୯୦ ଦଶକର ଏହି ଭୟଙ୍କର ଖଳନାୟକଙ୍କର ଅବସ୍ଥା ଆଜି ସମ୍ପୂର୍ଣ୍ଣ ଭାବରେ ହୋଇଯାଇଛି ଶୋଚନୀୟ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ !

୯୦ ଦଶକର ଏହି ଭୟଙ୍କର ଖଳନାୟକଙ୍କର ଅବସ୍ଥା ଆଜି ସମ୍ପୂର୍ଣ୍ଣ ଭାବରେ ହୋଇଯାଇଛି ଶୋଚନୀୟ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ !

ପ୍ରତେକ ବ୍ୟକ୍ତିର ଏକ ସମୟ ରହିଥାଏ ଓ ସେ ସେହି ସମୟରେ ନିଜ କାମରେ ମହାରଥୀ ହାସଲ କରିଥାଏ । ପରେ ସେ ଯେଉଁ କ୍ଷେତ୍ରର ହୋଇଥାଉ ନା କାହିଁକି ତା’କୁ ଯେଉଁ କାମ ଆସିଥାଏ ସେ ସେହି କାମକୁ ବହୁତ ସଚୋଟତାର ସହିତ କରିଥାଏ । ଆଜି ଆମେ ଫିଲ୍ମ ଦୁନିଆର କଥା କହିବା ଯେପରିକି ଶାହରୁଖ ଖାନ୍ ଓ ସଲମାନ ଖାନଙ୍କର ଚାହିଦା କିଛି କମିବାରେ ଲାଗିଛି ସେହିପରି ଅନ୍ୟ ତାରକା ମାନେ ଏହି ସମୟରେ ରାଜ୍ କରୁଛନ୍ତି । ଆଜି ଆମେ ଆଲୋଚନା କରିବା ଫିଲ୍ମ ଦୁନିଆର କିଛି ଖଳନାୟକଙ୍କର ଭୂମିକା ଉପରେ ଯିଏକି ଆଜି ବହୁତ ଶୋଚନୀୟ ହୋଇଯାଇଛନ୍ତି । ୯୦ ଦଶକର ଏହି ଖଳନାୟକଙ୍କର ଆଜି ହୋଇଯାଇଛି ଏହିପରି ଅବସ୍ଥା !

୯୦ ଦଶକର ଭୟଙ୍କର ଖଳନାୟକଙ୍କର ହୋଇଯାଇଛି ଏହିପରି ଅବସ୍ଥା :-

୮୦ ରୁ ୯୦ ଦଶକରେ ଫିଲ୍ମରେ ଏକ ଦମଦାର ହିରୋ ଓ ହିରୋଇନର ଯେତିକି ଆବଶ୍ୟକ ପଡୁଥିଲା ସେତିକି ଏକ ଭୟଙ୍କର ଖଳନାୟକର ଭୂମିକା ମଧ୍ୟ ଆବଶ୍ୟକ ହେଉଥିଲା । ଏହି ସମୟରେ ଖଳନାୟକ ଭୂମିକାକୁ ବହୁତ ଭୟଙ୍କର ଭାବେ ତିଆରି କରାଯାଉଥିଲା । ଏଥିରେ ଖଳନାୟକ ମାନଙ୍କୁ ଏପରି ଭୟଙ୍କର କରାଯାଉଥିଲା ଯେ, ଯିଏ ମଧ୍ୟ ଦେଖୁଥିଲା ତା’ମନରେ କେବଳ ଖଳନାୟକଙ୍କ ପ୍ରତି ସେହିପରି ଛବି ସୃଷ୍ଟି ହୋଇଯାଉଥିଲା । କିନ୍ତୁ ଆଜି ସେହି ଦିନ ହଜିଯାଇଛି କିନ୍ତୁ ଆସନ୍ତୁ ଜାଣିବା ସେହି ଅଭିନେତା ମାନଙ୍କ ବିଷୟରେ ।

ଶାକାଲ (କୂଳଭୂଷଣ ଖର୍ବନ୍ଦା) :-

newstrend

ଶାକାଲ ଭଳି ଖଳନାୟକ ଚରିତ୍ରରେ ଅଭିନୟ କରିଥିବା କୂଳଭୂଷଣ ବାସ୍ତବ ଜୀବନରେ ବହୁତ ସରଳ ଅଟନ୍ତି । ଶାକାଲଙ୍କୁ ସେହିସମୟରେ ସବୁଠାରୁ ହାଇଟେକ୍ ଖଳନାୟକ ଭୂମିକାରେ ଦର୍ଶାଯାଇଥିଲା । ଯାହାର ଏକ ଶାର୍କ ରହିଥିବା ପୁଲ୍ ଥିଲା ଓ ଟେବୁଲ ବୁଲୁଥିଲା । ଭିଡ଼ିଓ କନ୍ଫରେନ୍ସ ଦ୍ୱାରା ସେ କଥାବାର୍ତ୍ତା କରୁଥିଲା ଓ ଯିଏ ତା’ସହିତ ଚାଲାକି କରିବାକୁ ଚେଷ୍ଟା କରୁଥିଲା ସେ ତାକୁ କୁମ୍ଭୀର ମୁହଁର ଭୋଜନ ପାଇଁ ଫିଙ୍ଗି ଦେଉଥିଲା । କୂଳଭୂଷଣ ବର୍ତ୍ତମାନ ୭୪ ବର୍ଷ ବୟସର ହୋଇସାରିଛନ୍ତି ଓ ଶେଷଥର ପାଇଁ ତାଙ୍କୁ ୨୦୧୬ରେ ଫିଲ୍ମ ଜଗତରେ ଦେଖିବାକୁ ମିଳିଥିଲା ।

ପ୍ରେମ୍ ଚୋପଡ଼ା :-

newstrend

ପ୍ରେମ୍….ପ୍ରେମ୍….ପ୍ରେମ୍ ନାମ୍ ହୈ ମେରା । ଏହି ଡ଼ାଇଲଗରୁ କିଛି ମନେପଡୁଛି କି ? ବଲିଉଡରେ ଆପଣ କେତେ ଖଳନାୟକଙ୍କୁ ଦେଖିଥିବେ କିନ୍ତୁ ପ୍ରେମ ଚୋପଡ଼ାଙ୍କ ଭଳି ଅଭିନେତା ବୋଧହୁଏ ଦେଖିଥିବେ । ବଲିଉଡରେ ପ୍ରେମ ପ୍ରାୟ ୩୫୦ ଫିଲ୍ମରେ କାମ କରିସାରିଛନ୍ତି ଓ ଏଥିମଧ୍ୟରୁ ପ୍ରାୟ ୨୫୦ ଫିଲ୍ମରେ ରେପ୍ ସିନ୍ ରହିଛି । ସର୍ବଦା ଚତୁର ସରପଞ୍ଚ ଠାରୁ ଆରମ୍ଭ କରି ଡ଼ନ୍ ଚରିତ୍ରରେ ସେ ଲୋକମାନଙ୍କ ହୃଦୟ ଜିତି ସାରିଥିଲେ । କୌଣସି ମଧ୍ୟ ବ୍ୟକ୍ତି ତାଙ୍କୁ ଅସଲ ଜୀବନରେ ମଧ୍ୟ ଖଳନାୟକ ଭାବିଥାଏ କିନ୍ତୁ ସେ ବାସ୍ତବ ଜୀବନରେ ବହୁତ ଶାନ୍ତ ଓ ବର୍ତମାନ ତାଙ୍କୁ ୮୧ ବର୍ଷ ବୟସ ହୋଇସାରିଛି ।

ଲୋଟିଆ ପଠାନ୍ (କିରନ୍ କୁମାର) :-

newstrend

୯୦ ଦଶକରେ କିରନ୍ କୁମାର ତେଜାବ, ଖୁଦା ଗବାହ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି । ୧୯୮୮ ମସିହାରେ ଫିଲ୍ମ ତେଜାବରେ ସେ ଲୋଟିଆ ପଠାନ୍ ଖଳନାୟକ ଭୂମିକାରେ ଅଭିନୟ କରି ଏତେ ପ୍ରସିଦ୍ଧ ହୋଇସାରିଥିଲେ ଯେ, ଲୋକମାନେ ତାଙ୍କୁ ଏହି ନାମରେ ଚିନ୍ହିବାରେ ଲାଗିଲେ । କିରନଙ୍କର ଜନ୍ମ ୧୯୭୧ ମସିହାରେ ହୋଇଥିଲା ଓ ସେ ବର୍ତ୍ତମାନ କିଛି ସିରିଏଲରେ ନିଜର ଅଭିନୟ ଜାରି ରଖିଛନ୍ତି ।

ଗୁଜର ସିଂହ (ଟିନୁ ଶର୍ମା) :-

newstrend

ବଲିଉଡର ଏକମାତ୍ର କଳାକାର ଯିଏକି ନିଜର ଖଳନାୟକ ଚରିତ୍ର ପାଇଁ ସମସ୍ତଙ୍କ ମନରେ ଡ଼ର ଭରି ଦେଇଥିଲେ । ଫିଲ୍ମ ମେଳାରେ ଗୁଜର ସିଂହ ଭୂମିକାରେ ଅଭିନୟ କରିସାରିଥିବା ଟିନୁ କେବଳ ଅଭିନୟରେ ନୁହେଁ ବରଂ ସେ ଜଣେ ଡ଼ାଇରେକ୍ଟର, ପ୍ରଡ୍ୟୁସର ଓ ରାଇଟିଂ ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି । ଟିନୁ ଶର୍ମା ଆଜିକାଲି ସିରିଏଲରେ କାମ କରୁଛନ୍ତି ।

ଜିତୁ ଶର୍ମା (ଜିତୁ ବର୍ମା) :-

newstrend

ସୋଲଜର ଏବଂ ବଡିଗାର୍ଡ ପରି ଫିଲ୍ମ ବ୍ୟତୀତ ଜିତୁ ବହୁତ ସାରା ଫିଲ୍ମରେ ଅଭିନୟ କରିସାରିଛନ୍ତି । ଫିଲ୍ମ ଦୁନିଆରେ ଏପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି କିନ୍ତୁ ଚଳିତବର୍ଷ ଏପ୍ରିଲ ମାସରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ତାଙ୍କ ଆଖିରେ ଆଘାତ ଲାଗିଥିଲା । ଏହାପୂର୍ବରୁ ସେ ସନ୍ ଅଫ ସରଦାର ଚଳଚିତ୍ରରେ କାମ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *