ଫିଲ୍ମ ସୁଟିଂ ସମୟରେ ବଲିଉଡ଼ର ଏହି ଅଭିନେତ୍ରୀ ହୋଇଥିଲେ ଅମିତାଭ ବଚ୍ଚନଙ୍କ ଠାରୁ ଗର୍ଭବତୀ ! ନାମ ଜାଣି……

ଫିଲ୍ମ ସୁଟିଂ ସମୟରେ ବଲିଉଡ଼ର ଏହି ଅଭିନେତ୍ରୀ ହୋଇଥିଲେ ଅମିତାଭ ବଚ୍ଚନଙ୍କ ଠାରୁ ଗର୍ଭବତୀ ! ନାମ ଜାଣି……

ବଲିଉଡ଼ ଜଗତ ବିଷୟରେ ଆମେ ଆପଣଙ୍କୁ ଅଧିକାଂଶ ସମୟରେ କିଛି ନା କିଛି ନୂଆଁ ନୂଆଁ କଥା କହିଥାଉ । ବଲିଉଡ଼ ଦୁନିଆକୁ ଏପରି ହିଁ ଗ୍ଲେମରର ଦୁନିଆ କୁହାଯାଏ ନାହିଁ । ଯିଏ ମଧ୍ୟ ଏହି ନଗରୀର ଗ୍ଲେମରରେ ଫସିଯାଏ । ନିଜକୁ ଏଠାରୁ ଦୂରେଇ ରଖିପାରନ୍ତି ନାହିଁ । ବଲିଉଡ଼ରେ ପ୍ରତିବର୍ଷ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ । ଏଥି ମଧ୍ୟରୁ କିଛି ଚଳଚ୍ଚିତ୍ର ହିଟ୍ ହୋଇଥାଏ ଓ କିଛି ଚଳଚ୍ଚିତ୍ର ଫ୍ଲପ୍ ହୋଇଥାଏ । କିନ୍ତୁ କିଛି ଚଳଚ୍ଚିତ୍ର ଏପରି ହୋଇଥାଏ ଯାହା ସୁପରହିଟ୍ ହୋଇଥାଏ ଏବଂ ଇତିହାସ ରଚିଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଚଳଚ୍ଚିତ୍ର ବିଷୟରେ ଜଣାଇବୁ ।

newstrend

ବଲିଉଡ଼ ଚଳଚ୍ଚିତ୍ର “ଶୋଲେ” ବିଷୟରେ କାହାକୁ କିଛି କହିବା ଆବଶ୍ୟକ ନାହିଁ । ଶୋଲେ ଚଳଚ୍ଚିତ୍ର ବଲିଉଡ଼ର ସବୁଠାରୁ ଅଧିକ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଅଟେ । ଶୋଲେ ଫିଲ୍ମ ଇତିହାସ ରଚନା କରିଦେଇଛି । ଶୋଲେ ଚଳଚ୍ଚିତ୍ରର ସମସ୍ତ ଚରିତ୍ର ତାହା ଗବ୍ବର ହେଉ କିମ୍ବା ଜୟ-ବିରୁ, ବସନ୍ତୀ ବା ଠାକୁର, ସମସ୍ତେ ନିଜ ଚରିତ୍ର ବଳରେ ଲୋକଙ୍କ ହୃଦୟରେ ନିଜ ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏହି ଚଳଚ୍ଚିତ୍ରର କିଛି ଡାଏଲଗ ଆଜି ମଧ୍ୟ ଲୋକଙ୍କ ମୁଖରେ ରହିଥାଏ । ଚଳଚ୍ଚିତ୍ରରେ ଗବ୍ବର ଦ୍ୱାରା କୁହାଯାଇଥିବା ଡାଏଲଗ ବହୁତ ପ୍ରସିଦ୍ଧ ହୋଇଥିଲା ।

newstrend

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଶୋଲେ ଚଳଚ୍ଚିତ୍ର ଯେତେବେଳେ ପ୍ରସ୍ତୁତ ହୋଇଥିଲା ସେ ସମୟରେ ସେତିକି ଚାଲିପରିନଥିଲା । ଏଥିରୁ ଏହି ଚଳଚ୍ଚିତ୍ରର ନିର୍ମାତାଙ୍କୁ ବହୁତ ଦୁଃଖ ହୋଇଥିଲା, କିନ୍ତୁ କିଛି ଦିନ ପରେ ଯେତେବେଳେ ଏହି ଚଳଚ୍ଚିତ୍ର ଚାଲିବା ଆରମ୍ଭ ହେଲା ତା’ପରେ ଏହା ଇତିହାସ ରଚନା କରିଦେଲା । ଆଜିକାର ସମୟରେ ଶୋଲେ ଭଳି ଚଳଚ୍ଚିତ୍ର ନିର୍ମାଣ କରିବା କଷ୍ଟକର ଅଟେ । ଶୋଲେ ଚଳଚ୍ଚିତ୍ର ସୁଟିଂ ସମୟରେ ଅନେକ ଘଟଣା ଘଟିଥିଲା । ଆଜି ଆମେ ସେଥି ମଧ୍ୟରୁ ଏକ ଘଟଣା ବିଷୟରେ ଜଣାଇବୁ ଯାହାକୁ ଜାଣି ଆପଣ ମଧ୍ୟ ଚକିତ ହୋଇଯିବେ । ଶୋଲେ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଜୟ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ଚରିତ୍ର ଲୋକଙ୍କ ହୃଦୟ ଜିଣି ନେଇଥିଲା ।

newstrend

କିନ୍ତୁ ଖୁବ୍ ଲୋକ ହିଁ ଜାଣନ୍ତି ଯେ ଶୋଲେ ଚଳଚ୍ଚିତ୍ର ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କ କାରଣରୁ ଜଣେ ଅଭିନେତ୍ରୀ ଗର୍ଭବତୀ ହୋଇଯାଇଥିଲେ । ହଁ ଆପଣ ମାନେ ଜାଣିଥିବେ ଯେ ବଲିଉଡ଼ ନଗରୀରେ ରେଖା ଓ ଅମିତାଭଙ୍କ ପ୍ରେମ ଖୁବ୍ ଚର୍ଚ୍ଚାର ବିଷୟ ଥିଲା ।

newstrend

କିନ୍ତୁ ଏଥିପାଇଁ ଦୁଇଜଣଙ୍କ ବିବାହ ହୋଇପାରିନଥିଲା । ଆପଣ ଆଉ ବେଶି କିଛି ଚିନ୍ତା କରନ୍ତୁ ନାହିଁ, ରେଖା ସେହି ଅଭିନେତ୍ରୀ ନୁହଁନ୍ତି । ସେ ଅଭିନେତ୍ରୀ ହେଉଛନ୍ତି ଜୟା । ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ନିକଟକୁ ଆସିଯାଇଥିଲେ । ଦୁଇଜଣଙ୍କ ମଧ୍ୟରେ ପ୍ରେମ ହେଲା ଓ ଦୁହେଁ ବିବାହ କରିବା ନିଷ୍ପତ୍ତି ନେଲେ ।

newstrend

ଜୟା ବଚ୍ଚନଙ୍କ ଠାରେ ସମସ୍ତ ଗୁଣ ଥିଲା, ଯାହା ଅମିତାଭ ଖୋଜୁଥିଲେ । ଦୁହେଁ ବିବାହ କରିନେଲେ । ଶୋଲେ ଚଳଚ୍ଚିତ୍ରରେ ଜୟା ବଚ୍ଚନ ମଧ୍ୟ ଥିଲେ। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଦୁଇଜଣଙ୍କ ବିବାହ ହୋଇଯାଇଥିଲା ଏବଂ ଜୟା ବଚ୍ଚନ ଗର୍ଭବତୀ ମଧ୍ୟ ଥିଲେ । ଶୋଲେ ସୁଟିଂ ସମୟରେ ଜୟା ବଚ୍ଚନ ଶ୍ୱେତାଙ୍କ ମାଆ ହେବାକୁ ଯାଉଥିଲେ । ଗର୍ଭବତୀ ହୋଇଥିଲେ ମଧ୍ୟ ସେ ଶୋଲେ ଚଳଚ୍ଚିତ୍ରର ଶୁଟିଂ ପୂରଣ କଲେ । ଜୟା ବଚ୍ଚନଙ୍କ ସହ ଜଡ଼ିତ ଏହି ରହସ୍ୟକୁ ଖୁବ୍ କମ୍ ଲୋକ ଜାଣନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଚଳଚ୍ଚିତ୍ର “ସହନ୍ସା”କୁ ଜୟା ବଚ୍ଚନ ଲେଖିଥିଲେ । କଣ ହୋଇଗଲେ ନା ଆଶ୍ଚର୍ଯ୍ୟ ।

Leave a Reply

Your email address will not be published. Required fields are marked *