ସ୍ତ୍ରୀ’ ଶରୀରରେ ଥିବା ଏହି ୬ଟି ଚିହ୍ନ ସ୍ୱାମୀ ଏବଂ ପରିବାରକୁ କରିଥାଏ ମଲାମଲ୍  !

ସ୍ତ୍ରୀ’ ଶରୀରରେ ଥିବା ଏହି ୬ଟି ଚିହ୍ନ ସ୍ୱାମୀ ଏବଂ ପରିବାରକୁ କରିଥାଏ ମଲାମଲ୍ !

ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଜଣାଇବୁ ସ୍ତ୍ରୀ ଶରୀରରେ ଥିବା ଏହି ୬ଟି ଚିହ୍ନ ତାଙ୍କ ସ୍ୱାମୀ ଏବଂ ପରିବାରକୁ କରିଥାଏ ଭାଗ୍ୟବାନ୍ । ବନ୍ଧୁଗଣ ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଇଥାଏ ଏବଂ ଭାରତୀୟ ସମାଜରେ ସ୍ତ୍ରୀଙ୍କୁ ଦେବୀଙ୍କ ଭଳି ସ୍ନମାନ ଦିଆ ଯାଇଥାଏ । ପ୍ରକୃତି ଅନୁସାରେ ନାରୀମାନଙ୍କୁ ସଂସାରର ପରିଚାଳନାର ମୁଖ୍ୟ ଦାଇତ୍ୱ ଦିଆ ଯାଇଛି ଏବଂ ବିବାହ ପରେ ପତିଙ୍କ ଘରକୁ ଆସି ସେଠାରେ ସାରା ଜୀବନ ବଞ୍ଚିବା ମଧ୍ୟ ଗୁରୁତ୍ୱ ପୂର୍ଣ କାର୍ଯ୍ୟ ହୋଇଥାଏ ।

କୁହାଯାଇଥାଏ ଯେ ଜଣେ ସ୍ତ୍ରୀ ନିଜ ଘରକୁ ସ୍ୱର୍ଗ ପରି ରଖିବାରେ ସମର୍ଥ ହୋଇଥାଏ ଏବଂ ନିଜ ପତି ଏବଂ ପରିବାର ପାଇଁ ଲକ୍ଷ୍ମୀ ସମାନ ହୋଇଥାଏ । ଜଣେ ନାରୀ କେତେ ଭାଗ୍ୟଶାଳୀ ଏହା ତାଙ୍କର ଅଙ୍ଗରୁ ଜଣା ପଡିଥାଏ । ନାରୀମାନଙ୍କ ଅଙ୍ଗରୁ ଜଣାପଡିଥାଏ କି ସେମାନେ ତାଙ୍କ ପତିଙ୍କୁ କେତେ ପ୍ରେମ ମଧ୍ୟ କରନ୍ତି । ଏପରିକି ସାମୁଦ୍ରିକ ଶାସ୍ତ୍ରରେ ଉଲ୍ଲେଖ ରହିଛିକି ମହିଳାମାନଙ୍କ ଏପରି କିଛି ଅଙ୍ଗ ଯାହାକି ସ୍ୱଭାଗ୍ୟଶାଳିର ଲକ୍ଷଣ ଅଟେ । ଏହା ସେହି ମହିଳାଙ୍କର କିଛି ବିଶେଷ ଗୁଣକୁ ପଦର୍ଶନ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ନାରୀମାନଙ୍କ ଶାରୀରିକ ଗଠନ ଏବଂ ବିଶେଷ ଗୁଣ ବିଷୟରେ । ତେବେ ଏହାକୁ ସମ୍ପୂର୍ଣ୍ଣ ପଢନ୍ତୁ ।

A young woman with a fresh nose piercing looking off camera

ନମ୍ବର ୧. ନାକ ପାଖରେ କଳାଯାଇ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ନାକ ପାଖରେ କଳାଯାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାରୀମାନଙ୍କ ପତି ଏବଂ ପରିବାର ଧନୀ ସ୍ୱଭାବର ହୋଇଥାଆନ୍ତି ।

ନମ୍ବର ୨. ଗୋଲାପୀ ପାଦ । ଯେଉଁ ମହିଳାମାନଙ୍କ ପାଦ କୋମଳ ହୋଇଥାଏ ଏବଂ ଗୋଲାପୀ ହୋଇଥାଏ ସେହି ମହିଳାମାନେ ଭାଗ୍ୟଶାଳୀ ହୋଇଥାଆନ୍ତି । ସେମାନେ ନିଜ ପତିଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରିଥାଆନ୍ତି ।

ନମ୍ବର ୩. ଗଭୀର ନାଭି । ଯେଉଁ ନାରୀମାନଙ୍କ ନାଭି ବଡ଼ ହୋଇଥାଏ ସେମାନେ ଧନବାନ ଏବଂ ଭାଗ୍ୟଶାଳୀ ହୋଇଥାଆନ୍ତି । ଏବଂ ପରିବାରପାଇଁ ଶୁଭ ସଂକେତ ମଧ୍ୟ ହୋଇଥାଆନ୍ତି ।

ନମ୍ବର ୪. ଲମ୍ବା କେଶ । ସାଙ୍ଗମାନେ ଯେଉଁ ନାରୀମାନଙ୍କ ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ଅଟନ୍ତି । ହିନ୍ଦୁଧର୍ମ ଅନୁସାରେ ସ୍ୱଭାଗ୍ୟବତୀର ପ୍ରତୀକ ବୋଲି ମାନ୍ୟତା ରହିଛି ।

ନମ୍ବର ୫. ପାଦତଳ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ନାରୀମାନଙ୍କ ପାଦତଳେ ତ୍ରିକୋଣାକୃତି ଚିହ୍ନ ରହିଥାଏ ସେହି ମହିଳା ବୁଦ୍ଧିମାନ ହୋଇଥାଆନ୍ତି ଏବଂ ଅସମୟରେ ନିଜ ପରିବାରର ସହାୟତା ମଧ୍ୟ କରିଥାଆନ୍ତି ।

ନମ୍ବର ୬. ପାଦତଳେ ଶଙ୍ଖ । ଯେଉଁ ନାରୀମାନଙ୍କ ପାଦତଳେ ଶଙ୍ଖ ଚିହ୍ନ ରହିଥାଏ ସେମାନେ ଆଗାମୀ ଜୀବନରେ ଧନୀ ହୋଇଥାଆନ୍ତି । ସେ ନିଜେ କିମ୍ବା ତାଙ୍କ ପତିଙ୍କର କୌଣସି ଉଚ୍ଚ ପଦ୍ଧତି ମଧ୍ୟ ରହିଥାଏ । ବନ୍ଧୁଗଣ ଯେଉଁ ସ୍ତ୍ରୀ କିମ୍ବା ନାରୀଙ୍କର ଶରୀରରେ ଏହି ୬ଟି ଚିହ୍ନ ରହିଥାଏ ସେମାନଙ୍କ ସ୍ୱାମୀ ଏବଂ ପରିବାର ବହୁତ ଭାଗ୍ୟବାନ ଅଟନ୍ତି ।

Leave a Reply

Your email address will not be published. Required fields are marked *