ଯେତେବେଳେ ପ୍ରିୟଙ୍କା ଚୋପଡ଼ାଙ୍କ ସୁନ୍ଦର ଡ୍ରେସକୁ ଅଣଦେଖା କରି ଅଣ୍ଟାରେ ଦୃଷ୍ଟି ରଖିଥିଲେ ଦର୍ଶକମାନେ…ଦେଖନ୍ତୁ ଫୋଟୋ ।

ଯେତେବେଳେ ପ୍ରିୟଙ୍କା ଚୋପଡ଼ାଙ୍କ ସୁନ୍ଦର ଡ୍ରେସକୁ ଅଣଦେଖା କରି ଅଣ୍ଟାରେ ଦୃଷ୍ଟି ରଖିଥିଲେ ଦର୍ଶକମାନେ…ଦେଖନ୍ତୁ ଫୋଟୋ ।

ପ୍ରିୟଙ୍କା ଚୋପଡ଼ା ଜଣେ ଏପରି ଅଭିନେତ୍ରୀ ଅଟନ୍ତି ଯିଏ ବଲିଉଡ଼ ଠାରୁ ହଲିଉଡ଼ ପର୍ଯ୍ୟନ୍ତ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ସେ ୨୦୦୦ ମସିହାରେ ‘ ମିସ୍ ୱାର୍ଲଡ଼ ‘ର ତାଜ ନିଜ ନାମରେ କରିଥିଲେ । ତଥାପି ଅକ୍ଷୟ କୁମାରଙ୍କ ସହିତ ‘ ଅନ୍ଦାଜ ‘ ଫିଲ୍ମ ଠାରୁ ତାଙ୍କୁ ବଡ଼ ବ୍ରେକ୍ ମିଳିଯାଇଥିଲା । ସେହି ସମୟ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ପଛକୁ ଫେରି ଦେଖିନାହାନ୍ତି । ପ୍ରିୟଙ୍କା ନିଜର ଫିଲ୍ମ କ୍ୟାରିଅର ମଧ୍ୟରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ବ୍ୟତୀତ ସେ ଫ୍ୟାଶନ୍ ଶୋ”ର ପ୍ରତିଯୋଗୀ ମଧ୍ୟ ରହିଛନ୍ତି । ତାଙ୍କୁ ଆମେ ଅନେକଥର ରେମ୍ପ ୱକ୍ କରୁଥିବାର ମଧ୍ୟ ଦେଖିଛୁ ।

newstrend

ପ୍ରିୟଙ୍କା ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି । ସେ ଯେଉଁ ଡ୍ରେସ୍ ପିନ୍ଧନ୍ତି ସେଥିରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି । ଆଉ ତାହା କୌଣସି ୱେସ୍ଟର୍ଣ ଆଉଟଫିଟ୍ ହେଉ ବା ଇଣ୍ଡିଆନ ହେଉ । ସବୁ ପ୍ରକାରର ଡ୍ରେସକୁ ଭଲଭାବରେ ପ୍ରଦର୍ଶନ କରିପାରନ୍ତି । ତାଙ୍କ ଫ୍ୟାଶନ୍ ସେନ୍ସ ମଧ୍ୟ ଖୁବ୍ ଭଲ । ଲୋକଙ୍କ ନଜର ସବୁବେଳେ ତାଙ୍କ ଡ୍ରେସରେ ହିଁ ଲାଖି ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରିୟଙ୍କାଙ୍କ ସହିତ ଜଡ଼ିତ କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଲୋକମାନେ ତାଙ୍କ ଡ୍ରେସକୁ କମ୍ ବରଂ ତାଙ୍କ ଅଣ୍ଟାକୁ ଅଧିକ ଦେଖୁଥିଲେ ।

ପ୍ରିୟଙ୍କାଙ୍କ ନାଭି ହେଲା ଆକର୍ଷଣର କେନ୍ଦ୍ର :-

newstrend

ଏହି ଘଟଣା ମୁମ୍ବାଇରେ ଆୟୋଜିତ ହୋଇଥିବା ଶବାନା ଆଜମୀଙ୍କ ମିଜବାନ ଫ୍ୟାଶନ୍ କଂସର୍ଟର ଥିଲା । ଏହି ଫ୍ୟାଶନ୍ ଶୋ”ରେ ପ୍ରିୟଙ୍କା ଯେତେବେଳେ ରେମ୍ପ ୱକ୍ କରୁଥିଲେ ସେତେବେଳେ ଲୋକଙ୍କ ଧ୍ୟାନ ତାଙ୍କ ଡ୍ରେସ୍ ଉପରକୁ ନଯାଇ ତାଙ୍କ ଅଣ୍ଟାରେ ଅଟକି ରହିଥିଲା । ଏହାର କାରଣ ତାଙ୍କ ଅଣ୍ଟା ମଝିରେ ଥିବା ନେବଲ ପୀୟରସିଂ ଥିଲା । ଏହା ପ୍ରିୟଙ୍କାଙ୍କ ଅଣ୍ଟାରେ ଦୂରରୁ ହିଁ ଚମକୁଥିଲା । ବାରମ୍ବାର ଦର୍ଶକଙ୍କ ନଜର ସେହି ଉପରେ ହିଁ ରହିଥିଲା ।

ପିଚ୍ ଏଣ୍ଡ ଗୋଲ୍ଡେନ ଲେହେଁଗାରେ ଅତି ସୁନ୍ଦରୀ ଦେଖାଯାଉଥିଲେ :-

newstrend

ଏହି ଫ୍ୟାଶନ୍ ଶୋ”ରେ ପ୍ରିୟଙ୍କା ଚୋପଡ଼ା ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର ମନୀଷ ମାଲହୋତ୍ରାଙ୍କ ପ୍ରସ୍ତୁତ ପିଚ୍ ଏଣ୍ଡ ଗୋଲ୍ଡେନ ଲେହେଁଗା ପିନ୍ଧିଥିଲେ । ଏହି ଲେହେଙ୍ଗାରେ ଖାସ୍ ଥିଲା ଯେ ଏହା ପ୍ରିୟଙ୍କାଙ୍କ ପରଫେକ୍ଟ ଫିଗରରେ ଠିକ୍ ଭାବରେ ମ୍ୟାଚ୍ କରୁଥିଲା । ଏହି ଲେହେଙ୍ଗାକୁ ପିନ୍ଧି ସେ ଆହୁରି ସୁନ୍ଦର ଦେଖାଯାଉଥିଲେ ।

ଡିଜାଇନ ଦର୍ଶକଙ୍କ ମନ ମୋହିଲା :-

newstrend

ପ୍ରିୟଙ୍କାଙ୍କର ଏହି ଲେହେଙ୍ଗାର ଡିଜାଇନ ମଧ୍ୟ ସମସ୍ତଙ୍କ ହୃଦୟ କିଣିଥିଲା । ଏହି ଲେହେଙ୍ଗାରେ ସୁବର୍ଣ୍ଣ ମୋଟିଫ୍ସ ଏବଂ ପେଚୱର୍କ ବୋର୍ଡର ଥିଲା । ଏହା ସହିତ ଟ୍ୟୁବ୍ କଟ୍ ଚୋଲୀ ଏବଂ ଟ୍ୟୁଲ ଦୁପଟ୍ଟା ପ୍ରିୟଙ୍କାଙ୍କ ସମ୍ପୂର୍ଣ୍ଣ ଲୁକ୍ସକୁ ଆହୁରି ଅଧିକ ଆକର୍ଷଣ କରୁଥିଲା ।

ଖୋଲା କେଶରେ ଅପ୍ସରା ଭଳି ନଜର ଆସୁଥିଲେ :-

newstrend

ପ୍ରିୟଙ୍କା ନିଜର ରେଶମୀ, କୋମଳ କେଶକୁ ଖୋଲା ରଖିଥିଲେ । ଏହାସହିତ ତାଙ୍କର ସଟଲ ମେକଅପ ତାଙ୍କ ଲୁକ୍ସକୁ ଆହୁରି ଚମକାଉଥିଲା । କିନ୍ତୁ ଖାସ୍ କଥା ଏହା ଯେ ଏହା ସହିତ ପ୍ରିୟଙ୍କା କୌଣସି ଏକ୍ସେସରୀଜ ମଧ୍ୟ ପିନ୍ଧି ନଥିଲେ । ତଥାପି ସେ ଖୁବ୍ ସୁନ୍ଦର ଲାଗୁଥିଲେ ।

ଏହିପରି ପ୍ରିୟଙ୍କା ନେବଲ ପୀୟରସିଂ କେବେ ବନାଇ ଥିଲେ ଏକଥା କାହାକୁ ମଧ୍ୟ ଜଣା ନାହିଁ । କିନ୍ତୁ ଏହା ସୁନିଶ୍ଚିତ ଯେ ଏତେ ସୁନ୍ଦର ଆଉଟଫିଟ୍ ସତ୍ୱେ ମଧ୍ୟ ତାଙ୍କ ନାଭିରେ ଲାଗିଥିବା ପୀୟରସିଂ ହିଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିଲା । ପ୍ରିୟଙ୍କା ବଲିଉଡ଼ରେ ଶେଷଥର ପାଇଁ ‘ ଦ ସ୍କାଇ ଇଜ୍ ପିଙ୍କ ‘ରେ ନଜର ଆସିଥିଲେ । ଏହି ଫିଲ୍ମ ବୋକ୍ସ ଅଫିସରେ ଏତେ ଖାସ୍ ପ୍ରଦଶନ କରିପାରିନଥିଲା ।

Leave a Reply

Your email address will not be published. Required fields are marked *