ରୋମାଣ୍ଟିକ୍ ସୀନ୍ ସୁଟିଙ୍ଗ କରିବା ସମୟରେ ନିଜର ହୋସ୍ ହରାଇ ବସିଥିଲେ ଏହି ୯ ଜଣ ଅଭିନେତା !

ରୋମାଣ୍ଟିକ୍ ସୀନ୍ ସୁଟିଙ୍ଗ କରିବା ସମୟରେ ନିଜର ହୋସ୍ ହରାଇ ବସିଥିଲେ ଏହି ୯ ଜଣ ଅଭିନେତା !

ସ୍କ୍ରିଫ୍ଟ ଡିମାଣ୍ଡ କାରଣରୁ ଅନେକଥର ଫିଲ୍ମରେ ଖୁବ୍ ରୋମାଣ୍ଟିକ୍ ସୀନ୍ ଦେବାକୁ ପଡ଼ିଥାଏ । ଏହିପରି ସୀନ୍ କରୁଥିବା ଅଭିନେତା ଏବଂ ଅଭିନେତ୍ରୀଙ୍କୁ ମର୍ଯ୍ୟାଦାର ସୀମାରେ ହିଁ ରହିବାକୁ ପଡ଼ିଥାଏ । ଅର୍ଥାତ ତାଙ୍କୁ ଏହି କଥା ପ୍ରତି ଧ୍ୟାନ ରଖିବାକୁ ପଡ଼ିଥାଏ ଯେ ସେମାନେ ଏହି ସୀନକୁ କେବଳ ଫିଲ୍ମ ପାଇଁ କରୁଛନ୍ତି ବୋଲି କିନ୍ତୁ ଅନେକଥର ସାମ୍ନା ଲୋକର ସୌନ୍ଦର୍ଯ୍ୟ ଦେଖି ଅଭିନେତା ମାନେ ନିଜ ହୋସକୁ ହରାଇ ବସିଥାନ୍ତି ଏବଂ ନିର୍ଦ୍ଦେଶକଙ୍କ କଟ୍ କହିବା ସତ୍ୱେ ମଧ୍ୟ ନିଜ କାମରେ ଜାରି ରହିଥାନ୍ତି । ଏହିପରି କିଛି ଅଭିନେତା ମାନେ ମଧ୍ୟ କରିଛନ୍ତି ।

ରଣବୀର କପୂର ଏବଂ ଏୱଲିନ୍ ଶର୍ମା :-

newstrend

ସୂତ୍ର ଅନୁସାରେ ରଣବୀର କପୂର ଏବଂ ଏୱଲିନ୍ ଶର୍ମା ଯେତେବେଳେ ‘ ୟେ ଜୱାନୀ ହେ ଦୀୱାନୀ ‘ ଫିଲ୍ମର ଏକ ରୋମାଣ୍ଟିକ୍ ସୀନ୍ ଶୁଟିଂ କରୁଥିଲେ ସେତେବେଳେ ରଣବୀର କପୂର ଏତେ ବେକାବୁ ହୋଇଯାଇଥିଲେ ଯେ ନିର୍ଦ୍ଦେଶକଙ୍କ କଟ୍ କହିବା ପରେ ମଧ୍ୟ ଏୱଲିନଙ୍କ ଜଂଘରୁ ହାତ ହଟାଉ ନଥିଲେ ।

ସିଦ୍ଧାର୍ଥ ମଲହୋତ୍ରା ଏବଂ କ୍ୟାକ୍ୱିଲିନ୍ ଫର୍ଣ୍ଣାଡୀଜ୍ :-

newstrend

‘ ଓ ଜେଣ୍ଟଲମ୍ୟାନ୍ ‘ ଫିଲ୍ମ ସମୟରେ ସିଦ୍ଧାର୍ଥ ଏବଂ କ୍ୟାକ୍ୱିଲିନର ଏକ ଲିପ୍ ଟୁ ଲିପ୍ କିସିଂ ସୀନ୍ ଥିଲା । ଖବର ଅନୁସାରେ ନିର୍ଦ୍ଦେଶକ କଟ୍ କହିଥିଲେ ତଥାପି କଳାକାର ନଅଟକି ନିଜର କିସିଂ ସୀନକୁ ଜାରି ରଖିଥିଲେ ।

ବିନୋଦ ଖନ୍ନା ଏବଂ ମାଧୁରୀ ଦୀକ୍ସିତ :-

newstrend

ବିନୋଦ ଖନ୍ନା ‘ ଦୟାବାନ ‘ ଫିଲ୍ମ ଶୁଟିଂ ସମୟରେ ଏତେ ବେକାବୁ ହୋଇଯାଇଥିଲେ ଯେ ସେ ମାଧୁରୀଙ୍କ ଓଠକୁ ମଧ୍ୟ କାମୁଡ଼ି ଦେଇଥିଲେ । ଏହି ଫିଲ୍ମରେ ମାଧୁରୀ ଏବଂ ବିନୋଦଙ୍କ ମଧ୍ୟରେ ଅନେକ ରୋମାଣ୍ଟିକ୍ ସୀନ୍ ରହିଥିଲା ।

ରଂଜିତ ଏବଂ ମାଧୁରୀ ଦୀକ୍ସିତ୍ :-

newstrend

ରଂଜିତ ଏବଂ ମାଧୁରୀ ଦୀକ୍ସିତ୍ ‘ ପ୍ରେମ ପ୍ରତିଜ୍ଞା ‘ ଫିଲ୍ମରେ ଏକ ରେପ୍ ସୀନ୍ ଶୁଟିଂ କରୁଥିଲେ । ସେହି ସମୟରେ ରଂଜିତ ମାଧୁରୀଙ୍କ ସୌନ୍ଦର୍ଯ୍ୟ ଦେଖି ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ତାଙ୍କ ସହିତ ସେହି ସୀନରେ ଅଧିକ ସଂଘର୍ଷ କରିବାରେ ଲାଗିଥିଲେ ତେଣୁ ସେ ରଂଜିତଙ୍କୁ ଚେତାବନୀ ଦେଇ କେବେ ମଧ୍ୟ ଛୁଇଁବାକୁ ମନା କରିଥିଲେ ।

ବିନୋଦ ଖନ୍ନା ଏବଂ ଡିମ୍ପଲ କପାଡ଼ିଆ :-

newstrend

ବିନୋଦ ଖନ୍ନା ମାଧୁରୀଙ୍କ ବ୍ୟତୀତ ଡିମ୍ପଲ କପାଡ଼ିଆଙ୍କୁ କିସ୍ କରିବା ସମୟରେ ମଧ୍ୟ ନିଜକୁ ସମ୍ଭାଳି ପାରି ନଥିଲେ । ଏହି ଘଟଣା ‘ ପ୍ରେମ ଧରମ୍ ‘ ଫିଲ୍ମର ଅଟେ । ଏହି ଫିଲ୍ମର ନିର୍ଦ୍ଦେଶକ ମହେଶ ଭଟ୍ଟ ଡିମ୍ପଲ ଥିଲେ । ସେ କଟ୍ କହିଥିଲେ କିନ୍ତୁ ବିନୋଦ ଡିମ୍ପଲଙ୍କୁ କିସ୍ କରିବା ବନ୍ଦ କରିନଥିଲେ । ଏହି ସୀନ୍ ପରେ ଡିମ୍ପଲ ଖୁବ୍ ଲଜ୍ଜିତ ହୋଇଥିଲେ ଏବଂ ଚିନ୍ତାରେ ପଡିଯାଇଥଲେ । ପରେ ମହେଶ ଭଟ୍ଟ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

ଦଲିପ୍ ତାହିଲ ଏବଂ ଜୟା ପ୍ରଦା :-

newstrend

ଦଲିପ୍ ତାହିଲ ଏବଂ ଜୟା ପ୍ରଦାଙ୍କର ଏକ ରୋମାଣ୍ଟିକ୍ ସୀନ୍ ଚାଲିବା ସମୟରେ ଦଲିପ୍ ତାହିଲ ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ସେ ଜୟାଙ୍କୁ ଜୋରରେ ଜାବୁଡ଼ି ଧରିଥିଲେ । ଏହି ସମୟରେ ଜୟା ତାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ ଏବଂ କହିଥିଲେ ଯେ ଏହା ରିଲ୍ ଜୀବନର ସୀନ୍ ଅଟେ ବାସ୍ତବ ଜୀବନର ନୁହେଁ ।

ପ୍ରେମ ନାଥ ଏବଂ ଫରିୟାଲ :-

newstrend

‘ ଗୋଲ୍ଡ ମେଡିୟଲ ‘ ନାମକ ଏକ ଫିଲ୍ମ ଶୁଟିଂ ଚାଲିଥିବା ସମୟରେ ପ୍ରେମ ନାଥଙ୍କୁ ଫରିୟଲ ନାମକ ଅଭିନେତ୍ରୀଙ୍କ ସହିତ କିଛି ଅନ୍ତରଙ୍ଗ ସୀନ୍ କରିବାର ଥିଲା । ପ୍ରେମ ନାଥ ଏତେ ଉତ୍ସାହିତ ହୋଇଯାଇଥିଲେ ଯେ ଚିନ୍ତିତ ଫରିୟଲ ତାଙ୍କ କବଳରୁ ବାହାରି ଆସିବା ଟିକେ କଷ୍ଟକର ହୋଇଥିଲା ।

ରୁସ୍ଲାନ୍ ମୁମତାଜ ଏବଂ ଚେତନା ପାଣ୍ଡେ :-

newstrend

‘ ଆଇ ଡୋଣ୍ଟ ଲୋଭ ୟୂ ‘ ଫିଲ୍ମରେ ଏକ ରୋମାଣ୍ଟିକ୍ ସୀନ୍ ଥିଲା । ଅଭିନେତା ରୁସ୍ଲାନ୍ ଏହି ସମୟରେ ନିଜକୁ କାବୁ ନ କରିପାରି ଅଭିନେତ୍ରୀ ଚେତନାଙ୍କ ଚେନକୁ ଟାଣି ଦେଇଥିଲେ । ଏହାଦ୍ଵାରା ତାଙ୍କ ଡ୍ରେସ୍ ତଳକୁ ଖସିହୋଇ ଯାଇଥିଲା । ଏଥିପାଇଁ ପରେ ରୁସ୍ଲାନ୍ କୋଚେତନାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା ।

ରଣବୀର ସିଂହ ଏବଂ ଦୀପିକା ପାଦୂକୋନ୍ :-

newstrend

‘ ଗୋଲିୟୋଁ କୀ ରାସଲୀଲା ରାମଲୀଲା ‘ରେ ଦୀପିକା ଏବଂ ରଣବୀର ‘ କିସିଂ ସୀନ୍ ସମୟରେ ନିର୍ଦ୍ଦେଶକଙ୍କର କଟ୍ କହିବାର ଅନେକ ସମୟ ପର୍ଯ୍ୟନ୍ତ ଚୁମ୍ବନ କରିଥିଲେ ।

Leave a Reply

Your email address will not be published. Required fields are marked *