୀ କେବେ ଦେଖି ପାରି ନଥାଏ ?

ଉତ୍ତର :- ବିଧବା ରୂପ ।

ପ୍ରଶ୍ନ :- ଯଦି ‘z’ର ଆଠ ଜଣ ପୁଅ ଅଛନ୍ତି ଏବଂ ସେମାନଙ୍କର ଜଣେ ଲେଖାଏଁ ଭଉଣୀ ଅଛନ୍ତି, ତେବେ ‘z’ର ମୋଟ କେତେ ପିଲା ଅଛନ୍ତି ।

ଉତ୍ତର :- ୯ ଜଣ ।

ପ୍ରଶ୍ନ :- ମାନି ନିଅନ୍ତୁ ଯେ ଆପଣ ନିଜ ଘରର ଛାତରେ ଅଛନ୍ତି ଏବଂ ସେହି ସମୟରେ କେହି ତଳୁ ସିଡ଼ି କୁ ଉଠାଇ ନିଏ ତେବେ ଆପଣ କ’ଣ କରିବେ ?

ଉତ୍ତର :- ରଙ୍ଗଫୁଲ କନସାଇମେଣ୍ଟ ଅନୁଯାୟୀ କେସ୍ କରି ପାରିବେ ।

ପ୍ରଶ୍ନ :- ଯଦି ଗୋଟିଏ ଡାଳରେ ୪୦ଟି ଚଢ଼େଇ ଏବଂ ୩ ଡାଳରେ ୧ କପୋତ ୫ ଡାଳରେ ୧ କୁକୁଡ଼ା ତେବେ କୁହ ଯେ ୧୦୦ ଡାଳରେ ୧୦୦ ପକ୍ଷୀ କିପରି ହେବେ ?

ଉତ୍ତର :- ୨ ଡାଳରେରେ ୮୦ଟି ଚଢ଼େଇ, ୩ ଡାଳରେ ୧ କପୋତ ଏବଂ ୯୫ ଡାଳରେ ୧୯ଟି କୁକୁଡ଼ା କିଣି ୨+୩+୧୦୦ରେ ୧୦୦ଟି ପକ୍ଷୀ ନେଇ ପାରିବା ।

ପ୍ରଶ୍ନ :- କୋର୍ଟରେ ‘କେସ୍’ର ପକ୍ଷ ରଖିବା ଆରମ୍ଭ କରିବା ପୂର୍ବରୁ ଗୀତା ଉପରେ ହାତ ରଖି ପ୍ରତିଜ୍ଞା କାହିଁକି କରନ୍ତି ?

ଉତ୍ତର :- ହିନ୍ଦୁ ଧର୍ମରେ ଗୀତାକୁ ସର୍ବଶ୍ରେଷ୍ଠ ଏବଂ ପବିତ୍ର ଗ୍ରନ୍ଥ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଏହା କେବଳ ଫିଲ୍ମରେ ହୋଇଥାଏ ବାସ୍ତବରେ ଏପରି କୌଣସି ଅଦାଲତରେ କରାଯାଏ ନାହିଁ ।

ପ୍ରଶ୍ନ :- ଯଦି ପଙ୍ଖାକୁ ‘୫ ନମ୍ବର୍ ବଦଳରେ ୧ ନମ୍ବର୍’ରେ ଚଲା ଯାଏ ତେବେ ବିଜୁଳି ବିଲ୍ ଅଧିକ ନା କମ୍ ଆସିବ ?

ଉତ୍ତର :- ଯଦି ପଙ୍ଖାକୁ ‘୫ ନମ୍ବର୍ ବଦଳରେ ୧ ନମ୍ବର୍’ରେ ଚଳାଇବା ତେବେ ବିଲ୍ ସମାନ ଆସିବ । ପୁରୁଣା ରେଗୁଲେଟର୍ ଏକ ପ୍ରକାରର ପ୍ରତିରୋଧକ ଅଟେ ।

Leave a Reply

Your email address will not be published. Required fields are marked *