କଣ ସଚିନ ତେନ୍ଦୁଲକରଙ୍କ ଝିଅଙ୍କୁ ହୋଇଯାଇଛି ପ୍ରେମ ? ବ୍ୟକ୍ତିଙ୍କ ନାମ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

ପ୍ରେମକୁ ଆପଣ ଚାହିଁଲେ ଲୁଚାଇ ପାରିବେ ନାହିଁ ଏହି ଲୋକ କଥା ଆପଣ ନିଶ୍ଚିନ୍ତ ଶୁଣିଥିବେ । ପ୍ରେମ ଏକ ଅଜବ ଖେଳ ଅଟେ ଏଥିରେ ଫସିଯିବା ପରେ ଲୋକେ ବୟସ, ଜାତି ଧର୍ମ ଦେଖି ନଥାନ୍ତି । କେବଳ ସେହି ବ୍ୟକ୍ତିଙ୍କୁ ଦେଖିଥାନ୍ତି ଯାହାକୁ ପ୍ରକୃତ ପ୍ରେମ କରିଥାନ୍ତି । ଶୁଣିବା ପାଇଁ ମିଳିଛି ଭାରତୀୟ କ୍ରିକେଟର ପୂର୍ବ ମାଷ୍ଟରବ୍ଲାଷ୍ଟର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ପ୍ରେମ ହୋଇଯାଇଛି । ଏହି ପ୍ରେମ ଏତେ ସତ୍ୟ ଅଟେ ଯେ ମିଡ଼ିଆ କାନରେ ଏହି ବିଷୟ ପଡି ଯାଇଛି ।

ସାରା ତେନ୍ଦୁଲକରଙ୍କୁ ହୋଇଯାଇଛି ପ୍ରକୃତ ପ୍ରେମ

କ୍ରିକେଟ ଜଗତରେ ସଚିନଙ୍କୁ ଭଗବାନଙ୍କ ସହ ତୁଳନା କରାଯାଇଥାଏ । କ୍ରିକେଟରୁ ସନ୍ୟାସ ନେଇ ସାରିଥିବା ସଚିନଙ୍କୁ ଆଜି ମଧ୍ୟ ଲୋକମାନେ ନିଜର ଆଦର୍ଶ ମନେ କରନ୍ତି । ସଚିନଙ୍କ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମିତ ହୋଇଥିଲା ଯାହାର ନାମ ହେଉଛି ସଚିନ ଦ ବିଲୀୟନ ଡ୍ରିମ । ଏହି ଫିଲ୍ମରେ ଏକ ସଂଳାପ ଥିଲା ଯାହା ସ୍ୱୟଂ ସଚିନ କହିଥିଲେ ମୋ ପିତା କହୁଥିଲେ ତୁମେ ଜଣେ ଭଲ କ୍ରିକେଟର ଅଟ ଏଥିରେ ଦ୍ଵିମତ ନାହିଁ କିନ୍ତୁ ଲୋକମାନେ ତୁମକୁ ତୁମର ଭଲ ଗୁଣ ଯୋଗୁଁ ହିଁ ମନେ ରଖିବେ ।

ଏହି କାରଣରୁ ଏହା ଆବଶ୍ୟକ ଅଟେ ପ୍ରଥମେ ଜଣେ ଭଲ ମଣିଷ ହୁଅ । ପ୍ରାୟତଃ ଆପଣ ଶୁଣିଥିବେ ସଚିନ ଖେଳ ପଡ଼ିଆରେ ଯେତେ ଭଲ ପଦର୍ଶନ କରନ୍ତି ଠିକ୍ ସେହି ଭଳି ପଡିଆ ବାହାରେ ମଧ୍ୟ ନିଜର ଭଲ ବ୍ୟବହାର ନିମନ୍ତେ ପରିଚିତ ଅଟନ୍ତି । ସଚିନ କ୍ରିକେଟରେ ଯେଉଁଭଳି ନିଜର ପାଳି ଶେଷ କରିଥିଲେ ଠିକ ସେହି ଭଳି ନିଜ ପରିବାରକୁ ମଧ୍ୟ ଠିକ୍ ରୂପରେ ସମ୍ଭାଳିଛନ୍ତି । ଆଜିର ସମୟରେ ସଚିନଙ୍କ ପୁତ୍ର ଅର୍ଜୁନ କ୍ରିକେଟର ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଅନ୍ୟପକ୍ଷରେ ସଚିନଙ୍କ ଝିଅ ସାରା ଫିଲ୍ମରେ ନିଜର କ୍ୟାରିୟର ଗଢିବା ପାଇଁ ଚିନ୍ତା କରିଛନ୍ତି ।

ଆପଣ ଅନେକ ଥର ସାରା ତେନ୍ଦୁଲକରଙ୍କ ଫୋଟ ନ୍ୟୁଜ୍ ଚ୍ୟାନେଲରେ ଦେଖିଥିବେ । କ୍ରିକେଟର ସଚିନ ତେନ୍ଦୁଲକଙ୍କ ଝିଅ କୌଣସି ଷ୍ଟାର କିଡ଼ଙ୍କ ଠାରୁ କମ୍ ନୁହଁନ୍ତି କିନ୍ତୁ ବର୍ତ୍ତମାନ ସାରା ଲାଇମଲାଇଟ୍ ସାମ୍ନାକୁ ଆସିବା ପାଇଁ ଚିନ୍ତା କରି ନାହାଁନ୍ତି । କିନ୍ତୁ ଭବିଷ୍ୟତରେ ସାରା ବଲିଉଡରେ ଅଭିନୟ କରିବା ପାଇଁ ଚିନ୍ତା କରିଛନ୍ତି । ୨୦୧୫ରେ ଖବର ଆସିଥିଲା ସାରା ସାହିଦ୍ କପୁରଙ୍କ କୌଣସି ଫିଲ୍ମରେ ସାହିଦଙ୍କ ଅଭିନେତ୍ରୀ ରୂପରେ ଅଭିନୟ କରିଥାନ୍ତେ କିନ୍ତୁ ଏହିପରି କିଛି ହୋଇ ନଥିଲା ।

ନିଜର ୧୮ତମ ଜନ୍ମ ଦିବସ ଅବସରରେ ସାରା ଜଣେ ପୁଅ ସହ ନଜରକୁ ଆସିଥିଲେ ଦୁହିଁଙ୍କୁ ପ୍ରାୟତଃ ପାର୍ଟି କରୁଥିବା ଦେଖିବା ପାଇଁ ମିଳେ । ଆପଣ ଜାଣିଛନ୍ତି ଏହି ବୟସରେ ଯୁବକ ଯୁବତୀଙ୍କୁ ପ୍ରେମ ହୋଇ ଯାଇଥାଏ ଏହିପରି ସାରାଙ୍କୁ ପ୍ରେମ ହେବା ସ୍ୱାଭାବିକ ଅଟେ । ସାରା ଯେଉଁ ବ୍ୟକ୍ତିଙ୍କୁ ପ୍ରେମ କରୁଛନ୍ତି ସେହି ବ୍ୟକ୍ତିଙ୍କୁ ସାରା ଭଲ ରୂପରେ ଜାଣନ୍ତି । ମିଡ଼ିଆରୁ ଶୁଣିବା ପାଇଁ ମିଳିଛି ସାରା ମୁକେଶ ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କୁ ପ୍ରେମ କରନ୍ତି । ଦୁହେଁ ପ୍ରାୟତଃ ଏକତ୍ର ବୁଲାବୁଲି କରିବା ଦେଖିବା ପାଇଁ ମିଳିଥାଏ । ମିଡ଼ିଆ ରିପୋର୍ଟ ଅନୁସାରେ ସାରା ଏବଂ ଅନନ୍ତ ପ୍ରାୟ ସମୟରେ ଏକତ୍ର ଦେଖା ଯାଇଥାନ୍ତି ।

Be the first to comment

Leave a Reply

Your email address will not be published.


*