ଭାରତୀୟ କ୍ରିକେଟ୍ ଟିମର ଏହି ଖେଳାଳି ରଖନ୍ତି ମଦ-ସିଗାରେଟର ସଉକ୍ !  ନାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାରତୀୟ କ୍ରିକେଟ୍ ଟିମର ଏହି ଖେଳାଳି ରଖନ୍ତି ମଦ-ସିଗାରେଟର ସଉକ୍ ! ନାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେକୌଣସି ଖେଳ ସହିତ ଜଡ଼ିତ କୌଣସି ମଧ୍ୟ ଖେଳାଳି ନିଜର ଫିଟନେସ୍ ଏବଂ ସ୍ୱାସ୍ଥ୍ୟକୁ ନେଇ ଖୁବ୍ ସତର୍କ ରହିଥାନ୍ତି । ଯଦି ଆଜିର କ୍ରେକେଟ୍ ଖେଳାଳି ମାନଙ୍କ ବିଷୟରେ କହିବା ତେବେ ସେମାନଙ୍କ ପାଇଁ ଫିଟ୍ ରହିବା ବହୁତ ଜରୁରୀ ଅଟେ । ଯେପରି କ୍ୟାପ୍ଟେନ ବିରାଟ କୋହଲି ନିଜେ ବହୁତ ଫିଟ୍ ଏବଂ ସୁସ୍ଥ ଦେଖା ଯିବାକୁ ଚାହାନ୍ତି ।

ଯଦି ଆପଣ ଟିକେ ନିରୀଖି ଦେଖିବେ ତେବେ ଜାଣି ପାରିବେ ଯେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମ ପାରଙ୍ଗମ ଖେଳାଳି ମାନଙ୍କ ସହିତ ଫିଟ୍ ଖେଳାଳି ମାନଙ୍କ ଦ୍ୱାରା ମଧ୍ୟ ଭରି ରହିଛି । ଆଜି କାଲି ଫିଟନେସର ସ୍ତର ଏତେ ବଢିଯାଇଛି ଯେ କୌଣସି ମଧ୍ୟ ପ୍ରବନ୍ଧ କ୍ରେକେଟ୍ ଖେଳାଳି ମାନଙ୍କୁ ମଦ୍ୟପାନ କିମ୍ବା ଧୂମ୍ରପାନ କାରିବାକୁ ଅନୁମତି ଦେବ ନାହିଁ ।

google

ଏହି ପରିସ୍ଥିତିକୁ ଅଧିକ କଠିନ ଏବଂ ଚ୍ୟାଲେନଜିଂ କରିବା ପାଇଁ, ବିସିସିଆଇ ୟୋ – ୟୋ ଟେଷ୍ଟକୁ ମଧ୍ୟ ଟିମରେ ଶାମିଲ କରିବାକୁ ନିୟମ ଆକାରରେ ଗ୍ରହଣ କରିନେଇଛି । ଜଣେ ଖେଳାଳି କେବଳ ସେହି ସ୍ଥିତିରେ ହିଁ ଟିମରେ ଭାଗିଦାର ରହିପାରିବେ ଯଦି ସେ ୟୋ – ୟୋ ଟେଷ୍ଟରେ ଲଗାଯାଇଥିବା କଷ୍ଟକର ପରିସ୍ଥିତି ଏବଂ ସମସ୍ତ ପ୍ରକାର ଭୌତିକ ଆଵଶ୍ୟକତାକୁ ପାର କରିପାରିବେ ।

google

ପ୍ରତ୍ୟେକ କ୍ୟାଲୋରୀର ଗଣନା ପ୍ରଥମେ କରାଯାଏ । ଅନ୍ୟ ପଟେ ମଦ୍ୟ ପାନ କରିବା, ସହନ ଶକ୍ତି ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବିରାଟ କୋହଲିଙ୍କ ନେତୃତ୍ବରେରେ ଥିବା ପକ୍ଷଙ୍କୁ ନଜରରେ ରଖି ଯେଉଁମାନେ ଫିଟନେସ୍ ପାଇଁ ନୂଆଁ ନିୟମ ସ୍ଥିର କରିଛନ୍ତି । ତେବେ ଏହା କୁହାଯାଇ ପାରେ କି ଭାରତୀୟ କ୍ରେକେଟ ଟିମରେ ମଦ୍ୟପାନ କରୁନଥିବା କ୍ରିକେଟ୍ ଖେଳାଳି ଏବଂ ଧୂମ୍ରପାନ ନକରୁଥିବା କ୍ରିକେଟ୍ ଖେଳାଳି ମଧ୍ୟ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ପରି କେତେକ କ୍ରିକେଟର ମାନଙ୍କ ବିଷୟରେ କହିବୁ ଯେଉଁମାନେ ମଦ ଏବଂ ସିଗାରେଟ ଅଧିକ ସେବନ କରନ୍ତି ।

ଯୁବରାଜ ସିଂହ :-

google

ସିକ୍ସର କିଙ୍ଗ ଯୁବରାଜ ସିଂହ ଭାରତୀୟ କ୍ରିକେଟ ଟିମରେ ତାଙ୍କର ଯୋଗଦାନକୁ ସବୁବେଳେ ସ୍ମରଣ କରାଯିବ । ୨୦୧୧ରେ ଏକଦିବାସୀୟ ବିଶ୍ଵ କପକୁ କିଏ ବା ଭୁଲି ପାରିବ । ଯୁବରାଜ ଏକୁଟିଆ ନିଜ ବଳରେ ସମଗ୍ର ଦେଶବାସୀଙ୍କୁ ଖୁସିରେ ନାଚିବାର ସୁଯୋଗ ଦେଇଥିଲେ ।

ବଲିଉଡ଼ ଲାଇଫ ସହିତ ଏକ ଇଣ୍ଟରଭ୍ୟୁରେ ଯୁବରାଜ ସିଂହଙ୍କ ଭାଉଜ ଆକାଂକ୍ଷା ଶର୍ମା କହିଛନ୍ତି ଯେ ଏହି ସୁପରଷ୍ଟାର କ୍ରିକେଟର ଜଣେ ନିଶାସେବକ ଅଟନ୍ତି । ଏହି କଳ୍ପନାକୁ ଯୁବରାଜ ସିଂହଙ୍କ ବାପା ମିଥ୍ୟା ବୋଲି କହିଥିଲେ । କିନ୍ତୁ ଥରେ ତାଙ୍କୁ ଛୁଟି ସମୟରେ ଏଲକୋହୋଲ ପିଉଥିବାର ଦେଖା ଯାଇଥିଲା । ତାଙ୍କୁ ଅନେକ ପାର୍ଟି ଏବଂ କ୍ଳବରେ ଡ୍ରିଂକ୍ସ କରୁଥିବାର ମଧ୍ୟ ଦେଖାଯାଇଛି ।

ଯୁବରାଜ ସିଂହଙ୍କର ଇଂଲଡ଼ ବିପକ୍ଷରେ ୬ଟି ଛକାର ରେକର୍ଡ଼ ବର୍ତ୍ତମାନ ସୁଦ୍ଧା ସେହିଭଳି ରହିଛି । ବର୍ତ୍ତମାନ ଏହା ଦେଖିବାକୁ ହେବ ଯେ ଭବିଷ୍ୟତରେ କେବେ ଏବଂ କେଉଁ ଖେଳାଳୀ ଏହି ରେକର୍ଡ଼କୁ ଭାଙ୍ଗିବାକୁ ସକ୍ଷମ ହେବେ ।

Leave a Reply

Your email address will not be published. Required fields are marked *