ଘରେ ଲାଗିଥିବା ମୋନି ପ୍ଲାଣ୍ଟ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ, ଆପଣଙ୍କ ଘରକୁ ଚୁମ୍ବକ ଭଳି ଟାଣି ଆସିବ ଟଙ୍କା ।

ଘରେ ଲାଗିଥିବା ମୋନି ପ୍ଲାଣ୍ଟ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ, ଆପଣଙ୍କ ଘରକୁ ଚୁମ୍ବକ ଭଳି ଟାଣି ଆସିବ ଟଙ୍କା ।

ଆଜିକାଲିର ଘରକୁ ସୁନ୍ଦର କରିବା ପାଇଁ ପ୍ରାୟ ସମସ୍ତେ ଘରେ ମୋନି ପ୍ଲାଣ୍ଟ ଗଛ ଲଗାଇଥାନ୍ତି । ଆପଣଙ୍କ ମଧ୍ୟ ଶୁଣିଥିବେ ଯେ, ମୋନି ପ୍ଳାଣ୍ଟ ଗଛ ଲଗାଇବା ଦ୍ଵାରା ଟଙ୍କା ପଇସାର ଅଭାବ ଦୂର ହୋଇଥାଟ । ଆଜିକଲି ଦୁନିଆରେ ସମସ୍ତଙ୍କ ପାଇଁ ଟଙ୍କା ବହୁତ ଅତି ଜରୁରୀ ହୋଇଯାଇଛି । କାରଣ ଦୁନିଆର ସବୁ ଜିନିଷ ଟଙ୍କା ଥିଲେ ହିଁ ଆମେ ପାଇପାରିବା । ଏଥିପାଇଁ ପ୍ରତ୍ୟେକ ଲୋକ ଟଙ୍କା ହାସଲ କରିବା ପାଇଁ ପାଗଳ ଭଳି ଏପଟେ ସେପଟେ ଦୌଡ଼ନ୍ତି । ଘରକୁ ଟଙ୍କା କେମିତି ଆସିବ ଓ କେମିତି ଘରର ବାତାବରଣ ଖୁସିରେ ରହିବ; ଏ ବିଷୟରେ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଲେଖା ଯାଇଛି । ସେଥିରୁ ଗୋଟିଏ ଉପାୟ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ଉପାୟ ଆପଣାଇ ଆପଣ ଧନୀ ମଧ୍ୟ ହେଇପାରିବେ ।

Google

ସର୍ବପ୍ରଥମେ ଆମେ ଆପଣଙ୍କୁ ଗୋଟିଏ ଏଭଳି ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ଧନର ସୂଚକ ବୋଲି କୁହାଯାଏ । ଅର୍ଥାତ ବାସ୍ତୁଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି ଯେ, ଯେଉଁ ଘରେ ମୋନି ପ୍ଲାଣ୍ଟ ଘଛ ଥାଏ ମା’ଆ ଲଷ୍ମୀଙ୍କ କୃପା ସେମାନଙ୍କ ଉପରେ ସବୁବେଳେ ରହିଥାଏ । ବହୁତ ଲୋକମାନେ କହିଥାନ୍ତି, ଏହି ଗଛ ସେମାନଙ୍କ ଘରେ ଅନେକ ବର୍ଷରୁ ରହିଅଛି ତଥାପି ସେମାନେ ଆଜି ଯାଏଁ ଟଙ୍କାର ଅଭାବରେ ବଞ୍ଚୁଛନ୍ତି । ଏହି ଗଛ ଲଗାଇବାର ମଧ୍ୟ କିଛି ନିୟମ ରହିଛି ତାହାକୁ ପାଳନ କରିଲେ, ଆପଣଙ୍କୁ ଏହାର ପ୍ରଭାବ ନିଶ୍ଚୟ ଅନୁଭବ ହୋଇଥାଏ ।

ସର୍ବପ୍ରଥମେ ମୋନି ପ୍ଲାଣ୍ଟ ଗଛ ଲଗାଇବା ଆଗରୁ ତା’ର ଦିଗ ଓ ସ୍ଥାନ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ମୋନି ପ୍ଲାଣ୍ଟ ଗଛକୁ ଉତ୍ତର ଦିଗରେ ଲଗାଇବା ସର୍ବତ୍ତମ ଅଟେ । ଏହି ଗଛକୁ ଶୌଚାଳୟ ପାଖରେ କେବେ ବି ଭୁଲରେ ରଖନ୍ତୁ ନାହିଁ ।

Google

ଆମେ ଏବେ ଆପଣଙ୍କୁ ଗୋଟିଏ ଏଭଳି ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣ ପାଳନ କରିଲେ ଆପଣଙ୍କ ଟଙ୍କା ଦୁଇଗୁଣ ହେଇଯିବ । ଧ୍ୟାନରେ ପଢନ୍ତୁ ! ଆପଣଙ୍କ ଘରେ ଥିବା ମୋନି ପ୍ଲାଣ୍ଟ ଗଛରେ ନାଲି ରଙ୍ଗର ରିବନ୍ ଗଛ ମୂଳରେ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଏହା କରିବା ପରେ ଆପଣ ନିଜେ ହିଁ ଅନୁଭବ କରିପାରିବେ ଯେ, ଆପଣଙ୍କ ଘରକୁ ଟଙ୍କା ଆସୁଛି କି ନାହିଁ । ଏହା ସଙ୍ଗେ ସଙ୍ଗେ ଘରର ବାତାବରଣ ମଧ୍ୟ ଖୁସିରେ ଖେଳି ଉଠିବ ।

ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *