ନିଜର ପ୍ରଥମ ସନ୍ତାନକୁ ହରେଇ ସାରିଛନ୍ତି ଏହି ୫ ଜଣ ଅଭିନେତ୍ରୀ ! କାନ୍ଦି କାନ୍ଦି ହୋଇଯାଇଥିଲା ଖରାପ ଅବସ୍ଥା…

ବଲିଉଡ ଷ୍ଟାରଙ୍କ କର୍ମ ଜୀବନ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ କିଛି ପୀଡ଼ା ଏହିପରି ହୋଇଥାଏ; ଯାହା ଏହି ତାରକାମାନେ ଲୋକଲୋଚନକୁ ଆଣିବା ପାଇଁ ଦିଅନ୍ତି ନାହିଁ । ଯେତେବେଳେ କୌଣସି ମହିଳା ପ୍ରଥମ ଥର ପାଇଁ ମାଁ ହୁଅନ୍ତି, ତେବେ ତାଙ୍କ ପାଇଁ ଏହା ଦୁନିଆର ସବୁଠାରୁ ବଡ଼ ଖୁସି ଅଟେ । ମାଁ ହେବାର ସୁଖ ମହିଳାମାନଙ୍କ ପାଇଁ ବହୁତ ବଡ଼ ସୁଖ ଅଟେ । ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଅଭିନେତ୍ରୀମାନଙ୍କ ବିଷୟରେ ଜଣାଇବୁ ଯେଉଁମାନଙ୍କୁ ନିଜର ପ୍ରଥମ ସନ୍ତାନର ଖୁସି ନିଜ ଭାଗ୍ୟରେ ନଥିଲା । ଏହି ଅଭିନେତ୍ରୀ ମାନେ ନିଜର ପ୍ରଥମ ସନ୍ତାନକୁ ହରେଇ ବସିଥିଲେ । ଚାଲନ୍ତୁ ଜାଣିବା ଏହା ବିଷୟରେ…

୧) କାଜଲ :

ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗଣଙ୍କ ପତ୍ନୀ କାଜଲ ବର୍ତ୍ତମାନରେ ୨ଟି ଶିଶୁର ମାଁ ଅଟନ୍ତି । ଯଦିଓ ଏମାନଙ୍କ ପ୍ରଥମ ସନ୍ତାନ ଦୁନିଆକୁ ଆସିବା ପୂର୍ବରୁ ହିଁ ଭଗବାନଙ୍କ ପାଖକୁ ଚାଲି ଯାଇଥିଲା । ଇକଟୋପିକ ପ୍ରେଗନେନ୍ସି ରୋଗ ପାଇଁ କାଜଲଙ୍କ ପ୍ରଥମ ସନ୍ତାନ ଏହି ଦୁନିଆରେ ପାଦ ରଖିପାରିଲା ନାହିଁ ।

୨) ଶିଳ୍ପା ସେଟ୍ଟୀ :

ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲେ ମଧ୍ୟ କୌଣସି କାରଣ ବଶତଃ ଅଳ୍ପ ଦିନ ମଧ୍ୟରେ ହିଁ ମୃତ୍ୟୁ ବରଣ କରିଥିଲା । ବର୍ତ୍ତମାନ ଶିଳ୍ପା ସେଟ୍ଟୀଙ୍କ ଗୋଟିଏ ପୁଅ ଅଛି, ଯାହାଙ୍କ ନାମ ବିବାନ କୁନ୍ଦ୍ରା ଅଟନ୍ତି ।

୩) କିରଣ ରାଓ :

କିରଣ ରାଓ ବଲିଉଡ଼ର ଜଣାଶୁଣା ଅଭିନେତା ଆମୀର ଖାଁଙ୍କ ପତ୍ନୀ ଅଟନ୍ତି । ୨୦୦୫ରେ କିରଣ ରାଓଙ୍କ ବିବାହ ଆମୀର ଖାଁଙ୍କ ସହିତ ହୋଇଥିଲା । କିରଣ ରାଓ ମଧ୍ୟ ନିଜର ପ୍ରଥମ ସନ୍ତାନକୁ ହରେଇ ବସିଥିଲେ ।

୪) ନତାଶା ଖାଁ :

୨୦୦୫ରେ ନତାଶା ଖାଁ ଏବଂ ଫରଦୀନ ଖାଁଙ୍କ ବିବାହ ହୋଇଥିଲା । ନତାଶା ଖାଁ ମଧ୍ୟ ନିଜର ପ୍ରଥମ ସନ୍ତାନକୁ ହରେଇ ବସିଥିଲେ ।

୫) ରଶ୍ମି ଦେଶାଇ :

ନିଜର ପ୍ରଥମ ସନ୍ତାନକୁ ହରେଇବା ଦୁଃଖ କଣ ଅଟେ ତାହା ରଶ୍ମି ଦେଶାଇଙ୍କୁ ମଧ୍ୟ ଜଣା । ରଶ୍ମି ଦେଶାଇଙ୍କ ବିବାହ ୨୦୧୨ରେ ହୋଇଥିଲା କିନ୍ତୁ ଦୁହେଁଙ୍କ ଛାଡପତ୍ର ହୋଇଯାଇଥିଲା । ରଶ୍ମି ଦେଶାଇ ନିଜର ପ୍ରଥମ ସନ୍ତାନକୁ ହରେଇ ବସିଥିଲେ ।

Be the first to comment

Leave a Reply

Your email address will not be published.


*