ବାପ ପୁଅ ଉଭୟଙ୍କ ସହିତ ପରଦାରେ ରୋମାନ୍ସ କରିସାରିଛନ୍ତି ଏହି ୬ ଜଣ ପ୍ରସିଦ୍ଧ ଅଭିନେତ୍ରୀ ମାନେ !

ବାପ ପୁଅ ଉଭୟଙ୍କ ସହିତ ପରଦାରେ ରୋମାନ୍ସ କରିସାରିଛନ୍ତି ଏହି ୬ ଜଣ ପ୍ରସିଦ୍ଧ ଅଭିନେତ୍ରୀ ମାନେ !

ବଲିଉଡ଼ରେ କିଛି ଅଭିନେତ୍ରୀ ଏପରି ମଧ୍ୟ ଅଛନ୍ତି ଯିଏ ପରଦାରେ ପିତା ଓ ପୁତ୍ର ଉଭୟଙ୍କ ସହ ପରଦାରେ ରୋମାନ୍ସ କରିଛନ୍ତି । ଏପରି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣଙ୍କ ନାମ ହେଉଛି ମାଧୁରୀ ଦୀକ୍ଷିତ । ମାଧୁରୀ ଚଳଚ୍ଚିତ୍ର ଦୟାବାନରେ ବିନୋଦ ଖାନ୍ନାଙ୍କ ସହିତ ପ୍ରେମର ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର “ଆରଜୁ”ରେ ତାଙ୍କ ପୁଅ ଅକ୍ଷୟ ଖାନ୍ନାଙ୍କ ସାଥିରେ ମଧ୍ୟ ହିରୋଇନ ଭାବରେ ନଜର ଆସିଛନ୍ତି । ଆସନ୍ତୁ ଜାଣିବା ଏପରି ଅନ୍ୟ ଅଭିନେତ୍ରୀଙ୍କ ବିଷୟରେ:-

google

ଜୟା ପ୍ରଦା ଓ ଧର୍ମେନ୍ଦ୍ରଙ୍କ ଯୋଡ଼ି ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଧର୍ମେନ୍ଦ୍ରଙ୍କ ପରେ ଜୟା ପ୍ରଦାଙ୍କ ଯୋଡ଼ି ତାଙ୍କ ପୁଅ ସନୀ ଦେଓଲଙ୍କ ସହିତ ହେଲା । ଜୟା ଜବରଦସ୍ତ ଓ ବୀରତାରେ ସନୀଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସନ୍ତି ।

google

ଡିମ୍ପଲ କପଡ଼ିଆ ବିନୋଦ ଖାନ୍ନାଙ୍କ ସାଥିରେ “ଖୁନ୍ କା କର୍ଜ ଓ ଇଂସାଫ” ଭଳି ଚଳଚ୍ଚିତ୍ର ମାନଙ୍କରେ ରୋମାନ୍ସ କରୁଥିବାର ନଜର ଆସନ୍ତି ।

google

ଚଳଚ୍ଚିତ୍ର ଦିଲ ଚାହତା ହେ ରେ ଡିମ୍ପଲ ବିନୋଦ ଖାନ୍ନାଙ୍କ ପୁଅ ଅକ୍ଷୟ ଖାନ୍ନା ସହିତ ମଧ୍ୟ ରୋମାନ୍ସ କରୁଥିବାର ନଜର ଆସିଛନ୍ତି।

google

ଡିମ୍ପଲ କପଡ଼ିଆ ଧର୍ମେନ୍ଦ୍ର ଓ ସନୀ ଦେଓଲ ଉଭୟଙ୍କ ସହିତ ହିଁ ସ୍କ୍ରିନରେ ଯୋଡ଼ି ଭାବେ ନଜର ଆସିଛନ୍ତି ।

google

ଅମୃତା ସିଂହ ନିଜ ଫିଲ୍ମୀ କ୍ୟାରିୟର ସନୀ ଦେଓଲଙ୍କ ସହିତ ଆରମ୍ଭ କରିଥିଲେ । ପରେ ଧର୍ମେନ୍ଦ୍ରଙ୍କ ସହିତ ମଧ୍ୟ ସେ ଏକ ଚଳଚ୍ଚିତ୍ରରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।

google

ହେମା ମାଳିନୀ ଚଳଚ୍ଚିତ୍ର “ସପନୋ କା ସୌଦାଗର” ଠାରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ରାଜ୍ କପୂର ତାଙ୍କ ହିରୋ ଥିଲେ । ଏହା ପରେ ହେମା ରାଜ କପୂରଙ୍କ ପୁଅ ରଣଧୀର ଓ ରିଷି କପୂରଙ୍କ ସହିତ ମଧ୍ୟ ପରଦାରେ ନଜର ଆସିଛନ୍ତି ।

ଶ୍ରୀଦେବୀ ମଧ୍ୟ ଧର୍ମେନ୍ଦ୍ର ଓ ସନୀ ଦେଓଲ ଉଭୟଙ୍କ ସହିତ ଚଳଚ୍ଚିତ୍ରରେ ରୋମାନ୍ସ କରିଥିବାର ନଜର ଆସିଥିଲେ।

Leave a Reply

Your email address will not be published. Required fields are marked *