ଏହି ହେଉଛନ୍ତି ଦେଶର ସବୁଠାରୁ ସୁନ୍ଦରୀ ସାଂସଦ । ଅନେକ ତେଲୁଗୁ ଫିଲ୍ମରେ କାମ କରି ସାରିଛନ୍ତି ଏବଂ ପତି ଅଛନ୍ତି ବିଧାୟକ !

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଦେଶର ସବୁଠାରୁ ସୁନ୍ଦରୀ ସାଂସଦ ଏବଂ ତେଲୁଗୁ ଫିଲ୍ମରେ କାମ କରୁଥିବା ଅଭିନେତ୍ରୀ ବିଷୟରେ ଜଣାଇବାକୁ ଯାଉଛୁ । ହଁ ବନ୍ଧୁଗଣ ଆଜି ଆମେ କଥା ହେବାକୁ ଯାଉଛୁ ନବନିତ୍ କୌରଙ୍କ ବିଷୟରେ ।

ନବନିତ୍ କୌରଙ୍କ ଜନ୍ମ ୩ ଜାନୁଆରୀ ୧୯୮୬ ମସିହାରେ ମୁମ୍ବାଇରେ ହୋଇଥିଲା । ୧୨ ପାସ୍ କରିବା ପରେ ନବନିତ୍ କୌର ପାଠ ଛାଡି ଦେଇଥିଲେ ଏବଂ ମଡେଲ୍ ରୂପରେ କାମ କରିବା ଆରମ୍ଭ କରିଦେଲେ ।

ସେହି ସମୟରେ ସେ ୬ଟି ମ୍ୟୁଜିକ୍ ଆଲବମରେ କାମ କରିଥିଲେ ନବନିତ୍ କୌର କାନାଡ଼ା ଫିଲ୍ମ ଦର୍ଶନଠାରୁ ନିଜର କ୍ୟାରିୟରର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ତେଲୁଗୁ ଫିଲ୍ମରେ କାମ କରିଥିଲେ ।

ମହାରାଷ୍ଟ୍ରର ଅମରାବତୀ ସିଟରୁ ନବନିତ୍ କୌର ଦେଶର ସବୁଠାରୁ ସୁନ୍ଦରୀ ସାଂସଦ ଅଟନ୍ତି । ଜଣାଇ ଦେଉଛୁ ନବନିତ୍ କୌରଙ୍କ ପତି ରବି ରାଣା ମହାରାଷ୍ଟ୍ରର ବିଧାୟକ ଅଟନ୍ତି । ନବନିତ୍ କୌର ଏବଂ ପତି ରବି ରାଣାଙ୍କ ବାହାଘରରରେ ଯୋଗ ଗୁରୁ ବାବା ରାମଦେବ, ଅନେକ ରାଜନୀତିଜ୍ଞ ପାର୍ଟିମାନେ ଏବଂ ଫିଲ୍ମଷ୍ଟାରମାନେ ମଧ୍ୟ ଯୋଗ ଦେଇଥିଲେ ।

ବନ୍ଧୁଗଣ ଆପଣଙ୍କୁ ନବନିତ୍ କୌରଙ୍କ କେଉଁ ଫୋଟୋ ସବୁଠାରୁ ଭଲ ଲାଗିଲା ଆମକୁ କମେଣ୍ଟ ବୋକ୍ସରେ ଅବଶ୍ୟ ଜଣାନ୍ତୁ ।

Be the first to comment

Leave a Reply

Your email address will not be published.


*