ଖରାପ ପଡୋଶୀ ଥିଲେ ଏହି ୫ ଜଣ ବଲିଉଡ ଷ୍ଟାର । ଏମାନଙ୍କ କାର୍ଯ୍ୟକଳାପକୁ ଲୋକମାନେ ଥିଲେ ଚିନ୍ତିତ । ୪ ନମ୍ବର ଜଣକ ବିନା ପୋଷାକରେ ବୁଲୁଥିଲେ !

ଖରାପ ପଡୋଶୀ ଥିଲେ ଏହି ୫ ଜଣ ବଲିଉଡ ଷ୍ଟାର । ଏମାନଙ୍କ କାର୍ଯ୍ୟକଳାପକୁ ଲୋକମାନେ ଥିଲେ ଚିନ୍ତିତ । ୪ ନମ୍ବର ଜଣକ ବିନା ପୋଷାକରେ ବୁଲୁଥିଲେ !

”ଭଲ ପଡ଼ୋଶୀ” ଏହି ଶବ୍ଦ ବହୁତ କମ୍ ହିଁ ଶୁଣିବାକୁ ମିଳିଥାଏ । ସମସ୍ତେ ନିଜ ପଡ଼ୋଶୀମାନଙ୍କୁ ନେଇ ବିରକ୍ତ ରହିଥାନ୍ତି । ଯଦିଓ ପୁଣି ତୁମର ପଡ଼ୋଶୀ ଜଣେ ବଡ ବଲିଉଡ ତାରକା ମଧ୍ୟ ହୁଅନ୍ତୁ ନା କାହିଁକି । ଯେତେବେଳେ କଥା ଶାନ୍ତି ଏବଂ ଆରାମରେ ରହିବା କଥା ଆସିଥାଏ ସେତେବେଳେ ଖରାପ ପଡ଼ୋଶୀଙ୍କ ଠାରୁ ସମସ୍ତେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହିପରି ହିଁ କିଛି ଘଟଣା କହିବାକୁ ଯାଉଛୁ ଯେତେବେଳେ ବଲିଉଡର ବଡ ବଡ ତାରକାମାନେ ଜଣେ ଖରାପ ପଡ଼ୋଶୀ ବୋଲି ସାବ୍ୟସ୍ତ ହୋଇଥିଲେ । ଏହିପରି କି ବିରକ୍ତି ହୋଇ ସେମାନଙ୍କ ପଡ଼ୋଶୀମାନେ ପୋଲିସ୍ ନିକଟରେ ଅଭିଯୋଗ ମଧ୍ୟ ଦାଖଲ କରିଦେଇଥିଲେ ।

ପ୍ରୀତି ଜିଣ୍ଟା

newstrend

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ପରଦା ଉପରେ ବହୁତ କ୍ୟୁଟ୍ ଏବଂ ନିରୀହ ଦେଖାଯାଇଥାନ୍ତି କିନ୍ତୁ ତାଙ୍କ ପଡ଼ୋଶୀମାନଙ୍କ ନଜରରେ ସେ ଏହିପରି ନୁହଁନ୍ତି । ବାସ୍ତବରେ ପ୍ରୀତିଙ୍କ ପଡ଼ୋଶୀମାନଙ୍କ ଅଭିଯୋଗ ଏହା ଯେ, ସେ ତାଙ୍କର ଷ୍ଟାର ହେବାର ଭୁଲ୍ ଫାଇଦା ଉଠାଉଛନ୍ତି । ଯେତେବେଳେ ମଧ୍ୟ ସେ ସୁଇମିଂ ପୁଲ କିମ୍ବା ବଗିଚାକୁ ଯାଆନ୍ତି ସେତେବେଳେ ନିଜ ସାଥିରେ ଦୁଇଟି ବାଉନ୍ସର ମଧ୍ୟ ନେଇଥାନ୍ତି । ଏହିପରି ପରିସ୍ଥିତିରେ ପ୍ରୀତି ଯେତେବେଳ ପର୍ଯ୍ୟନ୍ତ ସୁଇମିଂ ପୁଲ୍ କିମ୍ବା ବଗିଚାରୁ ବାହାରକୁ ଆସିନଥାନ୍ତି ସେତେବେଳ ପର୍ଯ୍ୟନ୍ତ ଏହି ବାଉନ୍ସର ମାନେ ଅନ୍ୟ ପିଲାମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥାନ୍ତି । ଏହି ମାମଲା ୨୦୧୫ ମସିହାରେ ହାଇଲାଇଟ ହୋଇଥିଲା । ସେତେବେଳେ ପ୍ରୀତିଙ୍କ ପଡ଼ୋଶୀମାନେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

କରୀନା କପୂର

newstrend

କରୀନା କପୂରଙ୍କୁ ସର୍ଵଦା ଯୁବା ହୋଇ ରହିବାକୁ ପସନ୍ଦ । ଏଥିପାଇଁ ସେ ନିଜ ଶରୀରର ବହୁତ ଯତ୍ନ ରଖିଥାନ୍ତି କିନ୍ତୁ ଯୁବା ଅନୁଭବ କରିବା ପାଇଁ ଅନେକ ପାର୍ଟି ମଧ୍ୟ କରିଥାନ୍ତି । ଏହିଭଳି ପରିସ୍ଥିତିରେ ଥରେ କରୀନା ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ ଯେଉଁଥିରେ ଅନେକ ବଲିଉଡ ତାରକା ଏବଂ ମିଡିଆ ଲୋକ ତାଙ୍କ ଘର ପାଖାପାଖି ବୁଲୁଥିଲେ । କରୀନାଙ୍କ ପଡ଼ୋଶୀମାନଙ୍କୁ ଏହିପରି ମାତ୍ରାଧିକ ଭିଡ଼ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି ଦ୍ୱାରା ଅସୁବିଧା ହେଉଥିଲା । ଏପରିକି ସେମାନେ ପାର୍ଟି ବନ୍ଦ କରିବା ପାଇଁ କଥିତ ଭାବେ ପୋଲିସଙ୍କୁ ମଧ୍ୟ ଡାକିଦେଇଥିଲେ।

ଐଶ୍ବର୍ଯ୍ୟା ରାୟ

newstrend

ସେହି ସମୟ ମନେ ଅଛି ଯେତେବେଳେ ଐଶ୍ବର୍ଯ୍ୟା ଏବଂ ସଲମାନଙ୍କ ବ୍ରେକ୍ ଅପ୍ ଚାଲୁଥିଲା ? ସେହି ସମୟରେ ଏହି ଦୁଇଜଣ ବଡ଼ ବିବାଦ ମଧ୍ୟରେ ଘେରି ରହିଥିଲେ । ସେହି ସମୟରେ ଐଶ୍ବର୍ଯ୍ୟା ଲୋଖଣ୍ଡୱାଲାରେ ରହୁଥିଲେ । ଥରେ ସଲମାନ ଐଶ୍ବର୍ଯ୍ୟାଙ୍କ ଘରେ ପହଞ୍ଚି ଯାଇଥିଲେ ଏବଂ ଜୋରରେ ଚିତ୍କାର କରି ତାଙ୍କ କବାଟକୁ ବାଡେଇ ହଙ୍ଗାମା କରୁଥିଲେ । ଐଶ୍ବର୍ଯ୍ୟା ସେତେବେଳେ କବାଟ ଖୋଲି ନଥିଲେ କିନ୍ତୁ ସଲମାନଙ୍କ ଏହିପରି ଡ୍ରାମା ହେତୁ ପଡୋଶୀ ମାନେ ନିଶ୍ଚିତ ଭାବେ ବିରକ୍ତ ହୋଇଯାଇଥିଲେ । ଏହିପରି ପରିସ୍ଥିତିରେ ସେମାନେ ଐଶ୍ବର୍ଯ୍ୟାଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ ।

ଶକ୍ତି କପୂର

newstrend

ଶକ୍ତି କପୂର ବଲିଉଡର ଅଧିକାଂଶ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି । ଥରେ ସେ ତାଙ୍କ ପଡ଼ୋଶୀମାନଙ୍କ ପାଇଁ ମଧ୍ୟ ସତରେ ଜଣେ ଭିଲେନ୍ ହୋଇଯାଇଥିଲେ । ବାସ୍ତବରେ ବହୁ ସମୟ ପୂର୍ବର କଥା ଅଟେ, ଶକ୍ତି କପୁରଙ୍କ ପଡ଼ୋଶୀମାନଙ୍କ ଅଭିଯୋଗ ଥିଲା କି ଶକ୍ତି ତାଙ୍କ ଲିଫ୍ଟରେ ପରିସ୍ରା କରିଥିଲେ । କେବଳ ଏତିକି ହିଁ ନୁହଁ ସେ କରିଡରରେ ବିନା ପୋଷାକରେ ଉଲଗ୍ନ ହୋଇ ମଧ୍ୟ ବୁଲିଥାନ୍ତି । ଏହି ମାମଲାରେ ଯେତେବେଳେ ପଡୋଶୀମାନେ ପୋଲିସରେ ଅଭିଯୋଗ କରିଥିଲେ ସେତେବେଳେ ଶକ୍ତିଙ୍କୁ ତାଙ୍କ ପଡ଼ୋଶୀ ମାନଙ୍କ ଠାରୁ କ୍ଷମା ମଧ୍ୟ ମାଗିବାକୁ ପଡିଥିଲା ।

ଶାହିଦ୍ କପୂର

newstrend

ଥରେ ଶାହିଦ କପୂରଙ୍କ ଘର ମରାମତି କାମ ଚାଲୁଥିଲା । ଏହି ସମୟରେ ବହୁତ କୋଳହ ମଧ୍ୟ ହେଉଥିଲା । ଏଥିରେ ଶାହିଦଙ୍କ ପଡ଼ୋଶୀମାନେ ଏତେ ବିବ୍ରତ ହୋଇଯାଇଥିଲେ କି, ସେମାନେ ଏହା ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ସେମାନଙ୍କର ଏହା ମଧ୍ୟ ଅଭିଯୋଗ ଥିଲା କି, ମରାମତି କରୁଥିବା ଶ୍ରମିକ ମାନେ ଆମ ଘରର କାନ୍ଥ ଉପରେ ପରିସ୍ରା କରିଦେଉଛନ୍ତି ।

Leave a Reply

Your email address will not be published. Required fields are marked *