ହିରୋକୁ ଛାଡ଼ି ଭିଲେନଙ୍କୁ ଭଲପାଇଥିଲେ ଏହି ୬ ଜଣ ଅଭିନେତ୍ରୀ ! ଲିଷ୍ଟରେ ବଡ଼ ବଡ଼ ଅଭିନେତ୍ରୀ ମାନେ ମଧ୍ୟ ସାମିଲ ଅଛନ୍ତି ।

ହିରୋକୁ ଛାଡ଼ି ଭିଲେନଙ୍କୁ ଭଲପାଇଥିଲେ ଏହି ୬ ଜଣ ଅଭିନେତ୍ରୀ ! ଲିଷ୍ଟରେ ବଡ଼ ବଡ଼ ଅଭିନେତ୍ରୀ ମାନେ ମଧ୍ୟ ସାମିଲ ଅଛନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଆପଣଙ୍କୁ ଅନେକ ଏପରି ଅଭିନେତ୍ରୀ ମିଲିଯିବେ ଯେଉଁମାନେ ବଲିଉଡ଼ ହିରୋଙ୍କୁ ବିବାହ କରିଛନ୍ତି । ଏହା ଅତି ସାଧାରଣ କଥା ଅଟେ । ତଥାପି କିଛି ଅଭିନେତ୍ରୀ ମାନେ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଜର ଜୀବନସାଥୀ ରୂପରେ କୌଣସି ବଡ଼ ବିଜନେସ୍ ମ୍ୟାନ୍ କିମ୍ବା କ୍ରିକେଟରଙ୍କୁ ବାଛି ନେଇଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଫିଲ୍ମର ଖଳନାୟକଙ୍କୁ ପସନ୍ଦ କରିଥିଲେ ।

ରେଣୁକା ଶହଣେ :-

newstrend

‘ ହମ୍ ଆପକେ ହେ କୌନ୍ ‘ ଫିଲ୍ମରୁ ଘରେ ଘରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ରେଣୁକା ଶହଣେଙ୍କୁ ଆମେ ଅନେକ ଫିଲ୍ମରେ ଦେଖିସାରିଛୁ । ସେ ୨୦୦୧ରେ ଆଶୁତୋଷ ରାଣାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ସନ୍ତାନ ସୌର୍ୟମାନ ରାଣା ଏବଂ ସତ୍ୟେନ୍ଦ୍ର ରାଣା । ଆଶୁତୋଷ ରାଣା ବଲିଉଡ଼ ରେ ଭିଲେନ ଚରିତ୍ରରେ ଅଭିନୟ ପାଇଁ ଖୁବ୍ ପ୍ରସିଦ୍ଧ ଅଟନ୍ତି । ସେ ‘ ଦୁଶମନ୍ ‘, ‘ ସଂଘର୍ଷ ‘, ‘ ବାଦଲ ‘ ଭଳି ଫିଲ୍ମରେ ଭିଲେନର ଭୂମିକାରେ ଅଭିନୟ କରିସାରିଛନ୍ତି ।

ପୂଜା ବାତ୍ରା :-

newstrend

୧୯୯୩ ରେ ମିସ୍ ଇଣ୍ଡିଆର ତାଜ୍ ନିଜ ନାମରେ କରି ସାରିଥିବା ପୂଜା ବାତ୍ରା ୨୦୧୯ରେ ନବାବ ଶାହଙ୍କୁ ବିବାହ କରିଥିଲେ । ନବାବଙ୍କୁ ଆମେ ସମସ୍ତେ ‘ ଟାଇଗର ଜିନ୍ଦା ହେ ‘, ‘ ଡୋନ୍ ୨ ‘ ସହିତ ସାଉଥର ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଦେଖି ସାରିଛୁ । ଏହା ପୂଜାଙ୍କର ଦ୍ଵିତୀୟ ବିବାହ ଥିଲା । ଏହା ପୂର୍ବରୁ ସେ ସୋନୁ ଏସ ଅହଲୁୱାଲିୟାଙ୍କୁ ଛାଡ଼ପତ୍ର ଦେଇଥିଲେ ।

ପୋନୀ ବର୍ମା :-

newstrend

ପୋନୀ ବର୍ମା ବଲିଉଡ଼ର ଜଣାଶୁଣା କରିୟଗ୍ରାଫର ଅଟନ୍ତି । ସେ ୨୦୧୦ରେ ପ୍ରକାଶ ରାଜଙ୍କୁ ବିବାହ କରିଥିଲେ । ପ୍ରକାଶ ବଲିଉଡ଼ ଫିଲ୍ମର ବ୍ରଣ୍ଡେଡ଼ ଭିଲେନ ଅଟନ୍ତି । ସେ ଫିଲ୍ମ ‘ ସିଙ୍ଘମ୍ ‘, ‘ ୱାଣ୍ଟେଡ୍ ‘, ‘ ଦବଙ୍ଗ ୨ ‘ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ।

ନିବେଦିତା ଭଟ୍ଟାଚାର୍ଯ୍ୟ :-

newstrend

ଟିଭି ସିରିଏଲ ଏବଂ ଫିଲ୍ମ ଉଭୟରେ କାମ କରିଥିବା ନିବେଦିତା ଭଟ୍ଟାଚାର୍ଯ୍ୟ ବୋଲିଉଡ଼ ଅଭିନେତା କେ କେ ମେନନଙ୍କୁ ବିବାହ କରିଥିଲେ । କେ କେ ମେନନ୍ ମଧ୍ୟ ବଲିଉଡ଼ର ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିସାରିଛନ୍ତି । ସେ ଯେଉଁ ଚରିତ୍ରରେ ମଧ୍ୟ ଅଭିନୟ କରନ୍ତି ତାହା ପାଇଁ ଖୁବ୍ ପରିଶ୍ରମ କରନ୍ତି ।

କୃତିକା ସେଙ୍ଗର :-

newstrend

କୃତିକା ସେଙ୍ଗର ଟିଭି ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ତାଙ୍କୁ ଆମେ ‘ ରାନୀ ଲକ୍ଷ୍ମୀବାଇ ‘ ଏବଂ ‘ କସମ୍ ତେରେ ପ୍ୟାର କି ‘ ଭଳି ଅନେକ ପ୍ରସିଦ୍ଧ ଶୋ’ରେ ସେ ନଜର ଆସିଛନ୍ତି । ସେ ୨୦୧୪ ରେ ନିର୍ଦ୍ଦେଶକ ପଙ୍କଜ ଧୀରଙ୍କ ପୁଅ ନିକିତନ ଧୀରଙ୍କୁ ବିବାହ କରିଥିଲେ । ନିକିତନ ଧୀରଙ୍କୁ ଆମେ ସମସ୍ତେ ‘ ମିଶନ୍ ଇସ୍ତାମ୍ବୁଲ ‘, ‘ ଚେନ୍ନାଇ ଏକ୍ସପ୍ରେସ୍ ‘, ‘ ଦବଙ୍ଗ ୨ ‘ ଏବଂ ‘ ରେଡ୍ଡୀ ‘ ବ୍ୟତୀତ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଅନସ୍କ୍ରିନରେ ସେ ଜଣେ ଦମଦାର ଭିଲେନ ଭଳି ନଜର ଆସନ୍ତି ।

ଶିବାଙ୍ଗୀ କୋଲ୍ହାପୁରୀ :-

newstrend

ଶିବାଙ୍ଗୀ କୋଲ୍ହାପୁରୀ ୭୦ ଏବଂ ୮୦ ଦଶକରେ ଅଭିନୟ କରୁଥିଲେ । ଏହି ସମୟରେ ସେ ବଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଭିଲେନ ଶାନ୍ତି କପୂରଙ୍କୁ ପସନ୍ଦ କରିଥିଲେ । ସେମାନେ ୧୯୮୨ରେ ଘରୁ ଲୁଚି ପଳାଇ ବିବାହ କରିଥିଲେ । କାରଣ ଶିବାଙ୍ଗୀଙ୍କ ଘରେ ଏହି ବିବାହ ପାଇଁ ରାଜି ନଥିଲେ । ପୁଣି ଶକ୍ତି କପୂର ଙ୍କର ବଲିଉଡ଼ରେ ବନି ଇମେଜ୍ ଥିଲା ଏବଂ ସେ ଅନେକ ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ ।

ଅନସ୍କ୍ରିନରେ କୌଣସି ହିରୋ ହେଉ କିମ୍ବା ଖଳନାୟକ ହେଉ ଏହି କଥାରେ କୌଣସି ଖାସ୍ ଫରକ୍ ପଡିନଥାଏ । କେବଳ ଏହା ଅଧିକ ଉପଯୁକ୍ତ ଅଟେ ଯେ ବ୍ୟକ୍ତି ବାସ୍ତବ ଜୀବନରେ କିପରି । ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି ସେ ଆପଣଙ୍କ ପାଇଁ ଫିଟ କି ନୁହଁ ।

Leave a Reply

Your email address will not be published. Required fields are marked *