ବଲିଉଡର ଏହି ୫ଜଣ ଭିଲିଏନଙ୍କ ଝିଅମାନେ ବହୁତ ସୁନ୍ଦରୀ ଅଟନ୍ତି ! ହୃଦୟରେ ଦମ୍ଭ ଧରି ଦେଖନ୍ତୁ ଏହି ଫୋଟୋ…

ବଲିଉଡର ୮୦ ଏବଂ ୯୦ ଦଶକର ଭାୟଙ୍କର ଭିଲିଏନ ଅମରିଶ ପୂରୀଙ୍କ ନାମ ବହୁତ ଉଚ୍ଚରେ ରହିଛି । ଯଦି ବଲିଉଡକୁ ଦେଖିବା ତେବେ ମୁଗେମ୍ବୋ ଏବଂ ଶକାଲ୍ ଭଳି ଚରିତ୍ରରେ ସଦାସର୍ବଦା ପାଇଁ ଅମର ହୋଇଯାଇଛନ୍ତି ଅମରିଶ ପୂରୀ ଏବଂ ସେ ଆଜି ମଧ୍ୟ ସମସ୍ତଙ୍କ ମନ ମଧ୍ୟରେ ରାଜ୍ କରୁଛନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି; ଫିଲ୍ମରେ ବହୁତ ଭୟଙ୍କର ଦିଶୁଥିବା ଏହି ଭିଲିଏନଙ୍କର ଝିଅ ବହୁତ ସୁନ୍ଦର ଅଟନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ୫ଟି ଭିଲିଏନଙ୍କ ଝିଅମାନଙ୍କ ଫୋଟୋ ଦେଖେଇବାକୁ ଯାଉଛୁ; ଯେଉଁମାନେ କି ଏକ ଅଭିନେତ୍ରୀ ଭଳି ସୁନ୍ଦରୀ ଅଟନ୍ତି ।

୧. ନମ୍ରତା ପୂରୀ :

Google

ବଲିଉଡରେ ଅମରିଶ ପୂରୀ ଭଳି ଅନେକ ଭିଲିଏନ୍ ଅଛନ୍ତି, ଯେଉଁମାନେ କି ତାଙ୍କ ଭଳି ଚରିତ୍ରରେ ଅଭିନୟ କରିଛନ୍ତି । ଅମରିଶ ପୂରୀଙ୍କ ଝିଅ ନମ୍ରତା ପୂରୀ ଅଟନ୍ତି । ନମ୍ରତା ପୂରୀ ନିଜ ସୁନ୍ଦରତାରେ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି ।

୨. ପ୍ରେରଣା ଚୋପଡା :

Google

ପରିଚୟ ପାଇଁ ତାଙ୍କ ପିତାଙ୍କ ନାମ ହିଁ ଯଥେଷ୍ଟ ଅଟେ । ହଁ ଆଜ୍ଞା, ସେ ପ୍ରେମ ଚୋପଡ଼ାଙ୍କ ଝିଅ ଅଟନ୍ତି ଏବଂ ସେ ବଲିଉଡ୍ ଅଭିନେତା ସରମନ ଯୋଶୀଙ୍କୁ ବିବାହ କରିଛନ୍ତି ।

୩. ପେମା ଡେଂଞ୍ଜଗପା :

Google

କାତିୟା ରୋଲ୍ ଠାରୁ ଫେମସ୍ ହୋଇଥିବା ଡେନିଙ୍କ ଝିଅର ନାମ ପିମା ଅଟେ ।

୪. ଶ୍ରୁତି ଖରବନ୍ଦା :

Google

ସାକାଲ୍ ଭଳି ଭୟାନକ ଚରିତ୍ରରେ ଅଭିନୟ କରିଥିବା କୁଳଭୂଷଣଙ୍କ ଝିଅ ଶ୍ରୁତି ଅଟନ୍ତି ।

୫. ଶ୍ରଦ୍ଧା କପୁର :

Google

ଶ୍ରଦ୍ଧା କପୂରଙ୍କୁ ତୋ ଆପଣମାନେ ନିଶ୍ଚୟ ଜାଣିଥିବେ । ଶ୍ରଦ୍ଧା ମଧ୍ୟ ଧୀରେ ଧୀରେ ନିଜ ପିତାଙ୍କ ଭଳି ବଲିଉଡ ଜଗତରେ ପ୍ରସିଦ୍ଧ ହେବାରେ ଲାଗିଛନ୍ତି । ଫିଲ୍ମ୍ “ଆସିକି-୨” ଠାରୁ ବଲିଉଡରେ ଡେବ୍ୟୂ କରୁଥିବା ଶ୍ରଦ୍ଧା ଆଜି ଏକ ବଡ଼ ଅଭିନେତ୍ରୀ ହୋଇଯାଇଛନ୍ତି ।

Be the first to comment

Leave a Reply

Your email address will not be published.


*