ଟିଭି ଜଗତର ଏହି ୮ ଜଣ ଅଭିନେତ୍ରୀ ଅଟନ୍ତି ଖୁବ୍ ସୁନ୍ଦରୀ । ୭ ନମ୍ବରରେ ଥିବା ଅଭିନେତ୍ରୀଙ୍କ ରହିଛନ୍ତି କୋଟି କୋଟି ଦିୱାନା !

ଟିଭି ଜଗତର ଏହି ୮ ଜଣ ଅଭିନେତ୍ରୀ ଅଟନ୍ତି ଖୁବ୍ ସୁନ୍ଦରୀ । ୭ ନମ୍ବରରେ ଥିବା ଅଭିନେତ୍ରୀଙ୍କ ରହିଛନ୍ତି କୋଟି କୋଟି ଦିୱାନା !

ବଲିଉଡ଼ରେ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ଅଭାବ ନାହିଁ । ଏଠାରେ ଗୋଟିଏରୁ ଗୋଟିଏ ସୁନ୍ଦରୀ ଅଭିନେତ୍ରୀ ଉପସ୍ଥିତ ଅଛନ୍ତି । କିନ୍ତୁ ଅଧିକାଂଶ ଲୋକ ଛୋଟ ପରଦାର ଅଭିନେତ୍ରୀ ତୁଳନାରେ ଚଳଚ୍ଚିତ୍ର ଅଭିନେତ୍ରୀ ମାନଙ୍କୁ ଅଧିକ ମହତ୍ତ୍ୱ ଦିଅନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଛୋଟ ପରଦାରେ ମଧ୍ୟ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦରତା ଓ ପ୍ରତିଭା ମାମଲାରେ କୌଣସି ବଡ଼ ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି । ବାସ୍ତବରେ ସେ ଅନ୍ୟ କୌଣସି ଚଳଚ୍ଚିତ୍ର ଅଭିନେତ୍ରୀ ଠାରୁ ବହୁତ ଅଧିକ ସୁନ୍ଦରୀ ଓ ପ୍ରତିଭାଶାଳୀ ଅଟନ୍ତି । କିନ୍ତୁ ତାଙ୍କ ନାମ ଆଗରେ ଟିଭି ଅଭିନେତ୍ରୀଙ୍କ ଟେଗ୍ ଲାଗିଛି । ଯଦି ଛୋଟ ପରଦାର ଏହି ଅଭିନେତ୍ରୀ ମାନଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିବ ତେବେ ସେମାନେ ଧମାଲ କରିଦେବେ । ଆଜି ଆମେ ଆପଣଙ୍କୁ ଟିଭି ଜଗତର ୫ଟି ଏଭଳି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯେଉଁମାନେ କୌଣସି ବଡ଼ ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି । ଏମାନେ ନିଜ ଶୈଳୀ ଓ ଡ୍ରେସିଂ ସେନ୍ସରୁ ସମସ୍ତଙ୍କୁ ନିଜ ଦିୱାନା କରି ଦେଇଛନ୍ତି । କିଏ ଅଟନ୍ତି ସେହି ଅଭିନେତ୍ରୀ ମାନେ ଆସନ୍ତୁ ଜାଣିବା ।

ଶ୍ରେଣୁ ପାରିଖ

newstrend

ଶ୍ରେଣୁ ପାରିଖ ଟିଭି ଜଗତର ଜଣେ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ନିକଟରେ ଷ୍ଟାର ପ୍ଲାସର ଶୋ ‘ଇସ୍କବାଜ୍’ରେ ଗୌରୀ ଭୂମିକାରେ ଅଭିନୟ କରିଥିଲେ ।

ଜେନିଫର ୱିନଗେଟ୍

newstrend

ଜେନିଫର ୱିନଗେଟ୍ ଛୋଟ ପରଦାର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ଅନେକଗୁଡ଼ିଏ ସୁପରହିଟ୍ ଧାରାବାହିକ ମାନଙ୍କରେ ଅଭିନୟ କରିଛନ୍ତି । ସେ ଦେଖିବାକୁ ଏତେ ସୁନ୍ଦରୀ ଯେ ତାଙ୍କ ଆଗରେ ବଲିଉଡ଼ର ସବୁଠାରୁ ବଡ଼ ଅଭିନେତ୍ରୀ ମାନେ ମଧ୍ୟ ଫିକା ପଡ଼ିଯାଆନ୍ତି । ନିକଟରେ ବନ୍ଦ ହୋଇଥିବା ତାଙ୍କ ଶୋ ‘ବେହଦ୍’ ବହୁତ ହିଟ୍ ହୋଇଥିଲା । ଜଣାଇଦେଉଛୁ ଯେ, ଜେନିଫର ଟିଭି ଜଗତର ହାଇଏଷ୍ଟ ପେଇଡ୍ ବା ଅଧିକ ଟଙ୍କା ଅର୍ଜନ କରୁଥିବା ଅଭିନେତ୍ରୀ ଅଟନ୍ତି ଏବଂ ବର୍ତ୍ତମାନ ସେ ‘ବେପନାହ’ରେ ନଜର ଆସୁଛନ୍ତି ।

କାଞ୍ଚି ସିଂହ

newstrend

କାଞ୍ଚି ସିଂହ ବହୁତ କମ୍ ସମୟରେ ନିଜର ପରିଚୟ ସୃଷ୍ଟି କରିଦେଇଛନ୍ତି । କାଞ୍ଚି ଷ୍ଟାର ପ୍ଲସର ପ୍ରସିଦ୍ଧ ଧାରାବାହିକ ‘ୟେ ରିଷତା କ୍ୟା କହଲତା ହେ’ରେ ନଜର ଆସୁଥିଲେ । କାଞ୍ଚି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ନିଜ ସରଳତାରୁ ସେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି ।

ଶିବାଙ୍ଗି ଯୋଶୀ

newstrend

ଶିବାଙ୍ଗି ଯୋଶୀ ମଧ୍ୟ ଷ୍ଟାର ପ୍ଲସର ଧାରାବାହିକ ‘ୟେ ରିଷତା କ୍ୟା କହଲତା ହେ’ରେ ନଜର ଆସନ୍ତି । ଏହି ଧାରାବାହିକରେ ସେ ‘ନାୟରା’ ଭୂମିକାରେ ଅଭିନୟ କରୁଥିଲେ । ଶିବାଙ୍ଗି ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ।

ଦୀପିକା ସିଂହ

newstrend

ଷ୍ଟାର ପ୍ଲସର ସୁପରହିଟ୍ ଧାରାବାହିକ ‘ଦିୟା ଓର ବାତି ହମ୍’ ରେ ଦୀପିକା ସନ୍ଧ୍ୟାଙ୍କ ଭୂମିକାରେ ନଜର ଆସୁଥିଲେ । ତାଙ୍କର ଏହି ଚରିତ୍ରକୁ ଦର୍ଶକଙ୍କ ଠାରୁ ବହୁତ ପ୍ରେମ ମିଳିଥିଲା । ଦୀପିକା ଦେଖିବାକୁ ଖୁବ୍ ସୁନ୍ଦରୀ ଅଟନ୍ତି । କିଛି ଲୋକ ତାଙ୍କ ତୁଳନାରେ ଶ୍ରୀଦେବୀଙ୍କ ସହିତ କରନ୍ତି ।

କ୍ରତିକା ସେଙ୍ଗର

newstrend

କ୍ରତିକା ସେଙ୍ଗର କଲର୍ସ ଧାରାବାହିକରେ ‘କସମ୍ ତେରେ ପ୍ୟାର୍ କି’ରେ ତନୁଜା ଭୂମିକାରେ ଅଭିନୟ କରିଥିଲେ । କ୍ରତିକା ଦେଖିବାକୁ ଖୁବ୍ ସୁନ୍ଦରୀ ଅଟନ୍ତି ଏବଂ ତାର ଗଣନା ଟିଭିର ସବୁଠାରୁ ଅଭିନେତ୍ରୀଙ୍କ ମଧ୍ୟରେ କରାଯାଏ ।

ଦିବ୍ୟାଙ୍କା ତ୍ରିପାଠୀ

newstrend

ଦିବ୍ୟାଙ୍କା ତ୍ରିପାଠୀ ଷ୍ଟାର ପ୍ଲସର ଧାରାବାହିକ ‘ୟେ ହେ ମୋହବତେ’ରେ ଇଶିତାଙ୍କ ଚରିତ୍ରରେ ଅଭିନୟ କରୁଥିଲେ । ଦିବ୍ୟାଙ୍କା ଦେଖିବାକୁ ଖୁବ୍ ସୁନ୍ଦରୀ ଦେଖାଯାଆନ୍ତି । ତାଙ୍କ ଫ୍ୟାନ୍ ଫୋଲୋଇଂ କୌଣସି ବଲିଉଡ଼ ଅଭିନେତ୍ରୀ ଠାରୁ କମ୍ ନୁହେଁ । ଦିବ୍ୟାଙ୍କା ଟିଭିର ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତ୍ରୀ ଅଟନ୍ତି । ଲକ୍ଷ ଲକ୍ଷ ଲୋକ ତାଙ୍କର ଦିୱାନା ଅଟନ୍ତି ।

ରୁବିନା ଦିଲାଇକ

newstrend

ରୁବିନା ଦିଲାଇକ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦରୀ । ତାଙ୍କ ନାମ ଛୋଟ ପରଦାର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆସେ । ରୁବିନା ‘ଶକ୍ତି ଅସ୍ତିତ୍ବ କେ ଅହସାସ୍ କି’ରେ ଏକ କିନ୍ନରଙ୍କ ଭୂମିକାରେ ନଜର ଆସୁଥିଲେ ।

Leave a Reply

Your email address will not be published. Required fields are marked *