କୁଣ୍ଡଳୀରେ କୌଣସି ପ୍ରକାରର ଦୋଷ ଥିଲେ ଦୂର କରିବ ଏହି ମନ୍ତ୍ର …

କୁଣ୍ଡଳୀରେ କୌଣସି ପ୍ରକାରର ଦୋଷ ଥିଲେ ଦୂର କରିବ ଏହି ମନ୍ତ୍ର …

କୁଣ୍ଡଳୀରେ କୌଣସି ପ୍ରକାରର ଦୋଷ ଥିଲେ ଦୂର କରିବ ଏହି ମନ୍ତ୍ର ।ବହୁତ ଶକ୍ତିଶାଳୀ ଅଟେ ଏହି ମନ୍ତ୍ର ।

କୁଣ୍ଡଳୀରେ କୌଣସି ପ୍ରକାରର ଦୋଷ ଥିଲେ ଯଦି ସଠିକ ମନ୍ତ୍ରର ଜପ କରାଯାଏ ତେବେ ଏହି ଦୋଷରୁ ମୁକ୍ତି ମିଳିଥାଏ । କୁଣ୍ଡଳୀରେ ପିତୃଦୋଷ ଗ୍ରହ ଅଶାନ୍ତ କିମ୍ବା ଅନ୍ୟ କୌଣସି ଦୋଷ ଥିଲେ ଜୀବନରେ ଖରାପ ପ୍ରଭାବ ପଡିଥାଏ । ଏହି କାରଣରୁ ଆବଶ୍ୟକ ହୋଇଥାଏ ଏହି ଦୋଷ ଗୁଡିକର ନିବାରଣ କରାଯାଇଥାଏ ଯାହାଫଳରେ ଏହି ଦୋଷ ଗୁଡିକର ଖରାପ ପ୍ରଭାବରୁ ବର୍ତ୍ତି ପାରିବା । ଯଦି ଆପଣ କୁଣ୍ଡଳୀରେ କୌଣସି ଦୋଷ ଅଛି ତେବେ ନିମ୍ନରେ କୁହାଯାଇଥିବା ମନ୍ତ୍ରର ଜପ କରିପାରିବେ ।

ବହୁତ ଶକ୍ତିଶାଳୀ ହୋଇଥାଏ ମନ୍ତ୍ର ଗୁଡିକ ଏହାର ଜପ କରିବା ଫଳରେ ଦୂର ହୋଇଥାଏ ପ୍ରତ୍ୟେକ ଦୋଷ ।

କୁଣ୍ଡଳୀରେ ପିତୃଦୋଷ ଥିଲେ ଆପଣ ଶ୍ରୀକୃଷ୍ଣ ମୁଖାମୃତ ଗୀତାର ପାଠ କରନ୍ତୁ । ଏହାକୁ ପାଠ କରିବା ଫଳରେ ପିତୃ ଦୋଷରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ଏହି ଦୋଷର ଖରାପ ପ୍ରଭାବ ପଡିନଥାଏ ।

ଯେଉଁ ବ୍ୟକ୍ତି ପ୍ରାୟତଃ ଭୟରେ ରୁହନ୍ତି ତେବେ ଶ୍ରୀକୃଷ୍ଣ ଚରିତ୍ରର କଥା କିମ୍ବା ଶ୍ରୀମଦଭାଗବତ ମହାପୁରାଣର ପାଠ କରନ୍ତୁ ଯାହାଫଳରେ ଭୟ ଦୂର ହୋଇଯାଇଥାଏ । ଆପଣ ଚାହିଁଲେ ଏହାକୁ ଆପଣ ମଧ୍ୟ ପାଠ କରିପାରିବେ କିମ୍ବା କୌଣସି ପିଡୀତଙ୍କ ପାଇଁ କରିପାରିବେ ।

ଗ୍ରହ ଅଶାନ୍ତ ଥିଲେ ଆପଣ ଯଜ୍ଞ କରନ୍ତୁ ଏବଂ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରି ଦେଶୀ ଘିଆର ୧୦୦୮ ଆହୁତି ଦିଅନ୍ତୁ । ଏହିପରି କରିବା ଫଳରେ ଆପଣଙ୍କ ଗ୍ରହ ଶାନ୍ତ ହୋଇଯିବ ଏବଂ ଆପଣଙ୍କୁ ପ୍ରତିଟି କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଏହା ବ୍ୟତୀତ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ପଢିବା ଫଳରେ ଗ୍ରହ ଶାନ୍ତ ହୋଇଯାଇଥାଏ ଏବଂ ମାନ୍ୟତା ରହିଛି ଏହି ମନ୍ତ୍ରକୁ ପାଠ କରିବା ଫଳରେ ପ୍ରତିଟି ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ।ଆପଣଙ୍କୁ ଯେଉଁ ଗ୍ରହ ଏବଂ ସେହି ଗ୍ରହ ସହ ଜଡିତ ବାର ଦିନ ଏହି ମନ୍ତ୍ରକୁ ୧୦୧ ଥର ଜପ କରିବା ଉଚିତ୍ ।

ପ୍ରାୟତଃ କୁଣ୍ଡଳୀରେ ଦୋଷ ଥିଲେ ମାନସିକ ଚିନ୍ତା ରହିଥାଏ ଏବଂ ମାନସିକ ଦୁଶ୍ଚିନ୍ତା ଯୋଗୁଁ ବ୍ୟକ୍ତି ଦୁଃଖିତ ରହିଥାଏ । ଯଦି ଆପଣଙ୍କୁ ମଧ୍ୟ ମାନସିକ ଚିନ୍ତା ରହିଥାଏ ତେବେ ଆପଣ ହରେ ରାମ ହରେ ରାମ ରାମ ରାମ ହରେ ହରେ /ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ମନ୍ତ୍ରର ଜପ କରନ୍ତୁ । ପ୍ରତିଦିନ ଏହି ମନ୍ତ୍ରର ଜପ କରିବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ଏହି ମନ୍ତ୍ର ଆପଣ ସନ୍ଧ୍ୟା ସମୟରେ ୧୬ ଥର ଜପ କରନ୍ତୁ ।

ଭଗବାନ ଶ୍ରୀକୃଷ୍ଣଙ୍କ ସହ ଅନେକ ଗୁଡିଏ ମନ୍ତ୍ର ଜଡିତ ଅଟେ ଏବଂ ଦ୍ୱାଦଶକ୍ଷର ମନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କ ମୂଳମନ୍ତ୍ର ଅଟେ । ଏହି ମନ୍ତ୍ର ବହୁତ ଶକ୍ତିଶାଳୀ ମନ୍ତ୍ର ଅଟେ ଏବଂ ଏହି ମନ୍ତ୍ରର ଜପ କରିବା ଫଳରେ ଜୀବନର ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କ କୌଣସି କାମ ସଫଳ ହୋଇନଥାଏ ତେବେ ଆପଣ ଏହି ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ହେଉଛି –

ନମଃ ଭଗବତେ ବାସୁଦେବାୟ । ବିନିଯୋଗ :ଅସ୍ତ ଶ୍ରୀଦ୍ୱାଦସାକ୍ଷର ଶ୍ରୀକୃଷ୍ଣମନ୍ତ୍ରସ୍ତ ନାରଦ ଋଷି ଗାୟତ୍ରୀଚନ୍ଦ ଶ୍ରୀକୃଷ୍ଣଦେବାୟ ବିଂଜ ନମଃ ଶକ୍ତି ସ୍ଵାର୍ଥସିଧେୟ ଜପେ ବିନିଯୋଗ ଧ୍ୟାନ ଚିନ୍ତାସମ ଯୁକ୍ତ ନିଯୋଦ ପରିରଵଧ କାନ୍ତାମାଲିଙ୍ଗିତ ସଜଲନେନ କରଣେ ପାତନ୍ୟ ରୁସ୍ୟାଦି ନ୍ୟାସ ପଞ୍ଚାଙ୍ଗ ନ୍ୟାସ ନାରଦାୟ ରୁଷଭେ ନମଃ । ନମଃ ଶିରସେ ସ୍ୱାହା । ଶ୍ରୀକୃଷ୍ଣ ଦେବତାୟ ନମଃ ହୃଦି ଭଗବତେ ଶିଖାୟା ବସତ । ବିଜାୟ ନମଃ ଗୁହେଁ । ବାସୁଦେବାୟ କବଚାୟ ହୁମ । ନମଃ ସକ୍ତୟେ ନମଃ ପାଦୟ । ନମଃ ଭଗବତେ ବାସୁଦେବାୟ ଅସ୍ତ୍ରଏ ଫଟ ।

ଏହି ମନ୍ତ୍ରର ଜପ ଆପଣ ଦିନରେ ଦୁଇଥର କରିପାରିବେ । ଥରେ ସକାଳେ ଏବଂ ଦ୍ଵିତୀୟ ଥର ସନ୍ଧ୍ୟାରେ । ଏହି ମନ୍ତ୍ରର ଜପ ଆପଣ ମନ୍ଦିରରେ ବସି କରନ୍ତୁ ଏବଂ ଏହି ମନ୍ତ୍ର ପଢିବା ସମୟରେ ଶ୍ରୀକୃଷ୍ଣଙ୍କ ମୂର୍ତି ସାମ୍ନାରେ ରଖିଦିଅନ୍ତୁ ।

Leave a Reply

Your email address will not be published. Required fields are marked *