ଅଧରାତିରେ ନିଦ ଭାଙ୍ଗିଗଲେ, ଭଗବାନ ଦିଅନ୍ତି ଆପଣଙ୍କୁ ଏହି ସଙ୍କେତ…..

ଅଧରାତିରେ ନିଦ ଭାଙ୍ଗିଗଲେ, ଭଗବାନ ଦିଅନ୍ତି ଆପଣଙ୍କୁ ଏହି ସଙ୍କେତ…..

ଅଧରାତିରେ ନିଦ ଭାଙ୍ଗିଗଲେ, ଭଗବାନ ଦିଅନ୍ତି ଆପଣଙ୍କୁ ଏହି ସଙ୍କେତ ..

ସମସ୍ତଙ୍କୁ ନିଜ ରାତ୍ରି ଶୟନ ଭଲ ଲାଗିଥାଏ ଏବଂ କିଛି ଏହିପରି ଲୋକ ଅଛନ୍ତି ଯେଉଁମାନଙ୍କ ହଠାତ ନିଦ ଭାଙ୍ଗିଯାଏ କିମ୍ବା ରାତିରେ ନିଦ ହୋଇନଥାଏ । ଡରନ୍ତୁ ନାହିଁ ଯଦି ଆପଣଙ୍କୁ ଠିକ ରୂପରେ ନିଦ ହେଉ ତେବେ ଆପଣଙ୍କୁ ନିଶ୍ଚିତ ରୂପରେ ଆମର ଏହି ପୋଷ୍ଟଟି ପଢିବା ଉଚିତ । ଏହି ପ୍ରକାର ସମସ୍ୟା ଆମର ଆଚରଣ ସହ ଜଡିତ ଅଟେ । ହଠାତ ଆପଣଙ୍କ ନିଦ ଭାଙ୍ଗିଯିବା କାରଣ ହେଉଛି ଆପଣ ଚିନ୍ତାଗ୍ରସ୍ତ ଅଛନ୍ତି ଯାହା ଆପଣଙ୍କ ନିମନ୍ତେ ଶୁଭ ଏବଂ ଅଶୁଭ ଦିନର ସଂକେତ ଦେଇଥାଏ । ଆଜିର ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଏହି ସଂକେତ ବିଷୟରେ କହିବୁ,ଯାହା ଜାଣିବା ଆପଣଙ୍କ ପାଇଁ ବହୁତ ଆବଶ୍ୟକ ଅଟେ ।

ମାନସିକ ସମସ୍ୟାକୁ ଦର୍ଶାଇଥାଏ

ରାତିରେ ୯ ରୁ ୧୧ ମଧ୍ୟରେ ଶୋଇବା ଭଲ ସମୟ ହୋଇଥାଏ ଏହି ସମୟରେ ମାନସିକ ଚିନ୍ତା ଦୂର ହୋଇଥାଏ । ନିଜର ଚିନ୍ତାକୁ ନିଜ ଶରୀର ଉପରେ ପ୍ରଭାବ ପଡ଼ିବାକୁ ଦିଅନ୍ତୁ ନାହିଁ । ଏହି ସମସ୍ୟାରୁ ଆରାମ ପାଇବା ପାଇଁ ଆପଣଙ୍କୁ ମେଡିଟେଶନ କରିବା ଆରମ୍ଭ କରିଦେବା ଉଚିତ ।

ରାତିରେ ୧୧ ରୁ ୧ ମଧ୍ୟରେ ନିଦ ଭାଙ୍ଗିବା

ଯଦି ଆପଣଙ୍କ ନିଦ ରାତିରେ ୧୧ ରୁ ୧ ମଧ୍ୟରେ ନିଦ ଭାଙ୍ଗିଯାଏ ତେବେ ଏହା ସିଧା ଦର୍ଶାଇ ଥାଏ ଯେ ଆପଣ ଭାବୁକ ସ୍ଥିତିରେ ଅଛନ୍ତି ଆପଣ ଏହି ଅଭ୍ୟାସରୁ ବଞ୍ଚିବା ପାଇଁ ପବିତ୍ର ମନ୍ତ୍ର ଗୁଡିକର ଜପ ଆରମ୍ଭ କରନ୍ତୁ ।

ରାତିରେ ୧ ରୁ ୪ ମଧ୍ୟରେ ନିଦ ଭାଙ୍ଗିବା

ଯଦି ଆପଣଙ୍କ ନିଦ ରାତିରେ ୧ ରୁ ୪ ମଧ୍ୟରେ ଭାଙ୍ଗୁଛି କିମ୍ବା ଏହି ସମୟରେ ନିଦ ନ ଲାଗିବା ଅର୍ଥ ଆପଣଙ୍କୁ ଯକୃତ ସମସ୍ୟାର ସଂକେତ ଦେଖାଇଥାଏ । ଏହି ସମୟରେ ଆପଣ ଉଠିବା ଅର୍ଥା ଆପଣ ରାଗି ସ୍ବଭାବର ଅଟନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଆପଣଙ୍କୁ ଥଣ୍ଡା ପାଣି ପିଇବା ସହ ଧ୍ୟାନ କରିବା ଆବଶ୍ୟକ । ଯାହାଫଳରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଯିବ ।

ରାତିରେ ୩ ରୁ ୫ ମଧ୍ୟରେ ନିଦ ଭାଙ୍ଗିଲେ

ଏହି ସମୟରେ ଯଦି ଆପନଙ୍କ ନିଦ ଭାଙ୍ଗି ଯାଏ ତେବେ ଏକ ନକାରାତ୍ମକ ଶକ୍ତି ଆପଣଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥାଏ । ଆପଣଙ୍କୁ ସବୁବେଳେ ସତର୍କ ରହିବାକୁ ହେବା । ଆଜିର ସମୟରେ ନିଦ ନ ଲାଗିବା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏଥିରୁ ନିବୃତ ରହିବା ପାଇଁ ଆପଣଙ୍କୁ ଯୋଗ ପ୍ରାଣାୟମ ଆରମ୍ଭ କରିବା ଉଚିତ ।

୫ ରୁ ୭ ମଧ୍ୟରେ ନିଦ ଭାଙ୍ଗିଲେ

ଆପଣଙ୍କ ଯଦି ଏହି ସମୟରେ ନିଦ ଭାଙ୍ଗିଥାଏ ତେବେ ଏହାର ଦୁର୍ବଳ ଶରୀରର ସଂକେତ ଅଟେ । ଏହି ସମସ୍ୟାରୁ ନିବୃତ ହେବା ନିମନ୍ତେ ଆପଣଙ୍କୁ ଯୋଗ ବ୍ୟାୟାମ ସହ ଈଶ୍ୱରଙ୍କ ଆରଧନା କରିବା ଉଚିତ ଯାହାଫଳରେ ଆପଣଙ୍କ ମନକୁ ଶାନ୍ତି ମିଳିବା ସହ ଆପଣଙ୍କ ସ୍ୱାସ୍ଥ୍ୟ ନିରୋଗ ରହିବ ।

Leave a Reply

Your email address will not be published. Required fields are marked *