ବାଲବିର୍ ଧାରାବାହିକର ଅନୁଷ୍କା ସେନଙ୍କ ମାଁ ଦେଖାଯାଆନ୍ତି ଖୁବ୍ ସୁନ୍ଦର !

ଟିଭି ଧାରାବାହିକ ବାଲବିର୍ ଠାରୁ ଲୋକପ୍ରିୟ ହୋଇଥିବା ଅନୁଷ୍କା ସେନ୍ କମ୍ ବୟସରେ ଲୋକଙ୍କ ପସନ୍ଦିତା ବାଳ କଳାକାର ହୋଇଯାଇଛନ୍ତି । ଅନୁଷ୍କା ସେନଙ୍କ ଜନ୍ମ ୪ ଅଗଷ୍ଟ ୨୦୦୨ରେ ଝାଡ଼ଖଣ୍ଡରେ ଏକ ହିନ୍ଦୁ ପରିବାରରେ ହୋଇଥିଲା । ଅନୁଷ୍କା ସେନ୍ ଏକ ଭାରତୀୟ ମୋଡ଼େଲ ଓ ଟିକ୍ ଟକ୍ ଷ୍ଟାର ଅଟନ୍ତି । ଅନୁଷ୍କାଙ୍କ ନିକ୍ ନେମ୍ ଅନ୍ନୁ ଅଟେ । ଅନୁଷ୍କା ସେନ୍ ପ୍ରଥମଥର କରି ୨୦୧୧ରେ ଟିଭି ଧାରାବାହିକ ବାଲବିର୍ ଠାରୁ ମେହେର୍ ଚରିତ୍ରର ଅଭିନୟ କରିଥିଲେ । ଯାହାକୁ କି, ବହୁତ ଲୋକଙ୍କୁ ପସନ୍ଦ ଆସିଥିଲା । ବହୁତ କମ୍ ବୟସରେ ହିଁ ସେ ବହୁତ ନାମ ଅର୍ଜନ କରିଥିଲେ । ଏହାପରେ ସେ ଦେବଙ୍କ ଦେବ ମହାଦେବଙ୍କ ଧାରାବାହିକରେ ମାତା ପାର୍ବତୀଙ୍କ ଛୋଟ ପିଲା ସମୟର ଚରିତ୍ରରେ ଅଭିନୟ କରିଥିଲେ ।

ଏହି ସବୁ ଧାରାବାହିକ ଛଡ଼ା ସେ ଅନ୍ୟ ଧାରାବାହିକ ଗୁଡ଼ିକରେ ମଧ୍ୟ ଅଭିନୟ କରିଥିଲେ । ଯେପରିକି, ୟାହାଁ ମେ ଘାର୍ ଘାର୍ ଖେଳି, କିତନେ ଦୁର୍ କିତନେ ପାସ୍ ଭଳି ସୁପର୍ ହିଟ୍ ଧାରାବାହିକ ରେ ଅଭିନୟ କରିଥିଲେ ଓ ସେ କ୍ରାଇମ୍ ପେଟ୍ରୋଲରେ ମଧ୍ୟ କାମ କରିସାରିଛନ୍ତି । ଅନୁଷ୍କା ସେନ୍ ୨୦୧୭ ରେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ । ଯେଉଁଥିରେ କି ସେ ବିୟୁଟି ଟିପ୍ସ ଦିଅନ୍ତି ଏହାଛଡ଼ା ସେ ଅନେକ ମ୍ୟୁଜିକ୍ ଭିଡ଼ିଓରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି ।

ତାଙ୍କ ସୁନ୍ଦର ରୂପ, ଷ୍ଟାଇଲିସ୍ ଓ ହୋଟ୍ ନେସ୍ ଯୋଗୁଁ ଅଧିକାଂଶ ଲୋକ ତାଙ୍କ ଦିୱାନା ହୋଇଯାଇଥାନ୍ତି । ଅନୁଷ୍କା ସେନ୍ ସୋସିଆଲ ମିଡ଼ିଆ ରେ ବହୁତ ଏକ୍ଟିବ୍ ରେ ରୁହନ୍ତି । ତାଙ୍କ ପରିବାର ବିଷୟରେ କହିବାକୁଗଲେ ତାଙ୍କ ବାପାଙ୍କ ନାମ ହେଉଛି ଅନିର୍ବାନ୍ ସେନ୍ ଓ ମାତାଙ୍କ ନାମ ରାଜରୁପା ସେନ୍ ଅଟେ । ଯିଏକି ବହୁତ ସୁନ୍ଦର ଦେଖାଯାଆନ୍ତି । ବର୍ତ୍ତମାନ ସମୟରେ ସେ ରିଆନ୍ ଇଣ୍ଟରନାସ୍ନାଲ୍ ସ୍କୁଲରେ ପାଠପଢା କରୁଛନ୍ତି । ସେ ବହୁତ ଶୀଘ୍ର ବୋଲିଉଡ଼ ଚଳଚିତ୍ରରେ ଡ଼େବ୍ୟୁ କରିପାରନ୍ତି । ଅନୁଷ୍କା ସେନ୍ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ତାହା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Be the first to comment

Leave a Reply

Your email address will not be published.


*