କାହିଁକି କାନ୍ଦି କାନ୍ଦି ମହେଶ ଭଟ୍ଟଙ୍କ ପଛରେ ବିନା ବସ୍ତ୍ରରେ ଦୌଡିଥିଲେ ପରଭିନ୍ ବାବି । ଜାଣନ୍ତୁ ସେହି ରାତ୍ରିରେ କଣ ସବୁ ଘଟିଥିଲା !

କାହିଁକି କାନ୍ଦି କାନ୍ଦି ମହେଶ ଭଟ୍ଟଙ୍କ ପଛରେ ବିନା ବସ୍ତ୍ରରେ ଦୌଡିଥିଲେ ପରଭିନ୍ ବାବି । ଜାଣନ୍ତୁ ସେହି ରାତ୍ରିରେ କଣ ସବୁ ଘଟିଥିଲା !

ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ପ୍ରତିଭାବାନ ଅଭିନେତ୍ରୀ ଥିବେ କିନ୍ତୁ ପରଭିନ୍ ବାବି ସେମାନଙ୍କ ଠାରୁ ଅନ୍ୟତମ । ପରଭିନ୍ ବାବିଙ୍କ ସମୟରେ ସମସ୍ତଙ୍କ ହୃଦୟରେ ଖାଲି ପରଭିନ୍ ବାବିଙ୍କ ନାମ ଥିଲା । ଯେଉଁ ଦିନେ ହିରୋଇନ ମାନେ ଶାଢ଼ୀ ପିନ୍ଧୁଥିବାର ନଜର ଆସୁଥିଲେ ସେତେବେଳ ପରଭିନ୍ ବାବି ବିକିନି ପିନ୍ଧୁଥିବାର ନଜର ଆସିଥିଲା ଓ କ୍ଲବରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ତାଙ୍କ ଅଫେୟାର କଥା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ସୂତ୍ରରୁ ଜଣା ପଡିଛିକି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ମହେଶ ଭଟ୍ଟଙ୍କୁ ସେ ପ୍ରେମ କରୁଥିଲେ । ଦେଖିବାକୁ ଗଲେ ତାଙ୍କ ଜୀବନଟି କୌଣସି ଫିଲ୍ମ ଠାରୁ କମ୍ ହେବନାହିଁ ।

newstrend

ପରଭିନ୍ ବାବିଙ୍କ ସହ ଲିଭିଙ୍ଗରେ ରହିଆସୁଥିଲେ ମହେଶ ଭଟ୍ଟ :

newstrend

ପରଭିନ୍ ବାବି ଓ ମହେଶ ଭଟ୍ଟଙ୍କ ପ୍ରେମ କଥା ସମସ୍ତେ ଜାଣି ଥିବେ । ପରଭିନ୍ ବାବିଙ୍କ ଜୀବନରେ ମହେଶ ଭଟ୍ଟ ଯେତେବେଳେ ଆସିଲେ ସେତେବେଳେ ମହେଶ ଭଟ୍ଟ ବାହା ହୋଇ ସାରିଥିଲେ ଓ ନିଜ ଜୀବନକୁ ସମ୍ଭାଳିବାକୁ ଲାଗିଥିଲେ । ମହେଶ ଭଟ୍ଟ ପରଭିନ୍ ବାବିଙ୍କ ପ୍ରେମରେ ପଡିବା ପରେ ସେ ଟିକେ ମଧ୍ୟ ଭାବିନଥିଲେ କି ତାଙ୍କର ସ୍ତ୍ରୀ ଓ ଛୁଆ ପିଲା ଅଛନ୍ତି । ସେତେବେଳେ ଲିଭିଙ୍ଗ ରିଲେସନସିପକୁ ବହୁତ ଖରାପ ମନାଯାଉଥିଲା କିନ୍ତୁ ସେ ସବୁର ଚିନ୍ତା ନକରି ପରଭିନ୍ ବାବି ଓ ମହେଶ ଭଟ୍ଟ ଲିଭିଙ୍ଗରେ ରହୁଥିଲେ ।

ବୀନା ବସ୍ତ୍ରରେ କାହିଁକି ଦୌଡ଼ି ଥିଲେ ପରଭିନ୍ ବାବି ।

newstrend

ଗୋଟେଦିନ ପରଭିନ୍ ଓ ମୁଁ ବେଡ୍ ରୁମରେ ବସିଥିବା ବେଳେ ଗୋଟେ କଥା ପଡିଲା । ପରଭିନ୍ କହୁଛନ୍ତିକି’ ମତେ ଆଉ ୟୁଜିଙ୍କ ଭିତରୁ ଜଣଙ୍କୁ ବାଛିବାକୁ ହେବ ‘। କହିଦେବାକୁ ଚାହଁଛୁକି ୟୁଜି ହେଉଛନ୍ତି ଜଣେ ଫିଲୋସଫର ଓ ସେ ପରଭିନଙ୍କ ଦେହ ଖରାପ ସମୟରେ ପରଭିନଙ୍କ ସେବା କରିବାକୁ ଅସୁଥୁଲେ ।

newstrend

ମହେଶ ଏହାର କୌଣସି ଉତ୍ତର ନଦେଇ ଚାଲିଗଲେ । ବାହାରେ ବହୁତ ଜୋରରେ ବର୍ଷା ହେଉଥିଲା ପରଭିନ୍ ତାଙ୍କୁ ଡାକି ଥିଲେ ମଧ୍ୟ ମହେଶ ନଶୁଣି ଚାଲିଯାଉଥିଲେ । ପରେ ପରଭିନ୍ ଵସ୍ତ୍ର ହୀନ ଅବସ୍ଥାରେ ମହେଶଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ପରଭିନଙ୍କ ଏହିପରି ଅବସ୍ଥା ଦେଖି ମହେଶଙ୍କ ପଛରେ ନଆସିବାକୁ କହିଥିଲେ କିନ୍ତୁ ପରଭିନ୍ କିଛି ଶୁଣିନଥିଲେ ।

ମାନସିକ ରୋଗରେ ଗତି କରୁଥିଲେ ପରଭିନ୍ ।

newstrend

ମହେଶ ଭଟ୍ଟଙ୍କ ପ୍ରେମ ପାଇଁ ଘର ଛାଡ଼ି ଦେଲେ କିନ୍ତୁ ତେବେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ । ଧୀରେ ଧୀରେ ମହେଶ ପରଭିନଙ୍କ ଠାରୁ ଦୁରାଇବାକୁ ଲାଗିଲେ ଓ ପରଭିନ୍ ଏକା ପଡିଗଲେ । ତାଙ୍କୁ ଏକ ଅଜଣା ଡର ସଦାବେଳେ ଲାଗି ରହୁଥିଲା । ପରେ ତାଙ୍କର ଚିକିତ୍ସା ପରେ ଜଣା ପଡିଲାକି ତାଙ୍କୁ ଏକ ‘ସେଜୋଫ୍ରିନିଆ’ ନାମକ ମାନସିକ ରୋଗ ହୋଇଛି । ସେତେବେଳେ ସେ ବହୁତ ଫିଲ୍ମ କରୁଥିଲେ । ତାଙ୍କର ଫିଲ୍ମ ଫ୍ଲପ୍ ହୋଇଯିବା ଡରରେ ଏସବୁକୁ ଲୁଚାଇ ଦିଆ ଯାଇଥିଲା । ପରେ ଏହି ମାନସିକ ରୋଗଟି ବଢିବାକୁ ଲାଗିଲା ଓ ସେ ସମସ୍ତଙ୍କୁ ଡରିବାକୁ ଲାଗିଲେ ।

ଏହିପରି ହୋଇଥିଲା ପରଭିନଙ୍କ ମୃତ୍ୟୁ ।

newstrend

ରୋଗରେ ପୀଡ଼ିତ ଥିବା ସମୟରେ ପରଭିନଙ୍କୁ କୌଣସି ଫିଲ୍ମ ମିଳି ନଥିଲା ସେ ଘରେ ବସି ବସି ମୋଟା ହୋଇଯାଇଥିଲେ ।ପରଭିନ୍ ତାଙ୍କର ସୋନ୍ଦର୍ଯ୍ୟ ହରାଇଥିଲେ । ଯାହାପାଈଁ ତାଙ୍କୁ ଡାକ୍ତର ମାନେ ଏଲେକ୍ଟ୍ରିକ୍ ସକ୍ ଦେବା ଛଡା ଆଉ କୌଣସି ବିକଳ୍ପ ନଥିଲା । ପରଭିନଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା ଓ ସେ ୨୦ ଜାନୁଆରୀ ୨୦୦୫ରେ ମୂର୍ତ୍ୟୁ ବରଣ କରିଥିଲେ । ତାଙ୍କ ମରିବାର ୩ ଦିନ ପରେ ତାଙ୍କ ମୃତ ଶରୀର ତାଙ୍କ ଘରୁ ମିଳିଥିଲା । ସେ ମରିବା ସମୟରେ ସେ ସମ୍ପୁର୍ଣ ରୂପେ ଏକୁଟିଆ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *