ସବୁଠାରୁ ଅଧିକ କଳା ଥିଲେ ବଲିଉଡ଼ର ଏହି ଅଭିନେତ୍ରୀମାନେ ! ୫ ନମ୍ବରରେ ଥିବା ଅଭିନେତ୍ରୀଙ୍କୁ ବର୍ତ୍ତମାନ ଚିହ୍ନିବା କଷ୍ଟକର ।

ସବୁଠାରୁ ଅଧିକ କଳା ଥିଲେ ବଲିଉଡ଼ର ଏହି ଅଭିନେତ୍ରୀମାନେ ! ୫ ନମ୍ବରରେ ଥିବା ଅଭିନେତ୍ରୀଙ୍କୁ ବର୍ତ୍ତମାନ ଚିହ୍ନିବା କଷ୍ଟକର ।

ଭାରତୀୟ ସିନେମା ଜଗତରେ ଅନେକ ସୁନ୍ଦରୀ ଅଭିନେତ୍ରୀ ରହିଛନ୍ତି । ଏଠାରେ କିଛି ଅଭିନେତ୍ରୀ ପୂର୍ବରୁ ଖୁବ୍ ସୁନ୍ଦରୀ ଦେଖାଯାଆନ୍ତି । ତାଙ୍କଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟତା ଦେଖାଯାଏ ଯେଉଁମାନଙ୍କୁ କି ସର୍ଜରୀ ବା ଅସ୍ତ୍ରୋପଚାରର କୌଣସି ଆବଶ୍ୟକତା ନାହିଁ ଏବଂ ସେମାନେ କୌଣସି ସର୍ଜରୀ ମଧ୍ୟ କରିନାହାଁନ୍ତି । ଅନ୍ୟପକ୍ଷରେ ଆହୁରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ ସର୍ଜରୀର ସହାୟତା ନିଅନ୍ତି । ଆପଣ ବଲିଉଡ଼ର ଏପରି ଅନେକ ଅଭିନେତ୍ରୀଙ୍କ ବିଷୟରେ ପଢ଼ିଥିବେ ଯେଉଁମାନେ ପ୍ଲାଷ୍ଟିକ୍ ସର୍ଜରୀ କରାଇଛନ୍ତି । ଗୋରା ଓ ସୁନ୍ଦର ଦେଖାଯିବା ସମସ୍ତଙ୍କୁ ଭଲ ଲାଗେ ଓ ସମସ୍ତେ ଚାହଁନ୍ତି । ବେଳେବେଳେ ଶରୀରର ରଙ୍ଗ କଳା ଥିଲେ ଲୋକଙ୍କ ଆତ୍ମବିଶ୍ବାସ କମିବାକୁ ଲାଗେ । ସେହିପରି ଗୋରା ହେବା ପାଇଁ ଅନେକ ଚିକିତ୍ସା ଓ ଅସ୍ତ୍ରୋପଚାର ରହିଛି କିନ୍ତୁ ଏହା ଅଧିକ ମହଙ୍ଗା ବା ଅଧିକ ଅର୍ଥ ଖର୍ଚ୍ଚ ହେବା ଯୋଗୁଁ ସମସ୍ତେ ଏହାର ଲାଭ ଉଠାଇ ପାରନ୍ତି ନାହିଁ । ମେଡ଼ିକାଲ ବା ଡାକ୍ତରୀ ଭାଷାରେ ଏହାକୁ ‘ସ୍କିନ୍ ଲାଇଟନିଂ ଟ୍ରିଟମେଣ୍ଟ’ କୁହାଯାଏ । ବଲିଉଡ଼ର ଅନେକ ପ୍ରସିଦ୍ଧ ଅଭିନେତ୍ରୀ ନିଜ ତ୍ୱଚାର ରଙ୍ଗ ଗୋରା କରିବା ପାଇଁ ଏହି ଚିକିତ୍ସା ବା ଅସ୍ତ୍ରୋପଚାର ସହାୟତା ନେଇଛନ୍ତି । ଆଜିକାର ଏହି ଲେଖାରେ ଆମେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଆଗରୁ କଳା ବା କୃଷ୍ଣକାୟ ଥିଲେ କିନ୍ତୁ ଏହି ସ୍କିନ୍ ଟ୍ରିଟମେଣ୍ଟକୁ କରିବା ପରେ ଗୋରା ହୋଇଗଲେ ।

ଶିଳ୍ପା ସେଟ୍ଟୀ

newstrend

ନିଜ ସୁନ୍ଦରତାରେ ୟୁପି ବିହାରକୁ ଲୁଟୁଥିବା ଶିଳ୍ପା ସେଟ୍ଟୀଙ୍କ ଆଜି ଲକ୍ଷ ଲକ୍ଷ ଦିୱାନା ଅଛନ୍ତି । ଶିଳ୍ପା ସେଟ୍ଟୀ ଯେତେବେଳେ ଚଳଚ୍ଚିତ୍ର ଜଗତକୁ ଆସିଥିଲେ ସେତେବେଳେ ତାଙ୍କ ରଙ୍ଗ ସାବଲା ବା କଳା ଥିଲା କିନ୍ତୁ ସ୍କିନ୍ ଲାଇଟନିଂ ଟ୍ରିଟମେଣ୍ଟ କରି ସେ ଗୋରା ତ୍ୱଚା ପାଇଛନ୍ତି । ଆଜି ସେ ଦେଖିବାକୁ ଖୁବ ସୁନ୍ଦରୀ ଓ ଆକର୍ଷକ ।

ବିପାଶା ବାସୁ

newstrend

ବଙ୍ଗାଳୀ ବ୍ୟୁଟି ବା ସୁନ୍ଦରୀ ବିପାଶା ବାସୁ ଯେତେବେଳେ ବଲିଉଡ଼କୁ ଆସିଥିଲେ ସେତେବେଳେ ସେ ଦେଖିବାକୁ କଳା ଥିଲେ । କିନ୍ତୁ ତାଙ୍କ ହଟନେସ୍ ଓ ଆକର୍ଷକ ଲୁକ୍ କାରଣରୁ ସେ ଅନ୍ୟ ଅଭିନେତ୍ରୀ ଉପରେ ଭାରି ପଡୁଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ, ବିପାଶା ମଧ୍ୟ ସ୍କିନ୍ ଲାଇଟନିଂ ଟ୍ରିଟମେଣ୍ଟର ସାହାଯ୍ୟ ନେଲେ । ପୂର୍ବ ବିପାଶା ଓ ଆଜିର ବିପାଶା ମଧ୍ୟରେ ବହୁତ ଅନ୍ତର ରହିଛି ।

ଲାରା ଦତ୍ତା

newstrend

ବିଶ୍ୱ ସୁନ୍ଦରୀ ଲାରା ଦତ୍ତା ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦରୀ । ତାଙ୍କ ନାମ ମଧ୍ୟ ବଲିଉଡ଼ର କଳା ବା କୃଷ୍ଣକାୟ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ରହିଛି । କିନ୍ତୁ ସେ ଗୋରା ହେବା ପାଇଁ କୌଣସି ଟ୍ରିଟମେଣ୍ଟର ସାହାଯ୍ୟ ନେଇ ନାହାଁନ୍ତି । କିନ୍ତୁ ସେ ଦେଖିବାକୁ ଖୁବ୍ ସୁନ୍ଦରୀ ଓ ଆକର୍ଷକ ଅଟନ୍ତି । ଜଣାଇଦେଉଛୁ ଯେ ଲାରା ଟେନିସ୍ ଖେଳାଳି ମହେଶ ଭୂପତିଙ୍କୁ ବିବାହ କରିଛନ୍ତି ।

ପ୍ରିୟଙ୍କା ଚୋପଡ଼ା

newstrend

୨୦୦୦ ମସିହାରେ ପ୍ରିୟଙ୍କା ମିସ୍ ୱାଲର୍ଡ଼ ପଦ ହାସଲ କରିଥିଲେ। ଏହା ପରେ ସେ ବଲିଉଡ଼ରେ ସ୍ଥାନ ଅଧିକାର କଲେ । ନିଜର କଠିନ ପରିଶ୍ରମ ଯୋଗୁଁ ସେ ବଲିଉଡ଼ର ଉଚ୍ଚ ସ୍ତରୀୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯେପରିକି ଆପଣ ଦେଖିଥିବେ ଯେ ପ୍ରିୟଙ୍କା କିଛି ବର୍ଷ ଆଗରୁ ଟିକିଏ କଳା ଦେଖାଯାଉଥିଲେ କିନ୍ତୁ ବ୍ୟୁଟି ଟ୍ରିଟମେଣ୍ଟ କାରଣରୁ ତାଙ୍କ ଲୁକରେ ଅନେକ କିଛି ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସେ ବହୁତ ଆକର୍ଷକ ଦେଖାଯାଆନ୍ତି ।

କାଜଲ

newstrend

କାଜଲ ବଲିଉଡ଼ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ନିଜ ଅଭିନୟ ବଳରେ ସେ ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । କାଜଲଙ୍କୁ ଯଦି ଆପଣ ଆଗରୁ ଦେଖିଥିବେ ତେବେ ତାଙ୍କ ଚଳଚ୍ଚିତ୍ର ମାନଙ୍କରେ ସ୍ପଷ୍ଟ ଜାଣିପାରିବେ ଯେ କାଜଲ ମଧ୍ୟ ଗୋରା ହେବା ପାଇଁ କୌଣସି ବିଶେଷ ଚିକିତ୍ସା ବା ବ୍ୟୁଟି ଟ୍ରିଟମେଣ୍ଟର ସାହାଯ୍ୟ ନେଇଛନ୍ତି । ସେ ପୂର୍ବରୁ ବହୁତ କଳା ଥିଲେ କିନ୍ତୁ ଯଦି ବର୍ତ୍ତମାନ ଆପଣ ତାଙ୍କୁ ଦେଖିବେ ତେବେ ଏଥିରେ ବହୁତ ଅନ୍ତର ଦେଖାଯିବ । ସେ ପୁରାପୁରି ଅଲଗା ଦେଖାଯାଉଛନ୍ତି ।

Leave a Reply

Your email address will not be published. Required fields are marked *