ମଜାକଥା : ଶିକ୍ଷକ, ପପୁକୁ ପଚାରିଲେ ଗୋଟିଏ ମନୁଷ୍ୟର ଛୁଆ ଓ ପଶୁ ମଧ୍ୟରେ ପାର୍ଥକ୍ୟ କ’ଣ ?

ମଜାକଥା : ଶିକ୍ଷକ, ପପୁକୁ ପଚାରିଲେ ଗୋଟିଏ ମନୁଷ୍ୟର ଛୁଆ ଓ ପଶୁ ମଧ୍ୟରେ ପାର୍ଥକ୍ୟ କ’ଣ ?

ଆମେ ଆପଣଙ୍କ ପାଇଁ କିଛି ମଜାଳିଆ ହସକଥା ନେଇ ଆସିଛୁ, ଯାହାକୁ ଆପଣ ପଢିଲେ ଆପଣ, ଆପଣଙ୍କ ହସକୁ ଅଟକାଇ ପାରିବେ ନାହିଁ । ଚାଲନ୍ତୁ ସେ ସବୁ ମଜକଥା ପଢିବା ।

ମଜାକଥା

ସମୀର : ଫୋନରେ ତା’ ସାଙ୍ଗକୁ କହୁଛି, ‘ସାଙ୍ଗ’ ତୁମର ଲେପଟୋପ (Leptop)ରେ ୱିଣ୍ଡୋ (Window)ର ଲକ୍ (Lock) ଖୋଲୁ ନାହିଁ ।”

ଟିଙ୍କୁ : “ଟିକେ ଗରମ ତେଲ ତା ଉପରେ ଢାଳିଦେ ।”

ସମୀର : “କଣ ସେଥିରେ ଲକ୍ (Lock) ଖୋଲିଯିବ ?”

ମଜାକଥା

ଟିଙ୍କୁ : “ଚେଷ୍ଟା କରେ ଥରଟିଏ ।”

ସମୀର : ଟିଙ୍କୁର କଥା ଶୁଣି Leptopରେ ଗରମ ତେଲ ଢାଳି ରଡି ଛାଡିଲା,

“ହେ ଭଗବାନ, ବର୍ତ୍ତମାନ ଲ୍ୟାପଟପ ହିଁ ବନ୍ଦ ହୋଇଗଲା !”

Google

ମଜାକଥା

ଗୋଟେ ଲୋକ ଏକ କଲେଜର ଶୌଚାଳୟ (Toilet)କୁ ଗଲା ।

ଭିତରେ Toiletରେ ବସିଲା ସମ୍ନାରେ କାନ୍ଥ ଥିଲା । କାନ୍ଥରେ ଲେଖା ଥିଲା କି…

“ଯଦି ଆପଣ ପଢ଼ାରେ ଏତେ ଗୁରୁତ୍ୱ ଦେଇଥାନ୍ତେ; ତେବେ ଆପଣ ଏକ ଭଲ ଜାଗାରେ ବସି ପାରିଥାନ୍ତେ ।”

ମଜାକଥା

ଗତକାଲି ପପୁ ଯେତେବେଳେ ରାମୁର ଘରକୁ ଯାଇଥିଲା,

ଦେଖିଲା – ରାମୁ ଅତ୍ୟନ୍ତ ଚିନ୍ତାରେ କପାଳରେ ହାତ ଦେଇ ବସିଛି ।

ପପୁ ପଚାରିଲା- କଣ ହୋଇଛି ଭାଇ ?

ରାମୁ କହିଲା- ମୋ ବାପା ତ ମୋ ଠାରୁ ବହୁତ ଚାଲାକ୍… ପୂର୍ବେ ସେ ପଢିବା ପାଇଁ ଟଙ୍କା ଦେଉଥିଲେ କିନ୍ତୁ ମୁଁ ଫିଲ୍ମ ଦେଖିବାକୁ ପଳାଉଥିଲି ।

ଆଜି ମୁଁ ଚାରିଧାମ ଯାତ୍ରା ପାଇଁ ଟଙ୍କା ଦେଲି କିନ୍ତୁ ସେହି ଟଙ୍କାରେ ସେ ବ୍ୟାଙ୍କକ୍ ଚାଲିଗଲେ ।

ମଜାକଥା

ଝିଅର ବିଦାୟ ସମୟରେ ପିତା ତାଙ୍କ ଜ୍ୱାଇଁଙ୍କୁ କହୁଛନ୍ତି….

ପିତା- ଏବେ ତୁମ whatsappର ମେସେଜ ମିଳିଲା ।

ତୁମ ଡିମାଣ୍ଡ ବହୁତ ଅଜବ ଲାଗିଲା ।

ତଥାପି ଆମେ ଏହାକୁ ପୁରା କରି ଦେଇଛୁ ।

ନିଅନ୍ତୁ, “four underwear in red colour” !

ଆପଣଙ୍କ ପସନ୍ଦର ଲାଲ ରଙ୍ଗର ଚଡି !

ଜ୍ୱାଇଁ (ମନରେ ମନରେ କହୁଛି)- ଶଳା ତୋ “ଏସୀ କି ତେସି” ।

ଶଳା auto corection କୀ । ମୁଁ ତ ford endeavour in red colourର ଡିମାଣ୍ଡ କରିଥିଲି ।

ଶିକ୍ଷକ – ପପୁ କହିଲ ମଣିଷ ଓ ପଶୁ ମଧ୍ୟରେ କଣ ଫରକ୍ ଥାଏ ?

ପପୁ – ସାର୍ ଗଧର ଛୁଆ ହିଁ ଗଧ ହୋଇଥାଏ ଓ ଉଲୁର ଛୁଆ ଉଲୁ ହୋଇଥାଏ ।

କିନ୍ତୁ ମଣିଷ ଛୁଆ ଗଧ ଓ ଉଲୁ ବି ହୋଇଥାଏ ପାରେ ।

ପପୁକୁ ତାଙ୍କ କ୍ଳାସର ମନିଟର କରିଦିଆ ଗଲା ।

Leave a Reply

Your email address will not be published. Required fields are marked *