ପ୍ରତ୍ୟେକ ପତ୍ନୀ ନିଜ ସ୍ୱାମୀ ଠାରୁ ଲୁଚାଇ ରଖିଥାନ୍ତି ଏହି ୮ଟି କଥା । ଜାଣନ୍ତୁ ପତ୍ନୀଙ୍କ ଗୁପ୍ତ ରହସ୍ୟ !

ପ୍ରତ୍ୟେକ ପତ୍ନୀ ନିଜ ସ୍ୱାମୀ ଠାରୁ ଲୁଚାଇ ରଖିଥାନ୍ତି ଏହି ୮ଟି କଥା । ଜାଣନ୍ତୁ ପତ୍ନୀଙ୍କ ଗୁପ୍ତ ରହସ୍ୟ !

ମହିଳା ହୁଅନ୍ତୁ ଅଥବା ପୁରୁଷ ପ୍ରତ୍ୟେକ ଜୀବନରେ କିଛି ଏଭଳି କଥା ରହିଥାଏ ଯାହାକୁ ସେ କାହାରି ଆଗରେ ସେୟାର କରିବାକୁ ପସନ୍ଦ କରିନଥାନ୍ତି । ଏପରିକି ନିଜ ଜୀବନସାଥୀ ମାନଙ୍କ ସହିତ ମଧ୍ୟ ନୁହେଁ । ଯଦି ମହିଳାଙ୍କ ବିଷୟରେ କଥା ଉଠିଥାଏ ତା’ହେଲେ ସେମାନେ କିଛି କଥାକୁ ନିଜ ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥାନ୍ତି । ପ୍ରତି ମହିଳାଙ୍କର କିଛି ଗୁପ୍ତ କଥା ରହିଥାଏ ଯାହାକୁ ସେ କାହାରି ଆଗରେ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ ।

ଆସନ୍ତୁ ଜାଣିବା ସେହି ଗୁପ୍ତ ରହସ୍ୟ ବିଷୟରେ ଯାହାକୁ ମହିଳାମାନେ ନିଜର ପତିଙ୍କ ସହିତ ସେୟାର କରିବାକୁ ପସନ୍ଦ କରିନଥାନ୍ତି ।

୧. ପ୍ରତ୍ୟେକ ମହିଳାର ଏକ ଗୁପ୍ତକଥା ଥାଏ କି ତାହାର କେହି ଜଣେ ପ୍ରିୟ ରହିଥାଏ :-

google

ପ୍ରତ୍ୟେକ ମହିଳାଙ୍କର ଏକ ସିକ୍ରେଟ କ୍ରସ୍ ରହିଥାନ୍ତି ଓ ଏହିବିଷୟରେ ସେମାନେ ନିଜର ପତିଙ୍କୁ ଜଣାଇନଥାନ୍ତି । ଏହି କଥାକୁ ମହିଳାମାନେ ସର୍ବଦା ଲୁଚାଇ ରଖିଥାନ୍ତି । କାହା ଉପରେ କ୍ରସସ୍ ରହିବା ଏହା ଏକ ସ୍ୱାଭାବିକ କଥା ଅଟେ ଓ ଏଥିରେ କୌଣସି ଭୁଲ୍ ନଥାଏ । କିନ୍ତୁ ବିବାହ ପରେ ମହିଳାଟି ତାହାର ସ୍ୱାମୀକୁ କ୍ରସ୍ ବିଷୟରେ କହିନଥାଏ କାରଣ ତାକୁ ଭୟ ରହିଥାଏ କି ଏହାଦ୍ୱାରା ସେମାନଙ୍କ ବିବାହ ସମ୍ପର୍କରେ କିଛି ଖରାପ ପରିସ୍ଥିତି ଉପୁଜିବ । କିନ୍ତୁ କିଛି ମହିଳା ଥାଆନ୍ତି ଯିଏକି ଏହିକଥା ନିଜ ସାଙ୍ଗକୁ କହିଥାନ୍ତି କିନ୍ତୁ ସ୍ୱାମୀଙ୍କୁ କହିବାକୁ ସେମାନଙ୍କର ସାହାସ ପାଇନଥାଏ ।

୨. ନିଜ ହୃଦୟର କଥା ଲୁଚାଇ ରଖିଥାନ୍ତି :-

ଆପଣ ଜାଣିଥିବେ ଯେ, ପ୍ରତି ପତି ଓ ପତ୍ନୀଙ୍କ ମଧ୍ୟରେ କିଛି କଥାକୁ ନେଇ ସାଧାରଣ ଝଗଡା ହୋଇଥାଏ । ଦାମ୍ପତ୍ୟ ଜୀବନକୁ ନେଇ ଝଗଡା ଲାଗି ରହିଥାଏ କାରଣ କୌଣସି ଏକ ଜିନିଷ ଉପରେ ଦୁଇଟି ଲୋକଙ୍କର ଅଲଗା ଚିନ୍ତାଧାର ରହିଥାଏ । ବେଳେବଳେ ଏହିପରି ହୋଇଥାଏ ଦମ୍ପତ୍ତି ମାନଙ୍କର କୌଣସି କଥା ଉପରେ ସମାନ ସହମତି ରହିନଥାଏ । ବେଳେବେଳେ କିଛି ମହିଳା ମାନଙ୍କର ସହମତି ତାଙ୍କ ସ୍ୱାମୀଙ୍କ ସହିତ ମେଳ ଖାଇନଥାଏ କିନ୍ତୁ ସେମାନେ ଏହାକୁ ନିଜ ସ୍ୱାମୀଙ୍କ ସମ୍ମୁଖରେ ପ୍ରକାଶ କରନ୍ତି ନାହିଁ ।

୩. ସ୍ୱାମୀ-ସ୍ତ୍ରୀଙ୍କର ଏକ ଖାସ୍ ମୁହୂର୍ତ୍ତର ଅନୁଭବ :-

google

ପତି-ପତ୍ନୀଙ୍କ ଏକ ଖାସ୍ ମୁହୂର୍ତ୍ତ ବିଷୟରେ ଜଣେ ସ୍ତ୍ରୀ କେବେ ଏହା କହିବାକୁ ପସନ୍ଦ କରିନଥାଏ । ଜଣେ ସ୍ତ୍ରୀ ବିଲକୁଲ ଚାହୁଁନଥାଏ କି ସେହି ମୁହୂର୍ତ୍ତର ଅନୁଭବକୁ ତା’ ସ୍ବାମୀ ସହିତ ସେୟାର କରିବାକୁ । ଯେବେ ଜଣେ ପତି ନିଜର ପତ୍ନୀକୁ ପଚାରିଥାଏ ତାଙ୍କର ଏକ ଖାସ୍ ମୁହୂର୍ତ୍ତ ବିଷୟରେ ଏହା ସମ୍ପର୍କରେ ପତ୍ନୀ ଅଳ୍ପ କିଛି ସତକଥା କହିଥାଏ ଓ ନିଜର ସମ୍ପୂର୍ଣ୍ଣ ଭାବନାକୁ ସେ ପ୍ରକାଶିତ କରିନଥାଏ ।

୪. ବ୍ୟକ୍ତିଗତ ରୋଗ ସମ୍ବନ୍ଧରେ କହିନଥାନ୍ତି :-

ଯଦି କୌଣସି ଏକ ନାରୀକୁ ବ୍ୟକ୍ତିଗତ କିଛି ରୋଗ ହୋଇଛି । ସେ ଏହାକୁ ନିଜ ପତି ସହିତ ସେୟାର କରିନଥାଏ କାରଣ ତା’କୁ ଲାଗିଥାଏ ଯଦି ସେ ତା’ର ପତିକୁ ରୋଗ ସମ୍ବନ୍ଧରେ ଅବଗତ କରାଇବ ତା’ହେଲେ ତାହାର ପତି ଚିନ୍ତିତ ହୋଇଯିବ । ଏଥିପାଇଁ ନିଜର ପର୍ସନାଲ ସମସ୍ୟାକୁ ସେ ନିଜର ପତି ସମ୍ମୁଖରେ ପ୍ରକାଶ କରନ୍ତି ନାହିଁ ।

୫. ନିଜର ଖାସ୍ ସାଙ୍ଗମାନଙ୍କ ବିଷୟରେ କହିନଥାଆନ୍ତି :-

google

ପ୍ରତେକ ମହିଳାର ଜଣେ ଖାସ୍ ସାଙ୍ଗ ରହିଥାଏ ଓ ସେ ତାହାର ସେହି ଖାସ୍ ବନ୍ଧୁଙ୍କୁ ନିଜ ପର୍ସନାଲ ସବୁକଥା କହିଦେଇଥାଏ । କିନ୍ତୁ ସେ ତାହାର ସ୍ୱାମୀଙ୍କୁ କହିଥାଏ କି ସେ ତାଙ୍କର ପର୍ସନାଲ ଜୀବନ ଉପରେ କାହାରିକୁ କିଛି କହିନଥାନ୍ତି ।

୬. ନିଜର ଅତୀତ କଥାକୁ ରଖିଥାଏ ଗୁପ୍ତ :-

କୌଣସି ମଧ୍ୟ ବ୍ୟକ୍ତି ନିଜର ଅତୀତ କଥାକୁ ଭୁଲିନଥାଏ । ମହିଳା ମଧ୍ୟ ନିଜର ଅତୀତକୁ କଦାପି ଭୁଲିନଥାନ୍ତି ଓ ତାଙ୍କର ଏକ ପୁରୁଣା ପ୍ରେମିକ ମଧ୍ୟ ରହିଥାଏ । ସେ ନିଜର ଏକ୍ସ ବିଷୟରେ ନିଜର ସ୍ୱାମୀଙ୍କୁ କହିନଥାଏ । ସେ ତାହାର ପୂର୍ବ ପ୍ରେମିକଙ୍କ ସହିତ ବିତାଇଥିବା ପ୍ରେମ ଭରା ଅତୀତକୁ ନିଜ ସ୍ୱାମୀଙ୍କୁ କହିନଥାଏ କାରଣ ତାକୁ ଲାଗିଥାଏ କି ଏହା ତାହାର ବୈବାହିକ ଜୀବନ ଉପରେ ସମସ୍ୟା ଉପୁଜାଇପାରେ ।

୭. ଟଙ୍କା ଲୁଚାଇ ରଖିବାର ସିକ୍ରେଟ୍ :-

google

ପ୍ରତେକ ମହିଳା ନିଜର ସ୍ୱାମୀଙ୍କ ପକେଟରୁ କିଛି ଟଙ୍କା ଲୁଚାଇ ରଖିଥାଏ । ଘରୋଇ ଖର୍ଚ୍ଚରୁ ଯେତେ ଟଙ୍କା ବଞ୍ଚିଥାଏ ସେହି ବଳକା ଟଙ୍କାକୁ ସ୍ତ୍ରୀ ସ୍ୱାମୀଙ୍କୁ ଫେରାଇବା ପରିବର୍ତ୍ତେ ନିଜ ପାଖରେ ରଖିଦେଇଥାଏ । ସେ ଏହାକୁ ଥରେ ନୁହଁ ବରଂ ବାରମ୍ବାର କରିଥାଏ । ଏହା ପଛରେ ମଧ୍ୟ ତାହାର ଭଲ ଗୁଣ ରହିଥାଏ କାରଣ ଅସୁବିଧା ସମୟରେ ସେହି ଟଙ୍କାକୁ ସେ ପରିବାର ପାଇଁ ବ୍ୟବହାର କରିଥାଏ ।

୮. ନିଜର ମେକ୍ ଅପ୍ ସିକ୍ରେଟ୍ କହିନଥାନ୍ତି :-

google

ପ୍ରତ୍ୟେକ ମହିଳାଙ୍କର ମେକ୍ ଅପ୍ ପ୍ରତି ବହୁତ ଦୁର୍ବଳତା ରହିଥାଏ ଓ ସେମାନେ ମେକଅପକୁ ବହୁତ ଭଲ ପାଇଥାଆନ୍ତି । କିନ୍ତୁ ସେ ମେକ୍ ଅପ୍ ବିଷୟରେ ନିଜର ସ୍ୱାମୀଙ୍କୁ କହିନଥାଆନ୍ତି କାରଣ ସେ ନିଜର ସ୍ୱାମୀଙ୍କୁ ତାଙ୍କର ସୁନ୍ଦରତର ରହସ୍ୟ ବିଷୟରେ ଅବଗତ କରିବାକୁ ଚାହିଁନଥାଏ ।

ଏହାଥିଲା ମହିଳାଙ୍କର କିଛି ସିକ୍ରେଟ୍ କଥା ଯାହାକୁ ସେ ନିଜର ପତିଙ୍କ ଠାରୁ ଲୁଚାଇ ରଖିଥାଆନ୍ତି । ଜରୁରୀ ନୁହେଁ କି ପ୍ରତି ମହିଳା ଏହା କରିଥାଏ କିନ୍ତୁ ମନୋବୈଜ୍ଞାନିକ ମାନଙ୍କ ମତରେ ଏହା ହିଁ ଘଟିଥାଏ ।

Leave a Reply

Your email address will not be published. Required fields are marked *