ଟାଇଗର ଶ୍ରୋଫଙ୍କ ମାଆ ୫୭ ବର୍ଷ ବୟସରେ ମଧ୍ୟ ଦେଖାଯାଆନ୍ତି ଖୁବ୍ ସୁନ୍ଦରୀ । ଦେଖନ୍ତୁ ଫୋଟଗୁଡିକ…

ଟାଇଗର ଶ୍ରୋଫଙ୍କ ମାଆ ୫୭ ବର୍ଷ ବୟସରେ ମଧ୍ୟ ଦେଖାଯାଆନ୍ତି ଖୁବ୍ ସୁନ୍ଦରୀ । ଦେଖନ୍ତୁ ଫୋଟଗୁଡିକ…

ଫିଲ୍ମ ଦୁନିଆରେ ଅନେକ ଏପରି ପ୍ରସିଦ୍ଧ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଅଭିନୟର ପ୍ରତିଭା ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ମନରେ ଆଜି ମଧ୍ୟ ରାଜ କରନ୍ତି ଏବଂ ଦର୍ଶକଙ୍କୁ ତାଙ୍କ ଫିଲ୍ମ ମଧ୍ୟ ପସନ୍ଦ ଆସିଥାଏ । ଆଜି ଆମେ ଏହି ଲେଖାରେ ଏକ ଏପରି ଅଭିନେତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯିଏ ଆଜିକା ସମୟରେ ଫିଲ୍ମ ଠାରୁ ଦୂରରେ ଅଛନ୍ତି ପରନ୍ତୁ ତାଙ୍କ ପୁଅ ବର୍ତ୍ତମାନ ବଲିଉଡ଼ ଦୁନିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଆଜି ଆମେ ଏହି ଲେଖା ମାଧ୍ୟମରେ ଆଉ କାହାର ନୁହେଁ ବରଂ ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଜୈକି ଶ୍ରୋଫଙ୍କ ପରିବାର ବିଷୟରେ କିଛି ଜଣାଇବାକୁ ଯାଉଛୁ ।

google

ଫିଲ୍ମ ଅଭିନେତା ଟାଇଗର ଶ୍ରୋଫ ଆଜିକାଲିକା ସମୟରେ ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଏବଂ ସମସ୍ତଙ୍କ ପସନ୍ଦର ବୋଲି କୁହାଯାଏ । ଟାଇଗର ଶ୍ରୋଫ ନିଜର ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିତିବାର ପ୍ରଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ବର୍ତ୍ତମାନ ତାଙ୍କ ଫିଲ୍ମ “ବାଗୀ ୩” ଆସିଛି ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଛନ୍ତି ଏବଂ ଏହି ଫିଲ୍ମ ପାଖାପାଖି ୧୦୦ କୋଟିରୁ ଅଧିକ ଆୟ ମଧ୍ୟ କରିଛି ।

newstrend

ଟାଇଗର ଶ୍ରୋଫଙ୍କୁ ବଲିଉଡ଼ର ସେହି ଅଭିନେତାଙ୍କ ଶ୍ରେଣୀରେ ଗଣାଯାଏ ଯେଉଁମାନେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଅଭିନୟ ଏବଂ ପର୍ସନାଲିଟି ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଫ୍ୟାନ ବନାଇ ରଖିଛନ୍ତି । ତାଙ୍କ ବୋଡି ଏବଂ ଡ୍ୟାନ୍ସକୁ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରନ୍ତି ପରନ୍ତୁ କଣ ଆପଣ ତାଙ୍କ ମାଆଙ୍କ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ମାଆଙ୍କ ବିଷୟରେ ହିଁ କିଛି କହିବାକୁ ଯାଉଛୁ ।

newstrend

ଟାଇଗର ଶ୍ରୋଫଙ୍କ ମାଆଙ୍କ ନାମ ଆୟଶା ଶ୍ରୋଫ ଅଟେ । ଯିଏ ବଲିଉଡ଼ ଠାରୁ ଦୂରତା ବନାଇ ନେଇଛନ୍ତି କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଟାଇଗର ଶ୍ରୋଫଙ୍କ ମାଆ ଗୋଟିଏ ସମୟରେ ଲୋକପ୍ରିୟ ମୋଡେଲ ରହି ସାରିଛନ୍ତି ଏବଂ ସେ ଜଣେ ମୋଡେଲ ହେବା ସହ କେତେକ ଫିଲ୍ମ ପ୍ରଯୋଜନା ମଧ୍ୟ କରିଛନ୍ତି ଯେଉଁଥିରେ ଗ୍ରହଣ ଏବଂ ଜିସ୍ ଦେଶ ମେ ଗଙ୍ଗା ରହତା ହେ ଭଳି ଫିଲ୍ମ ମଧ୍ୟ ରହିଛି ।

newstrend

ଟାଇଗର ଶ୍ରୋଫଙ୍କ ମାଆ ଆୟଶା ଶ୍ରୋଫଙ୍କ ବୟସ ବର୍ତ୍ତମାନ ୫୭ କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଯଦି ଆମେ କହିବୁ ତେବେ ସେ ପୂର୍ବରୁ ଯେପରି ସୁନ୍ଦରୀ ଥିଲେ ବର୍ତ୍ତମାନ ୫୭ ବର୍ଷ ବୟସରେ ପୂର୍ବ ଠାରୁ ଅଧିକ ସୁନ୍ଦରୀ ଦେଖା ଯାଉଛନ୍ତି ଏବଂ ହଟ୍ ନଜର ଆସୁଛନ୍ତି । ଆପଣ ତାଙ୍କ ଫୋଟକୁ ଦେଖି ତାହାର ଅନୁମାନ ଲଗାଇ ପାରିବେ । ଆଜି ଆମେ ଆପଣଙ୍କ ନିକଟକୁ ଆୟଶା ଶ୍ରୋଫଙ୍କ କିଛି ଫୋଟ ନେଇ ଆସିଛୁ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ତାଙ୍କୁ ପସନ୍ଦ କରିବାକୁ ଲାଗିବେ ।

Leave a Reply

Your email address will not be published. Required fields are marked *