Silent Immunity:  କରୋନା ସଂକ୍ରମଣରୁ ରକ୍ଷା କରିବ କି ‘Silent Immunity’  ? ଅନୁସନ୍ଧାନରେ ଦାବି କରିଛନ୍ତି ଫ୍ରାନ୍ସ ବୈଜ୍ଞାନିକ !

Silent Immunity: କରୋନା ସଂକ୍ରମଣରୁ ରକ୍ଷା କରିବ କି ‘Silent Immunity’ ? ଅନୁସନ୍ଧାନରେ ଦାବି କରିଛନ୍ତି ଫ୍ରାନ୍ସ ବୈଜ୍ଞାନିକ !

ଫ୍ରାନ୍ସର ବୈଜ୍ଞାନିକମାନେ ଦୀର୍ଘ ସମୟର ଅଧ୍ୟୟନ ପରେ ଏହି ମତ ଦେଲେ କି, ଗୋଟିଏ ଘରେ କାହାକୁ କୋରନା ପଜିଟିଭ ହେଲା ପରେ ସେଠାରେ ତିନି-ଚତୁଥାଅଂଶ ସଦସ୍ୟଙ୍କ ଶରୀରରେ ନୀରବତା ପ୍ରତିରୋଧକରୀ ବିକଶିତ ହୋଇଥାଏ । ଏହାପରେ ମଧ୍ୟ ଯଦି କେହି ସଂକ୍ରମଣର ଶୀକାର ହୋଇଯାନ୍ତିଆ ତେବେ ଶରୀରରେ ସୃଷ୍ଟି ହୋଇଥିବା ଏହି ରକ୍ଷା କବଚ ଦ୍ୱାରା ନିଜେ ଠିକ୍ ହୋଇପାରିବ ।

google

କୋରନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦୀଘ୍ର ସମୟ ଧରି ଶକ୍ତ ପ୍ରତିରୋଧକ ପାଇଁ ଚର୍ଚା ଜାରି ରହିଛି । ବର୍ତ୍ତମାନ ବୈଜ୍ଞାନିକଙ୍କ ଧାରଣା ଏହା ଯେ, ଏହା ବହୁତ ମାତ୍ରାରେ ସୁରକ୍ଷିତ ନୁହେଁ । ଏହି ପ୍ରତିରୋଧକ ଶକ୍ତି ଯଦି ବହୁତ ଜନଗହଳିରେ ସଂକ୍ରମିତ ହୋଇଯାଏ ତେବେ ସେଥିରୁ ବାହାରି ଥିବା ପ୍ରତିରୋଧକକୁ ବାକି ଲୋକ ମଧ୍ୟ ସଂକ୍ରମଣରୁ ସୁରକ୍ଷିତ ହୋଇଥାନ୍ତି । ଏହି ପ୍ରକାରରେ ଫ୍ରାନ୍ସର ବୈଜ୍ଞାନିକମାନେ ଦୀର୍ଘ ସମୟର ଅଧ୍ୟୟନ ପରେ ଏକ ଦାବି ରଖିଛନ୍ତି । ବୈଜ୍ଞାନିକଙ୍କ ଦାବି ହେଉଛି କି କୋରନା ରୋଗୀଙ୍କ ସାଥିରେ ରହୁଥିବା ଲୋକମାନେ ମଧ୍ୟ ଏହି ମହାମାରୀରୁ ବଞ୍ଚି ପାରିବେ । ଫ୍ରାନ୍ସର ୟୁନିଭର୍ସିଟି ମେଡିକାଲର ଏହି ଷ୍ଟାର୍ସ ଵର୍ଗ ମାନେ ‘ନୀରବତା ପ୍ରତିରୋଧକାରୀ’ ନାମ ଦେଇଛନ୍ତି । ଆସନ୍ତୁ ଜାଣିବା ଏହି ବିଷୟର ବିସ୍ତାରରେ:

google

ଫ୍ରାନ୍ସର ଷ୍ଟାର୍ସଵର୍ଗ ୟୁନିଭର୍ସିଟି ମେଡ଼ିକାଲର ଶୋଧ କର୍ମଚାରୀମାନେ ଏହାକୁ ନୀରବ ପ୍ରତିରୋଧକାରୀ ବୋଲି ନାମ ଦେଇଛନ୍ତି । ସେମାନଙ୍କ ମୁତାବକ, ରକ୍ତରେ ଅଣ୍ଟିବୋଡି ଯାଞ୍ଚ ଦ୍ବାରା ଏହା ଜଣାପଡେ ନାହିଁ କି କୋରନା ବିପକ୍ଷରେ ଶରୀରରେ ରୋଗ ପ୍ରତିରୋଧକାରୀ ବିକଶିତ ହୋଇପାରିଛି । ବୈଜ୍ଞାନିକଙ୍କ ମୁତାବକ, ଯଦି କୋରନା ଭାଇରସ୍ ବିପକ୍ଷରେ ଶରୀରରେ ଆଣ୍ଟିବୋଡି ସୃଷ୍ଟି ହେଉଛି ତେବେ ଆପଣ ଶୀଘ୍ର ଏହି ମହାମାରୀରୁ ଠିକ୍ ହୋଇପାରିବେ ।

google

ଶୋଧକର୍ମଚାରୀମାନେ ଶୋଧ ଅଧ୍ୟୟନ ଦ୍ୱାରା କୋରନା ସଂକ୍ରମିତ ଏକ ପରିବାରର ସାତ ଲୋକଙ୍କ ବିଶେଷ ପ୍ରକାରର ଆଣ୍ଟିବୋଡି ଦ୍ୱାରା ଖୋଜିବାକୁ ପାଇଲୁ ଯାହା ଆଶ୍ଚର୍ଯ୍ୟଜନକ ଥିଲା । ଗୋଟିଏ ପରିବାରର ଆଠରୁ ଛଅ ସଦସ୍ୟା ବା ଏକ ଚତୁଥାଅଂଶ ସଦସ୍ୟାଙ୍କ ଆଣ୍ଟିବୋଡି ଟେଷ୍ଟ ନେଗାଟିଭି ବାହାରିଲା,ତେବେ ବୈଜ୍ଞାନିକମାନେ ଅନୁମାନ ଲଗାଇଲେ କି ଏହିମାନେ ସଂକ୍ରମିତ ନୁହନ୍ତି । ଯଦି ସେମାନଙ୍କର ବୋନରେ ଟି-କୋଶିକାରୁ ଯାଞ୍ଚ କରିବା ପରେ ସେମାନଙ୍କର କୋରନା ବିପକ୍ଷରେ ଅଣ୍ଟିବୋଡି ମିଳିଲା।

google

ବୈଜ୍ଞାନିକଙ୍କ ଦାବି ଏହା ଯେ ଦୁନିଆଁରେ ୧୦ ପ୍ରତିଶତ ଲୋକଙ୍କ କୋରନା ଭାଇରସର ବିପକ୍ଷରେ ପ୍ରତିରକ୍ଷା ବିକଶିତ ହେଉଛି । ଆଣ୍ଟିବୋଡି ଯାଞ୍ଚର ଆଧାର ପରେ ସେମାନଙ୍କର ଆକଳନ ଏ କି ୧୦ ପ୍ରତିଶତ ଲୋକ କୋରନା ଭାଇରସରେ ହାଲୁକା ଲକ୍ଷଣରୁ ସଂକ୍ରମଣିତ ହୋଇ ନିଜେ ଠିକ୍ ହୋଇସାରିଛନ୍ତି । ବର୍ତ୍ତମାନ ହାଲିଆ ଶୋଧଙ୍କ ମୁତାବିକ, ଦୁନିଆରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଅନୁମାନରୁ ଅଧିକ ହୋଇପାରେ କାହିଁକିନା ସେମାନଙ୍କ ଠାରେ ନୀରବ ପ୍ରତିରୋଧକ ଶକ୍ତି ବିକଶିତ ହୋଇସାରିଛି ।

google

ଯେଉଁ ସଦସ୍ୟାଙ୍କ ବୋନରେ ଟି-କୋଶିକାକୁ ଯାଞ୍ଚ କରିବା ଦ୍ୱାରା କୋରନାର ଅଣ୍ଟିବୋଡି ମିଳିଲା, ସେହି ଆଧାର ଦ୍ୱାରା ଶୋଧ କର୍ମଚାରୀଙ୍କ କହିବା ଯେ ତାଙ୍କ ଶରୀରରେ ନୀରବ ପ୍ରତିରୋଧକ ଶକ୍ତି ବିକଶିତ ହୋଇସାରିଛି। ଏହାର ମତଲବ ହେଉଛି କି ପୂର୍ବେ ସମସ୍ତେ କୋରନା ଭାଇରସର ଜଡରେ ଆସିଥିଲେ। ଏହାର ଲକ୍ଷଣ bahut ହାଲୁକା ହେଲେ ମଧ୍ୟ , ଇଏ ସବୁ କିଛି ଠିକ ହୋଇଯାଇଥାଏ ।

google

ଶୋଧକର୍ମଚାରୀ ପ୍ରଫେସର ସମୀରା ଫାଫି-କ୍ରେମରଙ୍କ କହିବା ଏହା ଯେ ଛୋଟ ସମୁଦାୟ କରାଯାଇଥିବା ଏହି ଶୋଧ ଜରିଆରେ ସଂକେତ ମିଳୁଛି କି ଆଣ୍ଟିବୋଡି ଯାଞ୍ଚରେ ଟି-କୋଶିକା ସାମିଲ ହେବା ଜରୁରୀ ଅଟେ ଯାହା ଫଳରେ ସଂକ୍ରମଣର ସଠିକ୍ ସ୍ଥିତି ଜାଣିହେବ ।

google

ଶୋଧକର୍ମଚାରୀଙ୍କ ମୁତାବକ, ଯଦି ଶରୀରର ଇମ୍ୟୁନ୍ ସିଷ୍ଟମର ଭାଇରସ୍ ସହ ଲଢ଼ିବା ପାଈଁ ଅତିରିକ୍ତ ସହାୟତା ଜରୁରୀ ଅଟେ । ତେବେ ରକ୍ତର ଶ୍ଵେତରକ୍ତ କୋଣର ଟି-ସେଲକୁ ବାହାର କରି ବୋନରେ ପହଞ୍ଚି ଥାଏ । ଏହି ପ୍ରକାରରେ ଭାଇରସ୍ ସହ ଲଢ଼ିବା ପାଇଁ ଏହା ଶରୀରର ପ୍ରମୁଖ ଅସ୍ତ୍ର ଅଟେ ।

Leave a Reply

Your email address will not be published. Required fields are marked *