ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ସମର୍ଥକ ଅଟନ୍ତି ଏହି ୫ଟି ଅଭିନେତ୍ରୀ । ଚତୁର୍ଥ ସ୍ଥାନରେ ଥିବା ଅଭିନେତ୍ରୀ ଦେଇଥାନ୍ତି ବିରୋଧୀମାନଙ୍କୁ ସଠିକ୍ ଜବାବ !

୨୦୧୪ରେ ନରେନ୍ଦ୍ର ମୋଦି ବହୁମତରୁ ସରକାର ଗଢିଥିଲେ ଏବଂ ଏହାପରେ ୨୦୧୯ରେ ମଧ୍ୟ ତାଙ୍କୁ ବହୁମତରୁ ସରକାର ଗଢିବା ପାଇଁ ସୁଯୋଗ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ରୂପରେ ନରେନ୍ଦ୍ର ମୋଦି କେତେଗୁଡ଼ିଏ ମୁଖ୍ୟ ନିଷ୍ପତ୍ତି ନେଇଛନ୍ତି ଯେଉଁଥିରୁ ଭାରତର କିଛି ଲୋକ ଖୁସି ଆଉ କିଛି ଲୋକ ବହୁତ ଦୁଃଖିତ ହୋଇଥିଲେ । ଦେଶର ଜନତା ଭିନ୍ନ ଭିନ୍ନ ଦଳରେ ବାଣ୍ଟି ହୋଇଗଲେ ଏବଂ ଏଥି ମଧ୍ୟରୁ କିଛି ବଲିଉଡ଼ କଳାକାର ମାନେ ମଧ୍ୟ ସାମିଲ୍ ଅଛନ୍ତି । ନରେନ୍ଦ୍ର ମୋଦିଙ୍କ ସମର୍ଥକ ହୋଇଥିବା ଏହି ଅଭିନେତ୍ରୀଗଣ ସର୍ବଦା ତାଙ୍କର ସମସ୍ତ ନିଷ୍ପତ୍ତିରେ ତାଙ୍କୁ ସହଯୋଗ କରୁଛନ୍ତି । ନରେନ୍ଦ୍ର ମୋଦି ଦେଶର ଏପରି ଗୋଟିଏ ପ୍ରଧାନମନ୍ତ୍ରୀ ଅଟନ୍ତି ଯାହାଙ୍କୁ ଦୁନିଆର ଶକ୍ତିଶାଳୀ ନେତା ବୋଲି କୁହାଯାଉଛି ।

ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଜଣାଇଉଥିବା ଅଭିନେତ୍ରୀଗଣ

newstrend

ଦେଶର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ପ୍ରଭାବୀ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରାଯିବ ଓ ନରେନ୍ଦ୍ର ମୋଦିଙ୍କ ନାମ ନ ଆସିବ ଏପରି ହୋଇ ନପାରେ । ସମ୍ପୂର୍ଣ୍ଣ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନେତା ମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନାମ ମଧ୍ୟ ସାମିଲ୍ ରହିଛି । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ନ କରି ରହିପାରିଲେ ନାହିଁ । ଆନ୍ତର୍ଜାତିକ ଗଣମାଧ୍ୟମରେ ଏହାକୁ ପ୍ରକାଶିତ କରାଯାଇଛି ଯେ ମୋଦି ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ପ୍ରଭାବଶାଳୀ ସରକାର ଅଟନ୍ତି । ଏଠାରେ ଆମେ ଆପଣଙ୍କୁ ନରେନ୍ଦ୍ର ମୋଦିଙ୍କ ସମର୍ଥନ କରୁଥିବା କିଛି ଅଭିନେତ୍ରୀ ଗୁଡ଼ିକ ବିଷୟରେ କହିବୁ ।

ଶିଳ୍ପା ସେଟ୍ଟୀ

newstrend

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପା ସେଟ୍ଟୀଙ୍କ ମଧ୍ୟରେ ଗୋଟିଏ ସମାନତା ରହିଛି ଯେ ଏମାନେ ନିଜର ଫିଟନେସକୁ ନେଇ ଜାଗୃତ ରୁହନ୍ତି । ଗତ ଦିନ ଗୁଡ଼ିକରେ ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସୁସ୍ଥ ଭାରତ ଅଭିଯାନରେ (ଫିଟ୍ ଇଣ୍ଡିଆ) ଶିଳ୍ପା ଏଥିରେ ଅଂଶଗ୍ରହଣ କରି ଏହା ସାବ୍ୟସ୍ତ କରିଛନ୍ତି ଯେ ସେ ମୋଦିଙ୍କ କେତେ ବଡ଼ ସମର୍ଥକ ଅଟନ୍ତି । ସେହିପରି ଶିଳ୍ପା ରାଜନୀତିରେ ସେତିକି ରୁଚି ରଖନ୍ତି ନାହିଁ କିନ୍ତୁ ମୋଦିଙ୍କ ଅଭିଯାନରୁ ସେ ବହୁତ ଖୁସିରେ ଅଛନ୍ତି ।

ଅନୁଷ୍କା ଶର୍ମା

newstrend

ଭାରତୀୟ କ୍ରିକେଟ ଦଳର କପ୍ତାନ ବିରାଟ କୋହଲିଙ୍କ ସ୍ତ୍ରୀ ଓ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି । ଅନୁଷ୍କା ଓ ବିରାଟଙ୍କ ରିସେପ୍ସନ ପାର୍ଟିରେ ନରେନ୍ଦ୍ର ମୋଦି ଆସିଥିଲେ ଓ ଯେଉଁ ଜୋଶରେ ଦୁହେଁ ତାଙ୍କୁ ସହିତ ଦେଖା କଲେ ଏଥିରୁ ତାଙ୍କର ସମର୍ଥନ ସ୍ପଷ୍ଟ ନଜର ଆସୁଛନ୍ତି । ଗତ ଲୋକସଭା ନିର୍ବାଚନରେ ମଧ୍ୟ ଅନୁଷ୍କା ମୋଦିଙ୍କ ସମର୍ଥନରେ ଭୋଟ କରିବା ପାଇଁ କହିଥିଲେ ।

ଜୁହି ଚାୱଲା

newstrend

CAA ସମର୍ଥନରେ ଖୋଲାଖୋଲି ଭାବେ ସମ୍ମୁଖକୁ ଆସିଲେ ଜୁହି ଚାୱଲା, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ କହିଲେ ଏହା ମୋଦି ସରକାରଙ୍କ ଦ୍ଵାରା ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ଜୁହି ଚାୱଲା ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ଭାବେ ପ୍ରଶଂସା କରିଥିଲେ । ମୁମ୍ବାଇର ଗେଟ୍ ୱେ ଅଫ ଇଣ୍ଡିଆରେ ହୋଇଥିବା CCAର ଗୋଟିଏ ସମର୍ଥନ ସମାରୋହରେ ଜୁହି ମଞ୍ଚକୁ ଆସିଲେ ଓ ସେଠାରେ ସେ ନରେନ୍ଦ୍ର ମୋଦିଙ୍କ ପରିଶ୍ରମ ଓ ତାଙ୍କର ବ୍ୟକ୍ତିତ୍ୱକୁ ମଧ୍ୟ ସେ ବହୁତ ପ୍ରଶଂସା କଲେ ।

କଙ୍ଗନା ରନୌତ

newstrend

ବଲିଉଡ଼ କୁଇନ ଅଭିନେତ୍ରୀ କଙ୍ଗନା ରୌନତ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ସମୟରେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟର ପ୍ରଶଂସା କରାଯାଉଛି । କଙ୍ଗନା ଆରମ୍ଭରୁ ହିଁ ମୋଦିଙ୍କୁ ସମର୍ଥନ କରିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଦେଇଥିବା ଗୋଟିଏ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ମୋଦି ଦେଶର ଏପରି ପ୍ରଥମ ପ୍ରଧାନମନ୍ତ୍ରୀ ଅଟନ୍ତି ଯିଏକି କଳା ଓ ସଂସ୍କୃତିର ଗଭୀର ଜ୍ଞାନ ରଖନ୍ତି। ଏହା ପୂର୍ବରୁ କେହି ମଧ୍ୟ ବଲିଉଡ଼କୁ ଏତିକି ସମ୍ମାନ ପ୍ରଦାନ କରନ୍ତି ନାହିଁ ।

ଇଶା କୋପ୍ପିକୋର

newstrend

ଇଶା କୋମ୍ପିକର ଅଭିନେତ୍ରୀ ଇଶା ମଧ୍ୟ ମୋଦି ପ୍ରଶଂସକ ଅଟନ୍ତି ଏବଂ ସେ ମୋଦିଙ୍କୁ ସହଯୋଗ କରିବା ପାଇଁ ନିଜେ ବିଜେପି ସହ ଜଡ଼ିତ ହୋଇଛନ୍ତି । ଇଣ୍ଡିଆ ଟିଭି ସହିତ କଥାବାର୍ତ୍ତା କରିବା ସମୟରେ ଇଶା କହିଛନ୍ତି ଯେ ମୋଦିଙ୍କ ବିଚାର ତାଙ୍କୁ ରାଜନୀତିରେ ଆସିବାକୁ ପ୍ରେରଣା ଦେଇଛନ୍ତି । ସେ ଚାହଁନ୍ତି ଯେ ମୋଦି ବାରମ୍ବାର ପ୍ରଧାନମନ୍ତ୍ରୀ ହେଲେ କାରଣ ସେ ନିଜର ସମସ୍ତ ସଂକଳ୍ପ ପୂରଣ କରନ୍ତି ।

Be the first to comment

Leave a Reply

Your email address will not be published.


*