ଅମିତାଭ ବଚ୍ଚନଙ୍କ ରିପୋର୍ଟ ପୋଜିଟିବ୍ ଆସିବାପରେ ତାଙ୍କ କୁଣ୍ଡଳୀକୁ ନେଇ ହେଲା ବହୁତ ବଡ଼ ଖୁଲାସା !

ଅମିତାଭ ବଚ୍ଚନଙ୍କ ରିପୋର୍ଟ ପୋଜିଟିବ୍ ଆସିବାପରେ ତାଙ୍କ କୁଣ୍ଡଳୀକୁ ନେଇ ହେଲା ବହୁତ ବଡ଼ ଖୁଲାସା !

ଆମକୁ ଗୋଟିଏ ଏଭଳି କଥା ଶୁଣିବାକୁ ମିଳିଲା ଯାହାକୁ ଜାଣି, ଦେଶର ସବୁ ନାଗରିକ ଓ ବଲିଉଡ଼ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଅମିତାଭ ବଚ୍ଚନଙ୍କୁ କରୋନା ପୋଜିଟିବ୍ ବାହାରିଛି । ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ରିପୋର୍ଟ ମଧ୍ୟ ପୋଜିଟିବ୍ ବାହାରିଲା । କିନ୍ତୁ ଅଭିଷେକ ବଚ୍ଚନଙ୍କ ମା’ ସ୍ତ୍ରୀ ଓ ଝିଅର ନେଗେଟିବ୍ ରିପୋର୍ଟ ବାହାରିଲା ।

google

ଅମିତାଭ ବଚ୍ଚନଙ୍କ ରିପୋର୍ଟ ପୋଜିଟିବ୍ ଆସିବାପରେ ତାଙ୍କ କୁଣ୍ଡଳୀକୁ ନେଇ ମଧ୍ୟ ବହୁତ କିଛି କୁହାଯାଉଛି । ତାଙ୍କ ଜନ୍ମ ୧୧ ଅକ୍ଟୋବର ୧୯୪୨ରେ ହୋଇଥିଲା, ଜନ୍ମ ସ୍ଥାନ ଇଲାହାବାଦ୍ । ସେ ନିଜ ଜୀବନ କାଳରେ ବହୁତ ସଂଘର୍ଷ କରିଥିଲେ । ସେ ସଫଳତା ହାସଲ କରି ଅନେକ ଲୋକଙ୍କ ହୃଦୟରେ ରାଜ୍ କରିଲେ । ୧୯୭୧ ମସିହାରେ ପ୍ରଥମ ହିଟ୍ ଚଳଚିତ୍ର ଜାନଜିର୍ ଥିଲା । ତାହାପରେ ଶନିଙ୍କ କୃପା ଯୋଗୁଁ ୧୯୯୦ ପର୍ଯ୍ୟନ୍ତ ତାଙ୍କ ସିଂହାସନକୁ କେହି ମଧ୍ୟ ହଲେଇପାରିଲେ ନାହିଁ । ଏହି ପୁରା ସମୟ ମଧ୍ୟରେ ତାଙ୍କର ରାଜ୍ ଚାଲୁଥିଲା ଓ ଲୋକଙ୍କ ହୃଦୟକୁ ଜିତି ପାରିଥିଲେ । ଶନି ଦେବଙ୍କ କୃପା ଅମିତାଭ ବଚ୍ଚନଙ୍କୁ ସର୍ବଶ୍ରେଷ୍ଟ କରିଥିଲା ।

google

କିନ୍ତୁ ଜୀବନରେ ଏଭଳି ମଧ୍ୟ ସମୟ ଆସିଥାଏ କି ଅତୀତରେ କରିଥିବା ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇଯାଇଥାଏ । ଏହା ଲୋକକୁ ସେହି ଜାଗାରେ ଆଣି ଠିଆ କରିଦେଇଥାଏ, ଯେଉଁଠାରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲା । ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଏଭଳି କିଛି ଘଟିଥିଲା ୧୯୯୬ ମସିହାରେ ଅନେକ ସଙ୍କଟକୁ ସାମ୍ନା କରିଥିଲେ । ଯେତେବେଳେ ସେ ଏକ ଜ୍ୟୋତିଷ ସହିତ ଦେଖା କରିଥିଲେ, ତେବେ ତାଙ୍କୁ ଏକ ନୀଳ ରତ୍ନ ଧାରଣ କରିବାକୁ ଜ୍ୟୋତିଷ କହିଥିଲେ । ତାଙ୍କୁ ” କନ୍ ବାନେଗା କରୋଡ଼ ପୋତି ” ଶୋ ମାଧ୍ୟମରୁ ଏକ ନୂଆଁ ଜୀବନ ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା ଓ ଏହାପରେ ସେ ଆଉ କେବେ ପଛକୁ ବୁଲି ଦେଖିନଥିଲେ । ସେଥିପାଇଁ କୁହାଯାଏ କି, ଯେତେବେଳେ ଜୀବନରେ ସମସ୍ୟା ଆସିଥାଏ, ତେବେ ଏକ ଅନୁଭବୀ ଜ୍ୟୋତିଷ ସହିତ ଦେଖାକରିବା ଉଚିତ । ଅମିତାଭ ବଚ୍ଚନଙ୍କ କୁଣ୍ଡଳୀରେ ଅନେକ ଥର ଏଭଳି ଦୋଷ ଉତ୍ପନ୍ନ ହୋଇଥିଲା । ଯେଉଁ କାରଣରୁ ତାଙ୍କୁ ଅନେକ ଥର ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥିଲା । ଜ୍ୟୋତିଷଙ୍କ ଅନୁସାରେ ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ କୁଣ୍ଡଳୀରେ ପୁଣିଥରେ ଦୋଷ ଉତ୍ପନ୍ନ ହେଲା ।

Leave a Reply

Your email address will not be published. Required fields are marked *