ଏହି ୨ଟି ନାମ ଥିବା ସ୍ତ୍ରୀ’ମାନେ ଜୀବନ ସାରା ନିଜ ସ୍ୱାମୀ ଠାରୁ ପାଇଥାନ୍ତି ଦୁଃଖ ! କଣ ଆପଣଙ୍କ ପତ୍ନୀଙ୍କ ନାମ ଏମାନଙ୍କ ମଧ୍ୟରେ ଅଛିକି…

ଏହି ୨ଟି ନାମ ଥିବା ସ୍ତ୍ରୀ’ମାନେ ଜୀବନ ସାରା ନିଜ ସ୍ୱାମୀ ଠାରୁ ପାଇଥାନ୍ତି ଦୁଃଖ ! କଣ ଆପଣଙ୍କ ପତ୍ନୀଙ୍କ ନାମ ଏମାନଙ୍କ ମଧ୍ୟରେ ଅଛିକି…

ବିବାହର ବନ୍ଧନ ଏହି ଦୁନିଆରେ ବହୁତ ବିଶେଷ ଅଟେ କାରଣ ଏକ ଅଜଣା ଯୁବକ ଓ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମ ପାଇଁ ଏକାଠି ରହିବାକୁ ସଂକଳ୍ପ ନିଅନ୍ତି । ଏକ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ମଧ୍ୟରେ ସବୁଠାରୁ ବଡ଼ ଯେଉଁ ଡୋରି ରହିଥାଏ ତାହା ଅଟେ ଭଲପାଇବା ଓ ବିଶ୍ୱାସ ଯାହା ଫଳରେ ସମ୍ପର୍କ ଦୀର୍ଘ ସମୟ ଚାଲିଥାଏ । ଜଣେ ଝିଅ ନିଜ ପରିବାରକୁ ଛାଡ଼ି ନିଜ ବାହାହୋଇ ତା ସ୍ୱାମୀ ସହ ସହିତ ରହିଥାଏ ସେହି ଝିଅର ସମସ୍ତ ଅପେକ୍ଷା ସ୍ୱାମୀ ସହ ଜଡିତ ଥାଏ । ସ୍ୱାମୀ ଠାରୁ ମିଳୁଥିବା ପ୍ରେମ ଓ ସମ୍ମାନ ଏଥିସହ ଜୀବନଯାକର ଭାବନା ଓ ଇଚ୍ଛା, ଏପରି ଅନେକ କିଛି । ଗୋଟେ ଝିଅ ନିଜ ସ୍ୱାମୀ ସହିତ ଯୋଡି ନିଏ ଏବଂ ଜୀବନଯାକ ମନ ପ୍ରାଣ ଦେଇ ତାକୁ ଭଲପାଏ ଓ ତା ସାଥିରେ ରହେ । ସମୟ ସଙ୍ଗେ ସଙ୍ଗେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଗଭୀର ହୋଇଯାଏ ଓ ସେଥିରେ ପ୍ରେମ ସମ୍ମାନ ଓ ଭାବନା ବୃଦ୍ଧି ହୋଇଯାଏ ।

କିନ୍ତୁ କିଛି ସ୍ୱାମୀ-ସ୍ତ୍ରୀଙ୍କ ଜୀବନରେ କ୍ଳେଶ ଲାଗି ରହେ କାରଣ ତାଙ୍କ ସ୍ୱାମୀ ନିଜ ସ୍ତ୍ରୀଙ୍କ ସାଥିରେ ନଥାନ୍ତି ତାଙ୍କ କହିବା କଥା ମାନନ୍ତି ନାହିଁ ଓ ତାଙ୍କ ଇଚ୍ଛା, ଭାବନାକୁ ମହତ୍ତ୍ୱ ଦିଅନ୍ତି ନାହିଁ ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ୨ଟି ଅକ୍ଷର ଥିବା ବ୍ୟକ୍ତି ବିଶେଷ ଯେଉଁମାନେ ଜୀବନଯାକ ନିଜ ସ୍ତ୍ରୀ ସାଥିରେ ରୁହନ୍ତି ନାହିଁ । ଯେଉଁଠାରେ ସେ ଜୀବନଯାକ ଏକାଠି ରହିବା ଓ ଖୁସି କଳ୍ପନା କରନ୍ତି । ସେପଟେ ସେହି ସ୍ତ୍ରୀ’ମାନଙ୍କୁ ଜୀବନ ସାରା ତାଙ୍କ ସ୍ୱାମୀ ଠାରୁ କେବଳ ଦୁଃଖ ମିଳେ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କେଉଁ ମାନେ ଅଟନ୍ତି ସେହି ୨ଟି ଅକ୍ଷର ଥିବା ସ୍ତ୍ରୀ ଯାହାଙ୍କୁ କି କେବେ ସ୍ୱାମୀର ଭଲପାଇବା ଓ ବୈବାହିକ ଜୀବନର ସୁଖ ମିଳେ ନାହିଁ ।

K ନାମ ଥିବା ସ୍ତ୍ରୀ’ମାନେ

ଏହି ନାମ ଥିବା ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରେମଭାବ ରଖନ୍ତି । ତାଙ୍କୁ ବହୁତ ଭଲ ଭାବରେ ଯତ୍ନ ନିଅନ୍ତି ଏବଂ ତାଙ୍କ ପ୍ରତି ସଜାଗ ରୁହନ୍ତି । ଏହି ନାମ ଥିବା ମହିଳାମାନେ ନିଜ ସ୍ୱାମୀ ମାନଙ୍କ ପାଇଁ ବହୁତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ତାଙ୍କ ପ୍ରତି ପ୍ରେମ ଭାବନା ରଖନ୍ତି ତାଙ୍କୁ ଭରପୂର ଭଲପାଇବା ଦେଇ ତାଙ୍କୁ ନିଜର କରିବା ପାଇଁ ଚେଷ୍ଟା କରନ୍ତି । ଏହି ମହିଳାମାନେ ଚାହଁନ୍ତି ଯେ ତାଙ୍କ ଜୀବନ ସୁଖରେ ରହୁ ଏବଂ ସୁଖମୟ ବିତୁ ଏପରି ପ୍ରେମପୂର୍ବକ ତାଙ୍କ ସମ୍ପର୍କ ହେଉ । ସେମାନେ ସର୍ବଦା ଚାହଁନ୍ତି ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସେପରି ଭଲପାଇବା ଦିଅନ୍ତୁ କିନ୍ତୁ ଏପରି ମହିଳା ମାନଙ୍କ ଏକ ଖରାପ ଅଭ୍ୟାସ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରେ । ସେମାନେ ସବୁବେଳେ ଚାହଁନ୍ତି ତାଙ୍କ ସ୍ୱାମୀ ତାଙ୍କୁ ସବୁ କ୍ଷଣର ଖବର ଦିଅନ୍ତୁ । ସେ କୁଆଡ଼େ ଯାଉଛନ୍ତି କାହାକୁ ଭେଟୁଛନ୍ତି ସବୁ କଥା ତାଙ୍କୁ ନକହି କରନ୍ତୁ ନାହିଁ । ଜଣେ ବ୍ୟକ୍ତି ଏତିକି ବିଶ୍ୱସନୀୟ ମଧ୍ୟ ନୁହଁନ୍ତି କି ସବୁ କଥା ସ୍ତ୍ରୀ’କୁ କହି କରିବେ ।

ଏହି କାରଣରୁ ଏହି ନାମର ମହିଳାଙ୍କ ଜୀବନରେ ଏକ ବିରକ୍ତିଭାବ ରହେ କାରଣ ଯେବେମଧ୍ୟ ତାଙ୍କ ସ୍ୱାମୀ ବିନା କାରଣରେ କୌଣସି କାର୍ଯ୍ୟ କରନ୍ତି ତେବେ ସେ କ୍ରୋଧିତ ହୋଇଯାନ୍ତି ଓ ବିରକ୍ତ ହୋଇଯାନ୍ତି । ନିଜ ସ୍ଵଭାବ କାରଣରୁ ସେ ସର୍ବଦା ନିଜ ସ୍ୱାମୀ ଠାରୁ ଦୂରେଇ ରୁହନ୍ତି ଓ ଚିନ୍ତିତ ରୁହନ୍ତି ।

‘P’ ଅକ୍ଷର ଥିବା ମହିଳା ମାନେ

‘P’ ଅକ୍ଷର ଥିବା ମହିଳାମାନେ ମଧ୍ୟ ନିଜ ସ୍ୱାମୀଙ୍କୁ ବହୁତ ଭଲପାନ୍ତି ଏବଂ ତାଙ୍କୁ ଖୁସି ରଖିବା ପାଇଁ ଭରପୂର୍ ଚେଷ୍ଟା କରନ୍ତି । ସେମାନେ ସର୍ବଦା ନିଜ ସ୍ୱାମୀଙ୍କ ପାଇଁ ସଜାଗ ଓ ସମ୍ବେଦନଶୀଳ ହୋଇ ସମ୍ପୂର୍ଣ୍ଣ ଭାବେ ସେବା କରନ୍ତି । ନିଜ ସ୍ୱାମୀଙ୍କୁ ଏତେ ଭଲପାନ୍ତି ଯେ ସେ ସ୍ଵାମୀଙ୍କୁ ଛାଡି ଛାଡ଼ି କୁଆଡ଼େ ଯିବିକୁ ଚାହାନ୍ତି ନାହିଁ କେବଳ ତାଙ୍କୁ ଏହା ଲାଗେ ୨୪ ଘଣ୍ଟା ସ୍ୱାମୀ ସବୁ କାମ ଛାଡ଼ି କେବଳ ତାଙ୍କୁ ପ୍ରେମ କରନ୍ତୁ । ଜୀବନ ବ୍ୟତୀତ କରିବା ପାଇଁ କାମ କରିବା ମଧ୍ୟ ସେତିକି ଜରୁରୀ ଅଟେ । ଯେତିକି ନିଃଶ୍ଵାସ ନେବା ଓ ପ୍ରେମ କରିବା କିନ୍ତୁ ଏହି କଥା ସେହି ମହିଳାମାନେ ବୁଝିପାରନ୍ତି ନାହିଁ ଏବଂ ଘରେ ଚିନ୍ତିତ ହୋଇ ବସିଯାନ୍ତି । ଯାହା ଫଳରେ ତାଙ୍କ ଘରେ କଳହ ଲାଗିରହେ ଏବଂ ସେ ବିରକ୍ତ ସ୍ୱଭାବର ହୋଇଯାନ୍ତି ଏବଂ ନିଜ ସ୍ୱାମୀ ସହିତ ସବୁ କଥା ଉପରେ ଝଗଡା କରି ବସନ୍ତି ।

Leave a Reply

Your email address will not be published. Required fields are marked *