ସାବଧାନ : ଶରୀରରେ ଜଳର ଅଭାବ ହେଲେ ଦେଖା ଦିଏ ଏହି ଚାରୋଟି ସଂକେତ ! ଜାଣି ନିଅନ୍ତୁ ନହେଲେ ଅସୁବିଧା ହେବ !

ସାବଧାନ : ଶରୀରରେ ଜଳର ଅଭାବ ହେଲେ ଦେଖା ଦିଏ ଏହି ଚାରୋଟି ସଂକେତ ! ଜାଣି ନିଅନ୍ତୁ ନହେଲେ ଅସୁବିଧା ହେବ !

ଆପଣ ଏହା ନିଶ୍ଚିତ ଭାବରେ ଜାଣିଛନ୍ତି ଜଳ ଆମ ଜୀବନ ପାଇଁ କେତେ ମହତ୍ବପୂର୍ଣ୍ଣ ଅଟେ । ଜଳ ବିନା ଧାରା ପୃଷ୍ଟରେ ଜୀବନ ଅତିବାହିତ କରିବା ଅସମ୍ଭବ । ବନ୍ଧୁଗଣ ଆପଣଙ୍କୁ ସୁଚାଇ ଦେଉଛୁ ଯେ, ଆମ ଶରୀରରେ ଜଳର ଅଭାବ ଦେଖାଦେଲେ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ । ବନ୍ଧୁଗଣ, ଆସନ୍ତୁ ଆଜି ଏହି ଅନୁଛେଦରେ ଜାଣିବା ଯେ, ଆମ ଶରୀରରେ ଜଳ ଅଭାବ ହେଲେ ଆମ ମଧ୍ୟ ଅନେକ ପ୍ରକାରର ରୋଗ ଶିକାର ହୋଇଥାଉ । ବନ୍ଧୁଗଣ, ଯେଉଁମାନଙ୍କ ମଧ୍ୟରୁ ଆମର ପ୍ରମୁଖ ଡିହାଇଡ୍ରେସନ୍ ଏବଂ ଆପେଣ୍ଡିକାଇଟିସ୍ ଭଳି ରୋଗ ହୋଇପାରେ ଓ ଏହା ସହିତ ବୃକକରେ ପଥରି (ଷ୍ଟନ୍) ଭଳି ସମସ୍ୟା ଦେଖାଦେଇଥାଏ । ବନ୍ଧୁଗଣ, ତେଣୁ ଆଜି ଆମେ ଆପଣଙ୍କୁ ସେହି ଚାରୋଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ, ଯାହା କେବଳ ଆପଣଙ୍କ ଶରୀରରେ ଜଳର ଅଭାବରେ ଦେଖାଯାଏ, ତେବେ ଆସନ୍ତୁ ଜାଣିବା :

ଆପଣଙ୍କୁ ସୁଚାଇ ଦେଉଛୁ ଯେ ଯେବେ ମଧ୍ୟ ଶରୀରରେ ଜଳର ଅଭାବ ଦେଖାଦେଇଥାଏ, ତେବେ ସେହି ସମୟରେ ଆପଣଙ୍କ ମୁଣ୍ଡ ବ୍ୟଥା ହୋଇଥାଏ । ଅନେକ ଲୋକ ଅଧିକାଂଶ ସମୟରେ ମୁଣ୍ଡ ବ୍ୟଥା ସମସ୍ୟାରେ ଚିନ୍ତିତ ରୁହନ୍ତି, ବନ୍ଧୁଗଣ ଯାହା ଫଳରେ ଆପଣ ସବୁବେଳେ ପେନ କିଲର୍ (Pain Killer)ର ବ୍ୟବହାର କରନ୍ତି । ବନ୍ଧୁଗଣ ଯଦି ଆପଣଙ୍କ ସହିତ କେବେ ମଧ୍ୟ ଏପରି କିଛି ହେଉଛି; ତେବେ ଏହା ଶରୀରରେ ଜଳର ଅଭାବ ଯୋଗୁଁ ହୋଇଥାଏ । ଯଦି ଆପଣଙ୍କ ମୁଣ୍ଡ ବ୍ୟଥା ହେଉଛି, ତେବେ ସେତେବେଳେ ଆପଣ ଧୀରେ ଧୀରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଆପଣଙ୍କ ଶରୀରର ଜଳର ଅଭାବ ଦୂର ହୋଇଯିବ । ଅଧିକରୁ ଅଧିକରୁ ଜଳ ସେବନ କରିବା ଦ୍ଵାରା ମୁଣ୍ଡ ବ୍ୟଥା ଦୂର ହୋଇଯାଇଥାଏ ।

Google

ଯେବେମଧ୍ୟ ଆପଣଙ୍କ ଶରୀରରେ ଜଳର ଅଭାବ ଦେଖାଦିଏ । ସେହି ସମୟରେ ଆପଣଙ୍କ ବୃକକ୍ ମଧ୍ୟ ଭଲ ଭାବରେ କାର୍ଯ୍ୟ କରିପାରେ ନାହିଁ । ଯେଉଁଥି କାରଣରୁ ଆପଣଙ୍କ ପରିଶ୍ରାର ରଙ୍ଗ ବଦଳି ଯାଇଥାଏ ଓ ଏହା ସଙ୍ଗେ ସଙ୍ଗେ ବୃକକ୍ ଠିକ ଭାବରେ କାମ କରିନଥାଏ ।

Google

ବୃକକ୍ ଉପରେ ଖରାପ ପ୍ରଭାବ ପଡିବା ଦ୍ଵାରା ଆପଣଙ୍କ ମୁଖରୁ ଦୁର୍ଗନ୍ଧ ବାହାରେ ଓ ବ୍ରସ କଲା ପରେ ମଧ୍ୟ ଏହି ଦୁର୍ଗନ୍ଧ ବାହାରିଥାଏ । ଯଦି ଆପଣଙ୍କ ସହିତ ମଧ୍ୟ ଏପରି କିଛି ହୋଇଛି ତେବେ ସେହି ସମୟରେ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।

ଆମ ଶରୀରରେ ଜଳର ଅଭାବ ହେଲେ ଆମ ତ୍ୱଚା ଶୁଷ୍କ ଓ ଦୁର୍ବଳ ହୋଇଯାଏ । ଯାହା ଫଳରେ ଆପଣଙ୍କୁ ଏକ ହାଲୁକା ଆଘାତ ଲାଗିଲେ ମଧ୍ୟ ଦାଗ ହୋଇଯାଏ ।

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ଜଳ ପାନ କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ନିଜ ବନ୍ଧୁ ଓ ପରିବାରଗବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ !

Leave a Reply

Your email address will not be published. Required fields are marked *