ଭାରତୀୟ ଦଳର ପୂର୍ବ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ।

ଭାରତୀୟ ଦଳର ପୂର୍ବ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ।

ବନ୍ଧୁଗଣ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ ଅର୍ଥାତ ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ କିଏ ବା ନ ଜାଣେ ସେ ବର୍ତମାନ ସୁଦ୍ଧା ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରି ସଂମାନିତ ହୋଇ ହୋଇଛନ୍ତି । ସେ ବର୍ତମାନ ବୋର୍ଡ଼ ଅଫ ଇଣ୍ଡିଆର ଅଧକ୍ଷ ଅଟନ୍ତି । ସେ ରେ ବେଙ୍ଗଲ ର କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ ସେ ତାଙ୍କ ଗ୍ରାଜୁଏସନ ବିଦେଶରେ ଶେଷ କରିଥିଲେ ଓ ପରବର୍ତୀ ସମୟରେ ସେ ୧୯୭୨ରେ କ୍ରିକେଟ୍ ଆଡକୁ ଟାଣି ହୋଇ ଆସିଲେ । ସେ ପ୍ରଥମେ ରଣଜୀ ଟ୍ରଫି, ଦଳିପ ଟ୍ରଫି, ଓ ନିଜ ଦଳ ବେଙ୍ଗଲ ପାଇଁ ଖେଳି ଭଲ ପ୍ରଦର୍ଶନ କଲେ ଓ ପରବର୍ତୀ ସମୟରେ ତାଙ୍କୁ ରାଷ୍ଟ୍ରୀୟ ଦଳରେ ଖେଳିବା ପାଇଁ ଚୟନ କରାଗଲା ।

google
google

ସେ ତାଙ୍କର ଡେବ୍ୟୁ ମ୍ୟାଚରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚ ରେ ୧୩୨ ରନର ପାଳି ଖେଳି ଟିମରେ ନିଜ ସ୍ଥାନକୁ ସୁଦୃଢ କରିଥିଲେ ।ଓ ପରବର୍ତୀ ସମୟରେ ସେ ଶ୍ରୀଲଙ୍କା, ପାକିସ୍ତାନ, ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ ବଳରେ ଟିମରେ ତାଙ୍କୁ ଅଧିନାୟକ ଭୂମିକା ତୁଲାଇବାକୁ ପଡିଲା । ସେ ୧୯୯୮ ମସିହାରେ ରାହୁଲଙ୍କ ସହ ଏକ ଭାଗୀଦାରୀ ପ୍ରଥମ ୱିକେଟ୍ ପରେ ୩୧୮ ରନ୍ କରିଥିଲେ, ଯାହାକି ଆଜି ମଧ୍ୟ ରେକର୍ଡ ହୋଇ ରହିଛି ।

google
google

ଇଂଲଣ୍ଡରେ ଏକ ମ୍ୟାଚ୍ ସିରିଜ୍ ଜିତିବା ପରେ ସେ ନିଜର ଗଂଜି ଖୋଲି ଉତ୍ସାହିତ କରିବା ଘଟଣା ବହୁତ ଚର୍ଚାର ବିଷୟ ପାଲଟି ଥିଲା । ତାଙ୍କ ନେତୃତ୍ୱରେ ୨୦୦୩ରେ ଭାରତ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ଫଳରେ ତାଙ୍କର ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା ।ଏଥିପାଇଁ ତାଙ୍କୁ ଟିମରୁ ବାଦ୍ ଦେବାକୁ ପଡିଲା ପରବର୍ତୀ ସମୟରେ ସେ ୨୦୦୬ରେ ପୁଣି ଆସି ଖେଳିଥିଲେ ତାପରେ ସେ ଅବସର ନେଇଯାଇଥିଲେ ।

google
google
google

ହେଲେ ଆଜି ଆମେ ତାଙ୍କ ଝିଅଙ୍କ ବିଷୟରେ ଆଲୋଚନା କରିବା ତାଙ୍କ ଝିଅର ନାଁ ହେଉଛି ସନା ଗାଙ୍ଗୁଲି ତାଙ୍କ ଜନ୍ମ ୩ ନଭେମ୍ବର ୨୦୦୧ରେ କୋଲକାତାରେ ହୋଇଥିଲା । ବର୍ତମାନ ତାଙ୍କ ବୟସ ମାତ୍ର ୧୮ ବର୍ଷ ସେ କୋଲକାତାର ଏକ କଲେଜରେ ପଢୁଛନ୍ତି । ଓ ସେ ନିଜ ପଢ଼ା ଉପରେ ବର୍ତମାନ ଲକ୍ଷ ରଖୁଛନ୍ତି । ସେ ତାଙ୍କ ମାଙ୍କ ଭଳି ନୃତ୍ୟରେ ତାଙ୍କର ଆଗ୍ରହ ରହିଥିବା ବେଳେ ସେ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *