ଅପରିଚିତୁଡୁ ଚଳଚିତ୍ରରେ ଲୋକପ୍ରିୟ ହୋଇଥିବା କଳାକାରଙ୍କ ଏମାନେ ହେଉଛନ୍ତି ଅସଲି ଜୀବନ ସାଥି ।

ଅପରିଚିତୁଡୁ ଚଳଚିତ୍ରରେ ଲୋକପ୍ରିୟ ହୋଇଥିବା କଳାକାରଙ୍କ ଏମାନେ ହେଉଛନ୍ତି ଅସଲି ଜୀବନ ସାଥି ।

ଆପଣମାନେ ନିଶ୍ଚୟ ରୂପେ ଅପରି ଚିତୁଡୁ ଚଳଚିତ୍ର ଦେଖିଥିବେ । ଏଥିରେ ବିକ୍ରମ୍ ଓ ପ୍ରକାଶ ରାଜଙ୍କ ଦମଦାର୍ ଅଭିନୟ ଯୋଗୁଁ ଚଳଚିତ୍ର ବହୁତ ହିଟ୍ ହୋଇଥିଲା । ଖାସ୍ କରି ବିକ୍ରମଙ୍କ ଦମଦାର୍ ଅଭିନୟ ଲୋକଙ୍କ ହୃଦୟକୁ ଜିତିଥିଲା । ଏହି ଚଳଚିତ୍ର ପରେ ବିକ୍ରମଙ୍କୁ ଏକ ନୂଆଁ ପରିଚୟ ମିଳିଥିଲା । ଏହି ଚଳଚିତ୍ରରେ ଅଭିନୟ କରିଥିବା କଳାକାରଙ୍କ ଅସଲି ଜୀବନ ସାଥିଙ୍କ ବିଷୟରେ ଜାଣିବା ।

୧) ପ୍ରକାଶ ରାଜ୍ –

google

ପ୍ରକାଶ ରାଜ୍ ଏହି ଚଳଚିତ୍ରରେ ନକରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ । ଯାହାକି ଲୋକଙ୍କୁ ବହୁତ ପସନ୍ଦ ଲାଗିଥିଲା । ସେ ଏହି ଚରିତ୍ରରେ ଅଭିନୟ କରିବା ପରେ ସେ ଏକ ନୂଆଁ ପରିଚୟ ପାଇଥିଲେ । ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁଗଲେ, ତାଙ୍କ ନାମ ହେଉଛି ପୋନି ବର୍ମା । ସେ ୨୦୧୦ରେ ବିବାହ ହୋଇଥିଲେ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । ପୋନି ବର୍ମା ବଲିଉଡ଼ ଗୀତ ଗୁଡ଼ିକୁ କୋରିଓଗ୍ରାଫ କରନ୍ତି । ସେ ପୋନି ବର୍ମାଙ୍କ ସହ ବିବାହ କରିବା ପୂର୍ବରୁ, ସେ ତାମିଲନାଡୁର ଅଭିନେତ୍ରୀ ଲଳିତା କୁମାରୀ ସହ ବିବାହ କରିଥିଲେ । କିନ୍ତୁ ଅଳ୍ପ ବର୍ଷପରେ ଦୁହେଁ ଅଲଗା ହୋଇଗଲେ ।

୨) ୟାନା ଗୁପ୍ତା –

google

ଚଳଚିତ୍ରରେ ସପୋରଟିଙ୍ଗ ଚରିତ୍ରରେ ଅଭିନୟ କରିଥିବା ୟାନା ଗୁପ୍ତା ନଜରରେ ଆସିଥିଲେ । ଯିଏକି ଚଳଚିତ୍ରରେ ଦମଦାର ଅଭିନୟ କରିଥିଲେ । ଏହି ଚଳଚିତ୍ରରେ ଅଭିନୟ କରି ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ । ତାଙ୍କ ସ୍ୱାମୀଙ୍କ ବିଷୟରେ କହିବାକୁଗଲେ ତାଙ୍କ ନାମ ହେଉଛି, ସାତ୍ୱକମ୍ ଗୁପ୍ତା । ସେମାନଙ୍କ ବିବାହ ୨୦୦୧ରେ ହୋଇଥିଲା କିନ୍ତୁ ୪ ବର୍ଷପରେ ତାଙ୍କ ବୈବାହିକ ଜୀବନ ଭାଙ୍ଗି ଯାଇଥିଲା ଓ ବର୍ତ୍ତମାନ ସେହି ଦୁହେଁ ନିଜ କ୍ୟାରିଅରକୁ ସେଟ୍ କରିବାରେ ବ୍ୟସ୍ତରେ ଅଛନ୍ତି ।

୩) ବିବେକ୍ –

google

ଏହି ଚଳଚିତ୍ରରେ ବିକ୍ରମଙ୍କ ଘନିଷ୍ଠ ମିତ୍ର ରୂପେ ଅଭିନୟ କରିଥିଲେ । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପ୍ରଶଂସା କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ହେଉଛି, ଅରୁଣ ସେହଲଗି ଦେବୀ । ସେମାନଙ୍କ ଅନେକ ସମୟ ପୂର୍ବରୁ ବିବାହ ହୋଇଯାଇଥିଲା । ସେହି ଦୁହେଁ ବର୍ତ୍ତମାନ ମଧ୍ୟ ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ରହୁଛନ୍ତି ।

୪) ଶଧା –

google

ଏହି ଚଳଚିତ୍ରରେ ମୁଖ୍ୟ ଅଭିନେତ୍ରୀର ଚରିତ୍ରରେ ଅଭିନୟ କରିଥିଲେ ଶଧା । ଏହି ଚଳଚିତ୍ରରେ ବିକ୍ରମଙ୍କ ପ୍ରେମିକା ରୂପେ ଅଭିନୟ କରିଥିଲେ । ସେ ଏହି ଚରିତ୍ରରେ ବହୁତ ସୁନ୍ଦର ରୂପେ ଅଭିନୟ କରିଥିଲେ । ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ସେ ବର୍ତ୍ତମାନ ଶିଂଗଲ ରହୁଛନ୍ତି ।

୫) ବିକ୍ରମ୍ –

google

ଚଳଚିତ୍ରରେ ମୁଖ୍ୟ ଅଭିନେତା ରୂପେ ନଜରରେ ଆସିଥିଲେ । ରାମନୁଜା ଚରିତ୍ରରେ ଦମଦାର ଅଭିନୟ କରିଥିଲେ । ସେ ଗୋଟିଏ ଚଳଚିତ୍ରରେ ୩ ପ୍ରକାରର ଚରିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିଲେ । ସେ ଏହି ଚଳଚିତ୍ର ପରେ ନିଜର ଏକ ନୂଆଁ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସାଲାଜା ଵାଲା କ୍ରିଷ୍ଣାନ୍ । ସେ ୧୯୯୨ରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଓ ସେ ନିଜ ଛୋଟ ପରିବାର ସହିତ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *