ଦୁଇଟି ସନ୍ତାନର ମାଆ ଓ ଦୁଇଟି ବିବାହ ପରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି ଏହି ଅଭିନେତ୍ରୀ ।

ବନ୍ଧୁଗଣ ଏପରି ଅନେକ ଲୋକ ରହିଛନ୍ତି ଯେଉଁମାନେ କେତେଗୁଡ଼ିଏ ନୂତନ ବିବାହ କରିଥାନ୍ତି ଓ ଆଜି ଏପରି ଗୋଟିଏ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବା ଯିଏକି ୨ଟି ବିବାହ କରିଥିଲେ ଏବଂ ସେହି ଦୁଇଟି ବିବାହ କରିବା ପରେ ମଧ୍ୟ ସେ ବହୁତ ସୁନ୍ଦରୀ ଦେଖାଯାଆନ୍ତି, ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବୁ ସେ ହେଉଛନ୍ତି କାବ୍ୟା ମାଧବନ ଯିଏକି ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଅଟନ୍ତି । ସେ ଜଣେ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ଏବଂ ସେ ୧୯୯୧ରେ ପୁଲକଲମ ବରବାଇରେ ଗୋଟିଏ ଶିଶୁ କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

Google
Google
Google

କାବ୍ୟା ମାଧବନ ୧୯୯୧ରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ । ସେ ଦୁଇଥର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ କେରଳ ରାଜ୍ୟରୁ ପୁରସ୍କାର ଲାଭ କରିଛନ୍ତି । ସେ ମାଲାୟଲମ ଚଳଚ୍ଚିତ୍ର ଜଗତରେ ମଧ୍ୟ ନିଜ ଅଭିନୟ ପାଇଁ ପ୍ରସିଦ୍ଧ ଅଟନ୍ତି ।

Google

ବନ୍ଧୁଗଣ କାବ୍ୟା ମାଧବନ ପ୍ରଥମ ବିବାହ ୨୦୦୯ରେ କରିଥିଲେ । ଏହି ବିବାହ ପରେ ସେ କୁଏତ ଚାଲିଗଲେ, କିନ୍ତୁ ଏହାର ଗୋଟିଏ ବର୍ଷ ପରେ ପୁଣିଥରେ ପ୍ରତ୍ୟାବର୍ତ୍ତନ କଲେ ଏବଂ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ । ୨୦୧୬ରେ କାବ୍ୟା ମାଧବନ ପୁଣିଥରେ ବିବାହ କଲେ । ସେ ୨ -୨ଟି ବିବାହ କରିବା ପରେ ମଧ୍ୟ ବହୁତ ଆକର୍ଷଣୀୟ ଏବଂ ସୁନ୍ଦରୀ ଦେଖାଯାଆନ୍ତି ।

Be the first to comment

Leave a Reply

Your email address will not be published.


*