ଦେଖନ୍ତୁ, ଯେତେବେଳେ ସର୍ବସାଧାରଣରେ ଏହି ଅଭିନେତ୍ରୀ ମାନଙ୍କର ପୋଷାକ ଦେଲା ଧୋକା ! କେହି ସମ୍ଭାଳି ନେଲେ ପୁଣି ଆଉ କେତେକ ହେଲେ ଅପମାନିତ…

ଦେଖନ୍ତୁ, ଯେତେବେଳେ ସର୍ବସାଧାରଣରେ ଏହି ଅଭିନେତ୍ରୀ ମାନଙ୍କର ପୋଷାକ ଦେଲା ଧୋକା ! କେହି ସମ୍ଭାଳି ନେଲେ ପୁଣି ଆଉ କେତେକ ହେଲେ ଅପମାନିତ…

ବଲିଉଡର ସମସ୍ତ ଅଭିନେତ୍ରୀ ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି, କିନ୍ତୁ କେବେ କେବେ ସେମାନଙ୍କର ଏହି ଫ୍ୟାଶନ୍ ଏବଂ ଷ୍ଟାଇଲ୍ ସେମାନଙ୍କ ପାଇଁ ସମସ୍ୟା ହୋଇଯାଏ । ବଲିଉଡର ଅନେକ ଅଭିନେତ୍ରୀ ନିଜ ଫ୍ୟାଶନ୍ ଯୋଗୁଁ ସମସ୍ୟାରେ ପଡି ସାରିଛନ୍ତି ଏବଂ ଅନେକଥର ସେମାନଙ୍କୁ ଅପମାନର ସମ୍ମୁଖୀନ କରିବାକୁ ପଡିଛି ।

ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ବଲିଉଡର ଏଭଳି କିଛି ଅଭିନେତ୍ରୀ ମାନଙ୍କ ଫୋଟ ଦେଖାଇବୁ, ଯେଉଁମାନଙ୍କର ଷ୍ଟାଇଲ୍ ଏବଂ ଫ୍ୟାଶନ୍ ସେମାନଙ୍କୁ ଖରାପ ପରିସ୍ଥିତିର ସମ୍ମୁଖୀନ କରାଇଛି ।

ଏହି ଫୋଟ କ୍ୟାଟ୍ରିନା କୈଫଙ୍କର ଅଟେ । ସେ ଏକ ଚଳଚ୍ଚିତ୍ରର ପ୍ରମୋଶନ୍ ସମୟରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିଲେ, ସେହି ସମୟରେ ତାଙ୍କ ଛୋଟ ଫ୍ରକ୍ ଡ୍ରେସ୍ ତାଙ୍କୁ ଧୋକା ଦେଇଥିଲା ।

ଏହି ଫୋଟ ଅଭିନେତ୍ରୀ ନର୍ଗିସ୍ ଫଖରୀଙ୍କର ୨୦୧୪ ମସିହାର ଅଟେ ଯେତେବେଳେ ସେ ଇଣ୍ଡିଆନ୍ ବ୍ରାଇଡ଼ାଲ୍ ଫ୍ୟାଶନ୍ ଉଇକରେ ରାମ୍ପ ୱାକ୍ କରୁଥିଲେ । ଏହି ସମୟ ମଧ୍ୟରେ ସେ ଶୋ’ଷ୍ଟପର୍ ମଧ୍ୟ ଥିଲେ ଏବଂ ରାମ୍ପରେ ୱାକ୍ କରିବାପାଇଁ ପହଞ୍ଚିବା ମାତ୍ରେ ତାଙ୍କ ଡ୍ରେସ୍ ତାଙ୍କୁ ଧୋକା ଦେଇଥିଲା ।

ପ୍ରିୟଙ୍କା ଚୋପ୍ରା ଅନେକଥର ନିଜ ଫ୍ୟାଶନ୍ ଯୋଗୁଁ ଟ୍ରୋଲ୍ ହୋଇ ସାରିଛନ୍ତି । ଅନେକଥର ସେ ତାଙ୍କର କେତେକ ଡ୍ରେସ୍ ଯୋଗୁଁ ଖରାପ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ଯେତେବେଳେ ମିଡ଼ିଆର ନଜର ତାଙ୍କ ଉପରେ ପଡ଼ିଥାଏ ସେ ତାଙ୍କ ଭୁଲକୁ ଲୁଚାଇବା ପାଇଁ ଚେଷ୍ଟା କରିଥିବାର ଦେଖା ଯାଇଥାନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କର ଏହି ଫୋଟ ୨୦୧୯ ମସିହାର ଅଟେ । ସେତେବେଳେ ପ୍ରିୟଙ୍କା କାନ୍ସରେ ରେଡ୍ କାର୍ପେଟରେ ୱାକ୍ କରିବାପାଇଁ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ଡ୍ରେସ୍ ତାଙ୍କ ପାଇଁ ସମସ୍ୟା ହୋଇ ଯାଇଥିଲା, ଯେତେବେଳେ ଲୋ ତଳକୁ ଖସି ଯାଇଥିଲା କିନ୍ତୁ ଅଭିନେତ୍ରୀ ପୋଜ୍ ଦେବା ଷ୍ଟାଇଲରେ ତାକୁ ଢାକି ଦେଇଥିଲେ ଏବଂ ପରେ ସୁଯୋଗ ମିଳିବା ମାତ୍ରେ ତାକୁ ସଜାଡି ନେଇଥିଲେ ।

ଏହି ଫୋଟ ସୋନମ୍ କପୁରଙ୍କର ଅଟେ । ନିକଟରେ ଏକ କମ୍ପାନୀର କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପହଞ୍ଚିଥିବା ସୋନମ୍ କପୁରଙ୍କୁ ଯେତେବେଳେ ମାଇକ୍ ସମ୍ମୁଖରେ କିଛି କହିବାପାଇଁ ଆମନ୍ତ୍ରଣ କରାଯାଇଥିଲା ସେତେବେଳେ ତାଙ୍କର ଏହି ଡ୍ରେସ୍ ତାଙ୍କୁ ଧୋକା ଦେଇଥିଲା ।

ବିଗ୍ ବସ୍ ରୁ ଲାଇମଲାଇଟରେ ଆସିଥିବା ଗୌହର୍ ଖାନ୍ “ଲ୍ୟାକମି ଫ୍ୟାଶନ୍ ଉଇକ”ରେ ରାମ୍ପ ୱାକ୍ କରୁଥିଲେ, ସେହି ସମୟରେ ତାଙ୍କ ପ୍ୟାଣ୍ଟ ୱାନ୍ ପିସ୍ ଟୁ ପିସ୍ ହୋଇ ଯାଇଥିଲା । ଏହି ସମୟ ତାଙ୍କୁ ଅନେକ ଲଜ୍ଜିତ କରିଥିଲା ।

କରିନା କପୁର୍ ଏକ ସମାରୋହକୁ ଭାରତୀୟ ପୋଷାକରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ବ୍ଲାଉଜରେ ଲାଗିଥିବା ପିନ୍ କାରଣରୁ ତାଙ୍କୁ ଅନେକ ଆଲୋଚନାର ସମ୍ମଖିନ କରିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *