ମୁକେଶ ଅମ୍ବାନୀଙ୍କ ନାମ ଦେଶ ନୁହେଁ ବରଂ ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ସ୍ଥାନିତ ହୋଇଛି । ମୁକେଶ ଅମ୍ବାନୀ ପତ୍ନୀ ନିତା ଅମ୍ବାନୀ ଦେଖିବାକୁ ଭାରି ସୁନ୍ଦର ଏବଂ ଦେଶର ସବୁଠୁ ଧନୀ ଉଦ୍ୟୋଗପତିଙ୍କ ପତ୍ନୀ ଅଟନ୍ତି । ନିକଟରେ ମୁକେଶ ଓ ନିତାଙ୍କ ଦୁଇ ସନ୍ତାନ ଇଶା ଓ ଆକାଶ ଅମ୍ବାନୀଙ୍କ ବିବାହ ଶେଷ ମଧ୍ୟ ସରିଛି । ନିତା ଅମ୍ବାନୀ ପ୍ରାୟତଃ କୌଣସି ନା କୌଣସି କାରଣରୁ ମିଡ଼ିଆରେ ପ୍ରାୟତଃ ଚର୍ଚ୍ଚାର ସାଉଁଟିଥାନ୍ତି । ସେ ପ୍ରାୟତଃ ନିଜର ନିଜର ବିଳସ ପୂର୍ଣ୍ଣ ଜୀବନ ଓ ଆଇପିଏଲ ଦଳର ମାଲିକାନାକୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥାନ୍ତି । ଆପଣମାନେ ଜାଣିଥିବେ ନିତା ଅମ୍ବାନୀ ମୁମ୍ବାଇ ଇଣ୍ଡିଆନ୍ସର ମାଳିକାନି ଅଟନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ପ୍ରତ୍ୟେକ ମ୍ୟେଚରେ ନିତା ଅମ୍ବନୀ ଦଳର ଖେଳାଳିକୁ ଉତ୍ସାହିତ କରିବା ପାଇଁ ପଡିଆରେ ଉପସ୍ଥିତ ଥାଆନ୍ତି । ନିତା ଅମ୍ବାନୀ କ୍ରିକେଟକୁ ବହୁତ ପସନ୍ଦ କରନ୍ତି । ଏହି କାରଣରୁ ସେ ମୁମ୍ବାଇ ଇଣ୍ଡିଆନସ୍ ଦଳ କିଣିଛନ୍ତି । ୨୦୧୯ ଆଇପିଏଲ ସମୟରେ ନିତା ଅମ୍ବାନୀଙ୍କ କିଛି ଫୋଟଚିତ୍ର ଭାଇରଲ ହୋଇଥିଲା, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ନିତା ଅମ୍ବାନୀଙ୍କ କିଛି ଫୋଟଚିତ୍ର ଦେଖାଇବୁ, ଯାହା ନିତା ଅମ୍ବାନୀ ଅନ୍ୟକୁ କଦାପି ଦେଖାଇବେ ନାହିଁ ।
କହିବାକୁ ଗଲେ ଏହି ଫୋଟଗୁଡିକୁ ଆପଣ ଯେଉଁପରି ଦେଖୁଛନ୍ତି ତାହା ସେହିପରି ନୁହେଁ । ସତ୍ୟ ତ ଏହା ଯେ, ଏହି ଫୋଟଗୁଡିକ ଯେଉଁ ଏଙ୍ଗଲରେ ଉଠାଯାଇଛି, ତାହା ଲୋକଙ୍କ ନଜରରେ ଖରାପ ଧାରଣା ସୃଷ୍ଟି କରୁଛି । ଆଇପିଏଲ ସମୟରେ ଉଠା ଯାଇଥିବା ଏହି ଫୋଟଗୁଡିକ ଫଳରେ ନିତା ମିଡ଼ିଆର ହେଡଲାଇନ ହୋଇଯାଇଥିଲେ । ଆପଣ ମଧ୍ୟ ଦେଖନ୍ତୁ ଏହି ଫୋଟ ଗୁଡିକ :
ଦେଖନ୍ତୁ କେତେକ ଦୁର୍ଲଭ ଫୋଟ ନିତା ଅମ୍ବାନୀଙ୍କ :
ନିତା ଅମ୍ବାନୀଙ୍କୁ ସ୍ୱାଗତ କରିବା ଅବସରରେ ଲଳିତ ମୋଦି
ନିତା ଅମ୍ବାନୀଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ବିଜୟର ଦୃଶ୍ୟ
ବିଜୟ ମାଲ୍ୟାଙ୍କ ସହ ନିତା ଅମ୍ବାନୀ
ସଚିନ ତେନ୍ଦୁଲକରଙ୍କ ସହ ନିତା ଅମ୍ବାନୀ
ଦଳ ସହ ବିଜୟ ଉତ୍ସବ ସମୟରେ ନିତା ଅମ୍ବାନୀ
ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କ ସହ ନିତା ଅମ୍ବାନୀ
କୋରି ଏଣ୍ଡରସନଙ୍କୁ ବିଜୟର ଶୁଭେଚ୍ଛା ଜଣାଇବା ସମୟରେ ନିତା ଅମ୍ବାନୀ
ହରଭଜନ ସିଂହଙ୍କ ସହ ନିତା ଅମ୍ବାନୀ
ବି.ଦ୍ର: ଭୁଲ ଏଙ୍ଗଳରେ ନିତା ଅମ୍ବାନୀଙ୍କ ଏହି ଫୋଟଗୁଡିକ ଉଠାଯାଇଥିଲା ।