କଳ୍ପନା ଚାବଲାଙ୍କ ପରେ ବର୍ତ୍ତମାନ ଅନ୍ତରୀକ୍ଷକୁ ଯିବେ ଭାରତର ଏହି ମହିଳା ମହାକାଶଚାରୀ …

କଳ୍ପନା ଚାବଲାଙ୍କ ପରେ ବର୍ତ୍ତମାନ ଅନ୍ତରୀକ୍ଷକୁ ଯିବେ ଭାରତର ଏହି ମହିଳା ମହାକାଶଚାରୀ …

କଳ୍ପନା ଚାବଲାଙ୍କ ପରେ ବର୍ତ୍ତମାନ ଅନ୍ତରୀକ୍ଷକୁ ଯିବେ ଭାରତର ଏହି ମହିଳା ମହାକାଶଚାରୀ …

ଭାରତରେ ଏହିପରି ମହିଳା ମାନେ ଅଛନ୍ତି ଯେଉଁମାନେ ଭାରତର ସଫଳତାର ପତାକା ଉଡେଇଛନ୍ତି । ସର୍ବ ପ୍ରଥମେ ଅନ୍ତରୀକ୍ଷକୁ ଯାଇଥିବା ପ୍ରଥମ ଭାରତୀୟ ମହିଳାଙ୍କ ନାମ ସମସ୍ତେ ଜାଣିଛନ୍ତି । ହରିଆଣାର କରନାଲରୁ କଳ୍ପନା ଚାବଲାଙ୍କ ପରେ ଅନ୍ୟ ଜଣେ ଝିଅ ସଫଳତାର ଉଦାହରଣ ଆଣିଛନ୍ତି । ଭାରତୀୟ ଅନୁସନ୍ଧାନ ସଂଗଠନ ଇନ୍ଦ୍ରୀ ନିବାସୀ ସୁରଭିଙ୍କ ସିଲେକ୍ସନ ହୋଇଛି । ସୁରଭିଙ୍କ ଏହି ସଫଳତା ପାଇଁ ଲୋକ ଅଧିକ ଖୁସି ଅଛନ୍ତି ଏବଂ ଗର୍ବ ମନେ କରୁଛନ୍ତି । ଇସରୋରେ ଚୟନ ହେଲା ପରେ ଲୋକ ତାଙ୍କ ଘରକୁ ଯାଇ ଫୁଲମାଳ ପକାଇ ବୁକେ ଦେଇ ଅଭିନନ୍ଦନ ଜଣାଇଥିଲେ ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ ସୁରଭି ବାଇଏସ ପିୟୁନିଭର୍ସିଟୀରୁ ଇଲେକ୍ଟ୍ରୋନିକ୍ସ କମ୍ୟୁନିକେସନ ଲରେ ବିଟେକ ଶେଷ କରିଛନ୍ତି । ଏହା ପରେ ସେ ଗେଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ପୁଣି କିଛି ସମୟ ପରେ ସେ ବିଏସଏନଏଲରେ ଜେଈ ପଦରେ ଚୟନ ହୋଇଥିଲେ କିନ୍ତୁ ସେ କିଛି ବଡ଼ କରିବା ପାଇଁ ନିଜର ଲକ୍ଷ୍ୟ ପୁରଣ କରିବା ପାଇଁ ଅଗ୍ରସର ହୋଇଥିଲେ । ସୁରଭି କହିଛନ୍ତି ଯେତେବେଳେ ସେ ଇସରୋରେ ସେଟେଲାଇଟ ଲଞ୍ଚ କରିଥିଲେ ତେବେ ସେ ଇସରୋରେ କାର୍ଯ କରିବାର ସ୍ବପ୍ନ ଦେଖିଥିଲେ । ଇସରୋର ପ୍ରତିଯୋଗିତା ପରୀକ୍ଷାରେ ଅଷ୍ଟମ ସ୍ଥାନ ରଖି ସେ ସଫଳ ହେଲେ ତାହାପରେ ତାଙ୍କ ଚୟନ ଇସରୋ ରେ ସାଇଣ୍ଟିଷ୍ଟ ପଦରେ ହୋଇଥିଲା ।

ସୁରଭିର ମାତାପିତା ସହ ସବୁ ଭାରତବାସୀଙ୍କ ନିମନ୍ତେ ଏହା ଗର୍ବର କଥା । ସୁରଭି ସଫଳତାର ଶ୍ରେୟ ମାତା- ପିତାଙ୍କୁ ଦେଇଛନ୍ତି ପରିବାର ସୁରଭିଙ୍କୁ ଭରପୁର ସମୟ ଦେଇଥିଲେ ଯୁବବର୍ଗ ପାଇଁ ସୁରଭି ସନ୍ଦେଶ ଦେଇଛନ୍ତି କି ନିରନ୍ତର ପ୍ରୟାସ ଏବଂ ପରିଶ୍ରମରୁ ସବୁ ଲକ୍ଷ୍ୟ ପ୍ରାପ୍ତି ହେଇଥାଏ । ପିତା ବଳଦେବ ରାଜ ଏବଂ ମାତା ବିନୂ ନିଜର ଝିଅର ଏହି ସଫଳତାରେ ଗର୍ବ ବ୍ୟକ୍ତ କରି କହିଲେ କି ଆମର ଝିଅର ଏହି ଉପଲବ୍ଧି ପାଇଁ ଆମେ ସବୁ ମାନେ କରୁଛୁ ।

Leave a Reply

Your email address will not be published. Required fields are marked *