ଯେଉଁମାନେ ସକାଳୁ ଉଠି କରନ୍ତି ଏହି ୪ଟି କାମ, ସେହି ଲୋକଙ୍କ ଶରୀର ୨୮ ବର୍ଷ ବୟସରେ ହିଁ ହୋଇଯାଏ ଦୁର୍ବଳ !

ଆପଣ ସମସ୍ତଙ୍କୁ ଜଣାଥିବ ଯେ ଦୁର୍ବଳତା ଗୋଟିଏ ବହୁତ ବଡ଼ ସମସ୍ୟା ଅଟେ । ସମସ୍ତେ ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଚାହଁନ୍ତି । ଦୁର୍ବଳ ଲୋକମାନେ ସୁସ୍ଥ ବ୍ୟକ୍ତି ଭଳି କାର୍ଯ୍ୟ କରିପାରନ୍ତି ନାହିଁ । ଆଜିକାଲିର ଖାଦ୍ୟପେୟ ଫଳରେ ବ୍ୟକ୍ତି ବହୁତ ଶୀଘ୍ର ଦୁର୍ବଳ ହୋଇଯାନ୍ତି । ଏହି କାରଣରୁ ୮୦% ଲୋକ ୨୮ ବର୍ଷ ବୟସରେ ଦୁର୍ବଳ ହୋଇଯାନ୍ତି । ଆସନ୍ତୁ ଜାଣିବା ଏଥିରୁ ବଞ୍ଚିବାର ଉପାୟ ।

୧. ସକାଳୁ ଉଠି କୁଳି କରିବା :- ଆପଣ ସମସ୍ତେ ଦେଖିଥିବେ ଯେ ଅଧିକାଂଶ ଲୋକ ସକାଳୁ ଉଠି କୁଳି କରିବା ପରେ ପାଣି ପିଇବା ଉଚିତ ନୁହେଁ । କାରଣ ଯେତେବେଳେ ରାତିରେ ଆମେ ଶୋଉ ସେତେବେଳେ ଆମ ମୁହଁରେ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାଏ । ଯାହା ଆମର ପାଚନ ତନ୍ତ୍ର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏମିତିରେ ଯଦି ଆମେ କୁଳି କରିବା ତେବେ ସେ ବ୍ୟକ୍ତିର ମୁହଁରୁ ବହାରିଯାଏ । ଆପଣ ସମସ୍ତଙ୍କୁ ସକାଳୁ ଉଠି କୁଳି ନକରି ପିଇବା ଉଚିତ । ଏପରି କରିବା ଦ୍ୱାରା ବ୍ୟାକ୍ଟେରିଆ ଆପଣଙ୍କ ଶରୀରରୁ ଚାଲିଯିବ, ଓ ଯେଉଁଥିରୁ ଆପଣଙ୍କ ପାଚନ ତନ୍ତ୍ରକୁ ମଧ୍ୟ ଲାଭ ମିଳିବ। ଆଗକୁ ଧ୍ୟାନ ରଖନ୍ତୁ ଯେ ଆପଣ କୁଳି ନକରି ପାଣି ପିଅନ୍ତୁ ।

୨. ସକାଳୁ ଉଠି ତୁରନ୍ତ ଚା ପିଇବା :- ଆପଣ ସମସ୍ତଙ୍କୁ ଜଣାଥିବା ଦରକାର । ସକାଳୁ ଉଠି ଚା ପିଇବା ଫଳରେ ଆପଣଙ୍କ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏଥିରୁ ପାଚନ ତନ୍ତ୍ର ଅସନ୍ତୁଳିତ ହୋଇଯାଏ । ଆପଣଙ୍କୁ ଗେସ, କବଜ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଥିପାଇଁ ସକାଳୁ ଉଠିବା ମାତ୍ରେ ଚା ପିଅନ୍ତୁ ନାହିଁ ।

୩:-ସକାଳୁ ଉଠି ମୋବାଇଲ ଚଳାଇବା :- ଏହା ଆପଣଙ୍କ ଗୋଟିଏ ଖରାପ ଅଭ୍ୟାସ ଅଟେ । ଯଦି ଆପଣ ସକାଳୁ ଉଠି ମୋବାଇଲ ଚଳାନ୍ତି, ତେବେ ଆପଣଙ୍କ ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଆଖିର ଆଲୁଅ ଧିରେ ଧିରେ କମ ହେବାକୁ ଲାଗେ । ଓ ଆଗକୁ ଯାଇ ଚଷମା ଲଗାଇବାକୁ ପଡିପାରେ । ୯୦% ଲୋକ ଏପରି କରନ୍ତି ।

୪ :- ସକାଳୁ ଉଠିବା ମାତ୍ରେ ତୁରନ୍ତ ଗାଧୋଇବା :- ଏହା ଆପଣଙ୍କ ଶରୀର ପାଇଁ ଗୋଟିଏ ଖରାପ ଅଭ୍ୟାସ ଅଟେ । ଏହାକୁ ଆପଣ ଭଲ ବୋଲି ଭାବିବା ଭୁଲ କରନ୍ତୁ ନାହିଁ । କାରଣ ଏଥିରୁ ଆପଣଙ୍କ ଦେହର ତାପମାତ୍ରା ମଧ୍ୟ ଅସନ୍ତୁଳିତ ହେବାକୁ ଲାଗେ । ଯେତେବେଳେ ଆପଣ ସକାଳୁ ଉଠନ୍ତି ତେବେ ଆପଣଙ୍କ ଶରୀରର ତାପମାତ୍ରା ସନ୍ତୁଳିତ ରହେ । ଯଦି ଏପରି କରନ୍ତି ତେବେ ଆପଣଙ୍କ ଶରୀରରେ ରୋଗ ସୃଷ୍ଟି ହୋଇଥାଏ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ଏବଂ ନିଜ ବନ୍ଧୁ, ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*