ଏମାନେ ଅଟନ୍ତି CID ଧାରାବାହିକର କଳାକାରଙ୍କ ନିଜ ଜୀବନ ସାଥି । ଦୟାଙ୍କ ସ୍ତ୍ରୀ ସମସ୍ତଙ୍କ ଠାରୁ ଅଟନ୍ତି ଖୁବ୍ ସୁନ୍ଦର !

ଏମାନେ ଅଟନ୍ତି CID ଧାରାବାହିକର କଳାକାରଙ୍କ ନିଜ ଜୀବନ ସାଥି । ଦୟାଙ୍କ ସ୍ତ୍ରୀ ସମସ୍ତଙ୍କ ଠାରୁ ଅଟନ୍ତି ଖୁବ୍ ସୁନ୍ଦର !

୨୨ ବର୍ଷରୁ ଚାଲିଆସୁଥିବା ଧାରାବାହିକ CID ସମସ୍ତଙ୍କ ହୃଦୟକୁ ଜିତିଥିଲା । ଏହି ଧାରାବାହିକକୁ ଦେଖିବାକୁ ଦର୍ଶକମାନେ ଖୁବ୍ ପସନ୍ଦ କରନ୍ତି । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ଏହାର ପ୍ରଥମ ଏପିସୋଡ଼ ୨୧ ଜାନୁଆରୀ ୧୯୯୮ରେ ପ୍ରସାରିତ ହୋଇଥିଲା । ଯାହାକି ଆଜି ପର୍ଯ୍ୟନ୍ତ ଲୋକମାନେ ଏହି ଧାରାବାହିକକୁ ବହୁତ ପସନ୍ଦ କରୁଛନ୍ତି । ଏହି ଧାରାବାହିକରେ କିଛି ଚରିତ୍ରର ଅଭିନୟ ଲୋକଙ୍କ ହୃଦୟକୁ ଜିତି ତାଙ୍କ ହୃଦୟରେ ରାଜ୍ କରୁଛନ୍ତି । ଆଜି ଆମେ ଆପଣଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ୩ଟି ଅଭିନେତାଙ୍କ ଜୀବନ ସାଥିଙ୍କ ବିଷୟରେ କହିବୁ ।

୧) ଏସିପି ପ୍ରଦ୍ୟୁମନ୍ –

google

ଏସିପି ପ୍ରଦ୍ୟୁମନଙ୍କ ଚରିତ୍ରରେ ଶିବାଜୀ ସାତମ୍ ଅଭିନୟ କରିଥିଲେ । ତାଙ୍କ ଜନ୍ମ ୧୯୫୦ରେ ହୋଇଥିଲା । ଟିଭି ଧାରାବାହିକ ଛଡ଼ା ସେ ବଲିଉଡ଼ର ଅନେକ ଚଳଚିତ୍ରରେ ମଧ୍ୟ କାମ କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଅରୁଣା ସାତମ୍ ଓ ତାଙ୍କର ଗୋଟିଏ ପୁଅ ଅଛି ମଧ୍ୟ ଅଛି ଯାହାର ନାମ ଅଭିଜିତ୍ ସାତମ୍ ଅଟେ । ଅଭିଜିତ୍ ସାତମ୍ ମଧ୍ୟ ଏକ ଟିଭି ଅଭିନେତା ଅଟନ୍ତି ।

୨) ଇନ୍ସପେକ୍ଟର୍ ଦୟା –

google

ଇନ୍ସପେକ୍ଟର୍ ଦାୟା ଚରିତ୍ରରେ ଦୟାନନ୍ଦ ସେଟ୍ଟୀ ଅଭିନୟ କରିଥିଲେ । ଦୟାନନ୍ଦ ସେଟ୍ଟୀଙ୍କ ଜନ୍ମ ୧୧ ଡିସେମ୍ବର ୧୯୬୯ରେ ହୋଇଥିଲା । ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଦୟାନନ୍ଦ ସେଟ୍ଟୀ ସିଂଘମ୍ ରିଟନ୍ସରେ ମଧ୍ୟ କାମ କରିଥିଲେ । ଅନେକ ଧାରାବାହିକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ସ୍ମିତା ସେଟ୍ଟୀ ଅଟେ । ତାଙ୍କର ଗୋଟିଏ ସୁନ୍ଦର ଝିଅ ମଧ୍ୟ ଅଛି ।

୩) ଅଭିଜିତ୍ –

google

ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ଅଭିଜିତ୍ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ନାମ ହେଉଛି ଆଦିତ୍ୟ ଶ୍ରୀବାସ୍ତବ । ସେ ୨୧ ଜୁଲାଇ ୧୯୬୮ରେ ଜନ୍ମ ହୋଇଥିଲେ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ସେ ଏକ ଅଭିନେତା ହେବାସହ ଏକ ପ୍ରୋଡ୍ୟୁସର୍ ଓ ଭୋଇସ୍ ଓଭର୍ ମଧ୍ୟ କରନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ମାନସୀ ଶ୍ରୀବାସ୍ତବ ଅଟେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *