ବିବାହ ପୂର୍ବରୁ ପ୍ରେମିକଙ୍କ ଠାରୁ ଗର୍ଭବତୀ ହୋଇଛନ୍ତି ଏହି ଅଭିନେତ୍ରୀମାନେ ! ସତ୍ୟତା ଜାଣି ମଧ୍ୟ ସ୍ୱାମୀମାନେ କରିଥିଲେ ବିବାହ…

ବିବାହ ପୂର୍ବରୁ ପ୍ରେମିକଙ୍କ ଠାରୁ ଗର୍ଭବତୀ ହୋଇଛନ୍ତି ଏହି ଅଭିନେତ୍ରୀମାନେ ! ସତ୍ୟତା ଜାଣି ମଧ୍ୟ ସ୍ୱାମୀମାନେ କରିଥିଲେ ବିବାହ…

ଭାଗ୍ୟଶାଳୀ ହୋଇଥାନ୍ତି ସେହି ମହିଳାମାନେ ଯେଉଁ ମାନଙ୍କୁ ମାଁ’ ହେବାର ସୁଖ ମିଳିଥାଏ । ଏକ ଶିଶୁର ଜନ୍ମ ଗ୍ରହଣ ପରେ ସମ୍ପୂର୍ଣ୍ଣ ଘର ଖୁସି ପାଳନ କରେ । ଏମିତି ସମୟରେ ଏକ ପିତାଙ୍କ ଖୁସିର ଲହରୀ ରହେ ନାହିଁ । କିନ୍ତୁ ଟିକିଏ ଭାବନ୍ତୁ ସେହି ସମୟରେ ଜଣେ ପିତାଙ୍କ ଉପରେ କଣ ବିତେ ଯେତେବେଳେ ସେ ଜାଣିବ ଯେ ତା ସ୍ତ୍ରୀ ଆଗରୁ ଗର୍ଭବତୀ ହୋଇ ସାରିଛି । ସ୍ପଷ୍ଟ କଥା ଏହିକିଯେ ତାକୁ ଖରାପ ଲାଗିବ । କିନ୍ତୁ ଏପରି କେବଳ ସାଧାରଣ ଲୋକଙ୍କ ସହ ହୋଇଥାଏ । କଳାକାର ମାନଙ୍କ ସହ ନୁହେଁ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ଆଗରୁ ନିଜ ପ୍ରେମିକଙ୍କ ଠାରୁ ଗର୍ଭବତୀ ହୋଇଛନ୍ତି । ସତ କଥାଟି ଏହିକିଯେ ତାକୁ ନିଶ୍ଚିତ ଭାବେ ଖରାପ ଲାଗିବ । କିନ୍ତୁ ଏହା ସତ୍ତ୍ୱେ ତାଙ୍କ ବିବାହ ପ୍ରସିଦ୍ଧ ଲୋକଙ୍କ ସହ ହୋଇଥିଲେ ଏବଂ ସେ ଏକ ସୁନ୍ଦର ଜୀବନ ଅତିବାହିତ କରୁଛନ୍ତି । ଆଶ୍ଚର୍ଯ୍ୟ ଜନକ ବିଷୟଟି ଏହିକିଯେ ସତ ଜାଣିବା ପରେ ତାଙ୍କ ଭାବି ସ୍ୱାମୀମାନେ ତାଙ୍କ ସହିତ ଛିଡ଼ା ହୋଇଥିଲେ ।

ସେଲିନା ଜେଟଲୀ

ବିଶ୍ୱ ସୁନ୍ଦରୀ ସେଲିନା ଜେଟଲି ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ଠାରୁ ଗର୍ଭବତୀ ଥିଲେ ଏଥିପାଇଁ ସେମାନେ ଗର୍ଭପାତ କରାଇଥିଲେ । ଏହାପରେ ସେମାନେ ପିଟର୍ ହଗଙ୍କୁ ଡେଟ୍ କଲେ ଓ ତାଙ୍କୁ ବିବାହ କଲେ । ରିପୋର୍ଟ ଅନୁଯାୟୀ ପିଟରଙ୍କୁ ଆଗରୁ ସେଲିନାଙ୍କ ଗର୍ଭାବସ୍ଥା ବିଷୟରେ ଜଣାଥିଲା । ଏହା ସତ୍ତ୍ୱେ ସେମାନେ ସେଲିନାଙ୍କୁ ବିବାହ କରିଥିଲେ । ଜଣାଇଦେଉଛୁ ଯେ, ପିଟରଙ୍କ ଦୁବାଇ ହୋଟେଲର ବ୍ୟବସାୟ ରହିଛି । ସେଲିନା ବର୍ତ୍ତମାନ ନିଜ ସ୍ୱାମୀଙ୍କ ସହିତ ଏବ୍ରଡରେ ସେଟଲ୍ ହୋଇଗଲେଣି ।

କୋଙ୍କଣା ସେନ ଶର୍ମା

କୋଙ୍କଣା ସେନ୍ ଶର୍ମା ବଲିଉଡ଼ ଓ ଦକ୍ଷିଣ ଚଳଚ୍ଚିତ୍ର ଜଗତର ଏକ ଦିଗଜ୍ଜ କଳାକାର ଅଟନ୍ତି । ସୂତ୍ର ଅନୁଯାୟୀ ରଣବିର ଶୋରୀଙ୍କୁ ବିବାହ କରିବା ଆଗରୁ କୋଙ୍କଣା ଆଉ କାହାକୁ ଡେଟ୍ କରୁଥିଲେ ଏବଂ ତାଙ୍କ ଠାରୁ ଗର୍ଭବତୀ ହୋଇଯାଇଥିଲେ । ଯଦିଓ ପରେ ଦୁହେଁ ବିବାହ କରିଥିଲେ । ବର୍ତ୍ତମାନ ଦୁହିଁଙ୍କ ଛାଡ଼ପତ୍ର ହୋଇସାରିଛି ଏବଂ କୋଙ୍କଣା ଏକୁଟିଆ ନିଜ ପୁଅର ଲାଳନପାଳନ କରୁଛନ୍ତି ।

ସାରିକା

ଏପରି କିଛି କାହାଣୀ ହେଉଛି ଅଭିନେତ୍ରୀ ସାରିକାଙ୍କ । କମଳ ହାସନଙ୍କ ପ୍ରେମରେ ପଡ଼ିବା ଆଗରୁ ସେ ଆଉ କାହା ଛୁଆର ମାଁ ହେବାକୁ ଯାଉଥିଲେ । କିନ୍ତୁ ଅବସ୍ଥାକୁ ଲକ୍ଷ୍ୟ କରି ସେ ଗର୍ଭପାତର ସାହାରା ନେଲେ । ଏହା ଜାଣି ମଧ୍ୟ କମଳ ହାସନ୍ ତାଙ୍କୁ ବିବାହ କରିଥିଲେ ଏବଂ ପରେ ଯାଇ ତାଙ୍କର ଦୁଇଟି ଝିଅକୁ ଜନ୍ମ ଦେଇଥିଲେ । ଖବର ଆସିଥିଲା ଯେ ସାରିକା ବିବାହ ପୂର୍ବରୁ କମଳ ହାସନଙ୍କ ଠାରୁ ଗର୍ଭବତୀ ହୋଇଯାଇଥିଲେ ଏଥିପାଇଁ ଦୁହେଁ ଖୁବଶୀଘ୍ର ବିବାହ କରି ନେଇଥିଲେ ।

ଅମୃତା ଅରୋଡ଼ା

ଏବେ ଅମୃତା ଅରୋଡ଼ାଙ୍କ ନାମ ଆସୁଛି । ଅମୃତା ଅରୋଡ଼ା ଅଭିନେତ୍ରୀ ମଳାଇକା ଅରୋଡ଼ାଙ୍କ ଛୋଟ ଭଉଣୀ ଅଟନ୍ତି । ଅମୃତା ଅରୋଡ଼ା ୨୦୦୯ରେ ବ୍ୟବସାୟୀ ଶକିଲ୍ ଲଦାକଙ୍କୁ ବିବାହ କରିଥିଲେ । ଖବର ଅନୁଯାୟୀ ଅମୃତାଙ୍କ ବିଷୟରେ ମଧ୍ୟ କୁହାଯାଏ ଯେ ସେ ବିବାହ ଆଗରୁ ଗର୍ଭବତୀ ହୋଇଯାଇଥିଲେ । ବିବାହ ପରେ ସେ ତୁରନ୍ତ ଘୋଷଣା ମଧ୍ୟ କରି ଦେଇଥିଲେ ଯେ ସେ ମାଁ ହେବାକୁ ଯାଉଛନ୍ତି । ଏହି ଷ୍ଟୋରିରେ ଟ୍ଵିଷ୍ଟ ଏହିକିଯେ ବିବାହ ପୂର୍ବରୁ ଅମୃତା ଆଉ କାହାକୁ ନୁହେଁ ବରଂ ନିଜ ଭାବି ସ୍ୱାମୀ ଠାରୁ ଗର୍ଭବତୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *