ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଓ ନିକଟର ହୋଇଥାନ୍ତି, ଏହି ଅକ୍ଷର ନାମ ବିଶିଷ୍ଠ ବ୍ୟକ୍ତିମାନେ ! ଏଥିରେ ଆପଣଙ୍କ ନାମ ନାହିଁ ତ ?

ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଓ ନିକଟର ହୋଇଥାନ୍ତି, ଏହି ଅକ୍ଷର ନାମ ବିଶିଷ୍ଠ ବ୍ୟକ୍ତିମାନେ ! ଏଥିରେ ଆପଣଙ୍କ ନାମ ନାହିଁ ତ ?

ଭଗବାନ ଶ୍ରୀକୃଷ୍ଣଙ୍କ ଅତି ନିକଟର ହୋଇଥାନ୍ତି, ଏହି ଅକ୍ଷର ନାମ ବିଶିଷ୍ଠ ବ୍ୟକ୍ତିମାନେ । ଶାସ୍ତ୍ର ଅନୁସାରେ କୌଣସି ବି ବ୍ୟକ୍ତିଙ୍କ ନାମ ତାର ବ୍ୟକ୍ତିତ୍ୱ ଉପରେ ବହୁତ ବଡ଼ ପ୍ରଭାବ ପକାଇଥାଏ । କାରଣ ଯେତେବେଳେ କୌଣସି ପିଲାର ନାମକରଣ ହୋଇଥାଏ, ସେତେବେଳେ ବିଧିପୂର୍ବକ ଜ୍ୟୋତିଷଶାସ୍ତ୍ର ଅନୁସାରେ ପିଲାର ନାମକରଣ କରାଯାଇଥାଏ । କୌଣସି ମଧ୍ୟ ବ୍ୟକ୍ତିର ନାମ ତା ଜୀବନରେ ଏକ ବିଶେଷ ମହତ୍ୱ ରଖିଥାଏ, କାରଣ ବ୍ୟକ୍ତିକୁ ପରିଚୟ ତାର ନାମ ଦ୍ୱାରା ହିଁ ମିଳିଥାଏ ।

ମାଆ, ବାପା ଯେତେବେଳେ ନିଜ ପିଲାର ନାମ ରଖନ୍ତି; ସେମାନେ ସବୁବେଳେ ସୁନ୍ଦର ନାମ ସହିତ ତାହା ଭଲ ଅର୍ଥର କି ନୁହେଁ ସେହି ବିଷୟ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । କାରଣ ଯେଉଁ ବ୍ୟକ୍ତିର ଯେପରି ନାମ ହୋଇଥାଏ ତାର କର୍ମ ତଥା ଆଗାମୀ ଜୀବନ ମଧ୍ୟ ସେହି ପ୍ରକାରର ହୋଇଥାଏ । ଶାସ୍ତ୍ର ଅନୁସାରେ ସବୁ ନାମର ବ୍ୟକ୍ତିଙ୍କ ଜୀବନ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ । ତା’ସହିତ କୌଣସି ବ୍ୟକ୍ତିଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ; ଏହି କଥାର ମଧ୍ୟ ଭିନ୍ନ ଭିନ୍ନ ମହତ୍ୱ ରହିଛି ।

Google

ଆଜିର ଏହି ଅନୁଛେଦରେ ଆମେ ଏହି ବିଷୟରେ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ । ଆମେ ଆପଣଙ୍କୁ କହିବାକୁ ଯାଉଛୁ; ସେହି ବିଶେଷ ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଆସନ୍ତୁ ଜାଣିବା ସେହି ଅକ୍ଷରଗୁଡ଼ିକ ବିଷୟରେ :-

୧) D ଅକ୍ଷର :-

Google

ଯେଉଁ ବ୍ୟକ୍ତିଙ୍କ ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଶ୍ରୀକୃଷ୍ଣଙ୍କ ହୃଦୟର ଖୁବ୍ ନିକଟତର ହୋଇଥାନ୍ତି । ଏହି ବ୍ୟକ୍ତିଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଶେଷ କୃପାଦୃଷ୍ଟି ସର୍ବଦା ରହିଥାଏ । D ଅକ୍ଷରର ନାମ ଥିବା ଲୋକ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ଯେକୌଣସି କାମ କରନ୍ତି, ସେଥିରେ ତାଙ୍କୁ ସଫଳତା ମିଳିଥାଏ । ଏହି ବ୍ୟକ୍ତିମାନେ ହୃଦୟରୁ ଖୁବ୍ ଦୟାବାନ ହୋଇଥାନ୍ତି । ଲୋକଙ୍କୁ ସାହାଯ୍ୟ କରିବା ସ୍ଵଭାବ ଏହି ବ୍ୟକ୍ତିଙ୍କର ଜନ୍ମଗତ ସ୍ୱଭାବ କହିଲେ ଅତ୍ୟୁକ୍ତି ହେବ ନାହିଁ ।

୨) K ଅକ୍ଷର :-

Google

ଯେଉଁ ବ୍ୟକ୍ତିଙ୍କ ନାମର ଆରମ୍ଭ K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହିପରି ବ୍ୟକ୍ତିମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ବୋଲି ଜଣାଯାଏ । ଏମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ନିଜର ବୁଦ୍ଧି ଶୁଦ୍ଧି ହରାଇ ବସିଥାନ୍ତି । ଏହି ବ୍ୟକ୍ତିଙ୍କର ସ୍ଵଭାବ ଏପରି ହୋଇଥାଏ ଯେ, ସେମାନେ ପ୍ରତ୍ୟକ କାର୍ଯ୍ୟକୁ ଟିକିନିଖି ପରଖି ଥାନ୍ତି ଏବଂ ଯେତେବେଳେ ଏହି D ଅକ୍ଷରର ବ୍ୟକ୍ତିମାନେ ସେହି କାର୍ଯ୍ୟରେ ନିପୁଣତା ହୋଇଥାନ୍ତି, ତେବେ ସେହି କାର୍ଯ୍ୟ କରନ୍ତି । ଏମାନେ କୌଣସି କାର୍ଯ୍ୟକୁ ତରବାରିଆ ହୋଇ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ଉପରେ ଶ୍ରୀକୃଷ୍ଣ ଭଗବାନଙ୍କ କୃପା ଦୃଷ୍ଟି ସବୁବେଳେ ବଜାୟ ରହିଥାଏ । ଏମାନେ ବହୁତ ବୁଝାସୁଝା ପରେ ହିଁ କୌଣସି କାର୍ଯ୍ୟକୁ ତୁଲାଇଥାନ୍ତି । ଯେଉଁଥି କାରଣରୁ ସେମାନଙ୍କୁ କେବେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ି ନଥାଏ ।

୩) M ଅକ୍ଷର :-

Google

ଯେଉଁ ବ୍ୟକ୍ତିଙ୍କ ନାମର ଆରମ୍ଭ M ଅକ୍ଷରରୁ ହୋଇଥାଏ, ସେହି ବ୍ୟକ୍ତିଙ୍କ ପାଇଁ ତାଙ୍କର ଆତ୍ମସମ୍ମାନ ସବୁକିଛି ହୋଇଥାଏ । ଏମାନେ ସବୁ ପକ୍ଷରୁ ସମସ୍ୟାକୁ ସାମ୍ନା କରିପାରନ୍ତି, କିନ୍ତୁ ନିଜର ଆତ୍ମସମ୍ମାନ ଉପରକୁ କୌଣସି ପ୍ରକାରର ଆଞ୍ଚ ଆସିବାକୁ ଦିଅନ୍ତି ନାହିଁ । ଏହି M ଅକ୍ଷର ବ୍ୟକ୍ତି ବିଶେଷମାନଙ୍କୁ କୃଷ୍ଣଙ୍କ ନାମ ସ୍ମରଣ କରିବା, ଜପ କରିବାରେ ଆନନ୍ଦ ମିଳିଥାଏ, ତେଣୁ ସର୍ବଦା ଏହି ବ୍ୟକ୍ତିମାନେ କୃଷ୍ଣଙ୍କ ନାମ ସ୍ମରଣ କରିଥାନ୍ତି । ଏହି ବ୍ୟକ୍ତିମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ହୋଇଥାନ୍ତି ।

୪) P ଅକ୍ଷର :-

Google

ଯେଉଁ ବ୍ୟକ୍ତିଙ୍କର ନାମର ଆରମ୍ଭ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତିମାନଙ୍କ ମନରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଅତୁଟ ଆସ୍ଥା ରହିଥାଏ । ଏହି ବ୍ୟକ୍ତିମାନଙ୍କ ଉପରେ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଥାଏ । P ଅକ୍ଷରର ନାମ ଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଖାସ୍ ଥିବା ସ୍ଵଭାବ ଏହି କି ଯେ ଏମାନେ ନିଜର ସମସ୍ତ ସମ୍ପର୍କକୁ ଖୁବ୍ ଭଲଭାବରେ ତୁଲାଇଥାନ୍ତି ।

୬) S ଅକ୍ଷର :-

Google

ଯେଉଁ ଲୋକଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଖୁବ୍ ପରିଶ୍ରମୀ ହୋଇଥାନ୍ତି । ଏପରି ଲୋକ ଅତ୍ୟନ୍ତ ଆକର୍ଷକ ବ୍ୟକ୍ତିତ୍ୱର ହୋଇଥାନ୍ତି । ତାଙ୍କର ଶାନ୍ତ ଏବଂ କୋମଳ ସ୍ଵଭାବ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ଏମାନଙ୍କର ଏହି ସ୍ଵଭାବ କାରଣରୁ ଏମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *