ବହୁତ ସୁନ୍ଦରୀ ଦିଶୁଛନ୍ତି ଏହି ଅଭିନେତ୍ରୀ ! ଡାଇରେକ୍ଟର ଦେଖିବା ମାତ୍ରେ ହିଁ ଫିଲ୍ମ ପାଇଁ କରିଥିଲେ ଚୟନ…

ବନ୍ଧୁଗଣ ବଲିଉଡ ହେଉ ଅଥବା ଟିଭି ଜଗତ ଡାଇରେକ୍ଟର, ନିର୍ଦ୍ଦେଶକମାନେ ଏପରି ଅଭିନେତ୍ରୀ ଚାହୁଁଛନ୍ତି; ଯିଏକି କେବଳ ଅଭିନୟରେ ହିଁ ସଂପୂର୍ଣ୍ଣ ଦକ୍ଷତା ଥିବା ସଙ୍ଗେ ସଙ୍ଗେ ସେମାନଙ୍କ ସୁନ୍ଦରତାକୁ ମଧ୍ୟ ଦେଖିଥାନ୍ତି । କାହିଁକି ନା ଫିଲ୍ମ ଏବଂ ଧାରାବାହିକକୁ ସୁପରହିଟ କରିବା ପାଇଁ ଅଭିନେତ୍ରୀଙ୍କ ସୁନ୍ଦରତା ମଧ୍ୟ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଏକ ଏହିଭଳି ସୁନ୍ଦରି ଅଭିନେତ୍ରୀ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଡାଇରେକ୍ଟର ଦେଖିବା ମାତ୍ରେ ହିଁ ଫିଲ୍ମ ପାଇଁ ଚୟନ କରି ଦେଇଥିଲେ । ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ବିଷୟରେ…

Google

ବନ୍ଧୁଗଣ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହା କୌଣସି ମିଛ କିମ୍ବା ଅନ୍ୟଠାରୁ ଶୁଣିଥିବା ଖବର ନୁହେଁ ବରଂ ଏହା ସତ୍ୟ ଅଟେ । ଏକଦା ଏକ ମରାଠୀ ଫିଲ୍ମ ନିର୍ଦ୍ଧେଶକ ନିଜର ଫିଲ୍ମ ୟୁନିଟ ସହିତ ଗୋଟିଏ ଗାଆଁକୁ ସୁଟିଙ୍ଗ ପାଇଁ ଯାଇଥିଲେ । ସେଠାରେ ନିର୍ଦ୍ଧେଶକଙ୍କ ସାକ୍ଷାତ ଏକ ସୁନ୍ଦରୀ ଓ ଆକର୍ଷକ ଯୁବତୀ ଝିଅ ସହିତ ଦେଖା ହୋଇଥିଲା । ଝିଅକୁ ଦେଖିବା ମାତ୍ରେ ହିଁ ତାଙ୍କୁ ଫିଲ୍ମ ପାଇଁ ପସନ୍ଦ କରିଥିଲେ, ନିର୍ଦ୍ଦେଶକ ।

Google

ଏହାପରେ ନିର୍ଦ୍ଧେଶକ କିଛି ନ ଚିନ୍ତି କରି ସେହି ଝିଅକୁ ନିଜର ଚଳଚିତ୍ରରେ ମୁଖ୍ୟ ଅଭିନେତ୍ରୀ କରିବା ପାଇଁ ନିର୍ଣ୍ଣୟ ନେଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ୨୦୧୬ ମସିହାରେ ଫିଲ୍ମ “ସୌରାଟ”ରେ ସେହି ଝିଅକୁ କାମ କରିବାକୁ ପ୍ରଥମ ସୁଯୋଗ ଦିଆଗଲା । ଫିଲ୍ମ ରିଲିଜ ହେବା ପରେ ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା । ଦର୍ଶକମାନେ ଏହି ଝିଅର ଅଭିନୟ ସହିତ ସୁନ୍ଦରତାକୁ ମଧ୍ୟ ବହୁତ ପସନ୍ଦ କରିଥିଲେ ।

Google

ବନ୍ଧୁଗଣ, ଆଉ ଅଧିକ ବିଳମ୍ବ ନ କରି ଜଣାଇ ଦେଉଛୁ ଯେ, ସେହି ଅଭିନେତ୍ରୀଙ୍କ ନାମ “ରିଙ୍କୁ ରାଜଗୁରୁ” ଅଟେ । ହଁ ଆଜ୍ଞା, ରିଙ୍କୁ ରାଜଗୁରୁ ଦେଖିବାକୁ ବହୁତ ସୁନ୍ଦରୀ, ଆକର୍ଷିତ ଏବଂ ହୋଟ ମଧ୍ୟ ଅଟନ୍ତି । ଯେପରିକି ଆପଣ ଏହି ଫୋଟୋରେ ଦେଖିପାରୁଥିବେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ରିଙ୍କୁ ପ୍ରଥମଥର ମରାଠୀ ଫିଲ୍ମ “ସୌରାଟ”ରେ ନଜର ଆସିଥିଲେ । ସେହି ସମୟରେ ରିଙ୍କୁ ରାଜଗୁରୁଙ୍କ ବୟସ ମାତ୍ର 14 ବର୍ଷ ଥିଲା । ବର୍ତ୍ତମାନ ସେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହେବା ସହ ମହଙ୍ଗା ଅଭିନେତ୍ରୀ ମଧ୍ୟ ହୋଇ ସାରିଛନ୍ତି । କେବଳ ଏତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ରିଙ୍କୁ ରାଜଗୁରୁଙ୍କ ଦୁଇ ଅଙ୍ଗ ରକ୍ଷକ ସାଥିରେ ରଖୁଛନ୍ତି । ସତ କହିବାକୁ ଗଲେ ରିଙ୍କୁ ବର୍ତ୍ତମାନ ମରାଠୀ ଫିଲ୍ମର ଏକ ସୁପରଷ୍ଟାର ହୋଇ ସାରିଛନ୍ତି ।

Google

ରିଙ୍କୁଙ୍କ ଜନ୍ମ ୩ ଜୁନ୍ ୨୦୦୧ ମସିହାରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ୧୮ ବର୍ଷ ଅଟେ । ୧୮ ବର୍ଷ ବୟସରେ ରିଙ୍କୁ ରାଜଗୁରୁ ବହୁତ ସୁନ୍ଦରି, ଆକର୍ଷିତ ଏବଂ ହୋଟ୍ ନଜର ଆସୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ରିଙ୍କୁ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଏବଂ ନିଜ ଫ୍ୟାନସ୍ ପାଇଁ ଏକରୁ ଅଧିକ ସୁନ୍ଦର ସୁନ୍ଦର ଫୋଟୋ ସେୟାର କରିଥାନ୍ତି । ଯାହାକୁ ତାଙ୍କ ଫ୍ୟାନ ମଧ୍ୟ ଅଧିକ ପସନ୍ଦ କରିଥାନ୍ତି ।

Google

ରିଙ୍କୁ ରାଜଗୁରୁଙ୍କ ଫ୍ୟାନ ଫୋଲୋଇଙ୍ଗ ବିଷୟରେ କଥା ହେବା ଯଦି ତେବେ ଲକ୍ଷ୍ୟ ଲକ୍ଷ୍ୟ ତାଙ୍କର ଫୋଲ୍ଲସ୍ ଅଛନ୍ତି । ରିଙ୍କୁ ରାଜଗୁରୁଙ୍କ ଏକ ସୁନ୍ଦରତା, ଆକର୍ଷିତ ହୋଟ ଫୋଟୋ ଆପଣଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଏବଂ ସୂଚନା ଯଦି ଭଲ ଲାଗିଲା ତେବେ ଲାଇକ । ଧନ୍ୟବାଦ ।

Be the first to comment

Leave a Reply

Your email address will not be published.


*