ଦେଖିବାକୁ ଶାନ୍ତଶିଷ୍ଟ କିନ୍ତୁ ନାକ ଉପରେ ରାଗ ନେଇ ଜନ୍ମ ହୋଇଥାନ୍ତି ଏହି ୬ଟି ନାମର ଝିଅ ! ଜାଣନ୍ତୁ ଏହି ୬ଟି ନାମ ମଧ୍ୟରେ ଆପଣଙ୍କ ନାମ ନାହିଁ ତ…

ଦେଖିବାକୁ ଶାନ୍ତଶିଷ୍ଟ କିନ୍ତୁ ନାକ ଉପରେ ରାଗ ନେଇ ଜନ୍ମ ହୋଇଥାନ୍ତି ଏହି ୬ଟି ନାମର ଝିଅ ! ଜାଣନ୍ତୁ ଏହି ୬ଟି ନାମ ମଧ୍ୟରେ ଆପଣଙ୍କ ନାମ ନାହିଁ ତ…

ଜ୍ୟୋତିଷ ଦୁନିଆରେ ନାମର ଖୁବ୍ ମହତ୍ତ୍ୱ ରହିଛି । ନାମର ପ୍ରଥମ ଅକ୍ଷରରୁ ଜ୍ୟୋତିଷ ଶାସ୍ତ୍ରରେ ଆମକୁ ଜଣା ପଡ଼ିଥାଏ ଯେ କାହାର ଜୀବନରେ ଖୁସି ଏବଂ ଦୁଃଖ କେବେ ଏବଂ କିପରି ଆସିବ । ନାମରୁ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣା ଯାଇଥାଏ । ଆଜି ଆମେ ଆପଣଙ୍କୁ B, H, L, P, R ଏବଂ S ନାମକ ଝିଅଙ୍କ ସ୍ଵଭାବ କହିବାକୁ ଯାଉଛୁ । ଆମେ ଆପଣଙ୍କୁ କହିବୁ ଯେ ଯେଉଁ ଝିଅଙ୍କ ନାମ B, H, L, P, R ଏବଂ Sରୁ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ଵଭାବ କିପରି ହୋଇଥାଏ ।

‘B’ ନାମର ଝିଅଙ୍କ ସ୍ୱଭାବ :-

ଯେଉଁ ଝିଅଙ୍କ ନାମ Bରୁ ଆରମ୍ଭ ହୋଇଥାଏ ତାଙ୍କ ସ୍ୱଭାବ ସଫା ହୃଦୟର ହୋଇଥାଏ । କିନ୍ତୁ କଥା କଥାରେ କ୍ରୋଧ ଆସିବା ଏମାନଙ୍କର ସବୁଠାରୁ ବଡ଼ ସମସ୍ୟା ଅଟେ । ପ୍ରାୟତଃ ଏହି ନାମର ଝିଅମାନେ ନିଜ କ୍ରୋଧକୁ ଅନ୍ୟ ଉପରେ ବାହାର କରିଥାନ୍ତି । କିନ୍ତୁ ଅଧିକ କ୍ରୋଧିତ ହେବା ସତ୍ତ୍ୱେ ବି ଏମାନେ ଭଲ ମଣିଷ ହୋଇଥାନ୍ତି ।

‘H’ ନାମର ଝିଅଙ୍କ ସ୍ୱଭାବ :-

ଏହି ନାମର ଝିଅମାନେ ଅନ୍ୟ ମାନଙ୍କ ସହିତ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଏମାନେ ଘରେ ସମସ୍ତଙ୍କର ଧ୍ୟାନ ରଖନ୍ତି । ଏମାନେ ନିଜ ଘର ପରିବାରର ମାନ ସମ୍ମାନ ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥାଆନ୍ତି । କଥା କଥାରେ କ୍ରୋଧ ଆସିବା ଏମାନଙ୍କର ସବୁଠାରୁ ଭୟଙ୍କର ସ୍ୱଭାବ ହୋଇଥାଏ । ଏମାନେ ନିଜ କ୍ରୋଧରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ ଏବଂ ଏହାର କ୍ଷତି ମଧ୍ୟ ତାଙ୍କୁ ସହିବାକୁ ପଡ଼ିଥାଏ ।

‘L’ ନାମକ ଝିଅଙ୍କ ସ୍ୱଭାବ :-

ଏହି ନାମର ଝିଅମାନେ ଏପରି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ ଯାହାଦ୍ୱାରା ସେମାନଙ୍କ ଇମେଜ୍ ଖରାପ ହୋଇଯିବ । ଏପରି ଝିଅମାନେ ସବୁ କାମରେ ଆଗରେ ରହନ୍ତି । ଏହି ନାମର ଝିଅ ମାନଙ୍କୁ ନିଜ ଜୀବନରେ ନୂଆ ନୂଆ ଜିନିଷ ଗ୍ରହଣ କରିବାକୁ ସଉକ ରହିଛି । କିନ୍ତୁ ଏମାନଙ୍କ କ୍ରୋଧ ଏମାନଙ୍କୁ ଦୁର୍ବଳ ବନାଇ ଦେଇଥାଏ । ଏମାନେ କେବେବି କାହା ଉପରେ ନିଜର କ୍ରୋଧ ଦେଖାଇ ଥାନ୍ତି । କିନ୍ତୁ ଏମାନେ ଖୁବ୍ ଭଲ ସ୍ଵଭାବର ହୋଇଥାନ୍ତି ।

‘P’ ନାମର ଝିଅଙ୍କ ସ୍ୱଭାବ :-

ଏହି ନାମର ଝିଅଙ୍କ ସ୍ୱଭାବ କ୍ରୋଧ ଗୁଣର ହୋଇଥାଏ । ଏମାନଙ୍କ ସ୍ୱଭାବ ଅଧିକ କହୁଥିବା କିମ୍ବା ଆଦୌ କହୁନଥିବା ଅର୍ଥାତ ଶାନ୍ତ ହୋଇଥାନ୍ତି । ଏହି ନାମର ଝିଅଙ୍କୁ କମ୍ କହିବା, ନିଜ ଦୁନିଆରେ ବ୍ୟସ୍ତ ରହିବା ପସନ୍ଦ ଥାଏ । ଏମାନେ କେବେବି ନିଜର କ୍ରୋଧ ଅନ୍ୟ ଉପରେ ନୁହେଁ ବରଂ ନିଜ ଉପରେ ଦେଖାଇ ଥାନ୍ତି । ରାଗରେ ଏମାନେ ସବୁବେଳେ ନିଜର କ୍ଷତି କରିଥାନ୍ତି ।

‘R’ ନାମର ଝିଅଙ୍କ ସ୍ୱଭାବ :-

ଏହି ନାମର ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି ତା’ସହିତ ବୁଦ୍ଧିମାନ୍ ମଧ୍ୟ ହୋଇଥାନ୍ତି । ଏହି କାରଣରୁ ଲୋକେ ଏମାନଙ୍କ ଦିଗରେ ସହଜରେ ଆକର୍ଷିତ ହୋଇଯାନ୍ତି । ଏପରି ମହିଳା ସମାଜ ପାଇଁ କାର୍ଯ୍ୟ କରନ୍ତି । କିନ୍ତୁ କ୍ରୋଧ ଏମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ଅଟେ । ଏମାନେ କ୍ରୋଧ ଏବଂ ପ୍ରେମ କରିବା ମଧ୍ୟ ଜାଣନ୍ତି । କିନ୍ତୁ ଏମାନେ ନିଜ ଦୁଃଖ କୁ ଲୁଚାଇ ପାରନ୍ତି ନାହିଁ ।

‘S’ ନାମର ଝିଅଙ୍କ ସ୍ୱଭାବ :-

ଏହି ନାମର ଝିଅମାନେ ପ୍ରେମ ମାମଲାରେ ସାଥ୍ ଦେଉଥିବା ଲୋକ ହୋଇଥାନ୍ତି । କିନ୍ତୁ ଏମାନେ ଶତ୍ରୁତାରେ ମଧ୍ୟ ଖୁବ୍ ଭଲ ତୁଲାଇ ଥାନ୍ତି । ଏମାନେ ଦେଖିବାକୁ ଖୁବ୍ ନିରୀହ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ କ୍ରୋଧ ବହୁତ ଜଲଦି ଆସିଥାଏ । ଏମାନଙ୍କ କ୍ରୋଧ କାରଣରୁ ଲୋକେ ଏମାନଙ୍କ ଠାରୁ ଦୂରେଇ ଯାଇଥାନ୍ତି ।

Leave a Reply

Your email address will not be published. Required fields are marked *