ଏହି ୪ଟି ନାମର ଝିଅ ଦୁନିଆରେ ହୋଇଥାନ୍ତି କୋଟିଏରେ ଗୋଟିଏ !

ପ୍ରେମ ବିଶ୍ୱାସ ଏବଂ ସମ୍ମାନ ଏହି ୩ଟି ଉପରେ ପତି-ପତ୍ନୀଙ୍କ ସମ୍ପର୍କ ନିର୍ଭର କରିଥାଏ । ଯଦି କୌଣସି କାରଣରୁ ଏହି ୩ଟିରୁ କୌଣସି ଗୋଟିଏର ଅଭାବ ହୋଇଥାଏ, ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଏହି ତିନୋଟି ଜିନିଷ ରହିବା ନିହାତି ଆବଶ୍ୟକ । ତେଣୁ ଜୀବନ ସାଥୀଙ୍କୁ ଖୁସିରେ ରଖିବାପାଇଁ ଅନେକ ଲୋକ ବିଭିନ୍ନ ଉପାୟର ପ୍ରୟୋଗ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ୪ଟି ଅକ୍ଷର ନାମ ଥିବା ଝିଅଙ୍କ ବିଷୟରେ । ଯେଉଁମାନେ କି ନିଜ ଜୀବନ ସାଥୀଙ୍କୁ ଖୁସି କରିବା ସହିତ ତାଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି ।

୧) D ଅକ୍ଷର ଥିବା ଝିଅ –

ଯେଉଁ ଝିଅଙ୍କର D ଅକ୍ଷରରୁ ନାମ ଆରମ୍ଭ ହୋଇଥାଏ, ସେମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ନିଜ ସ୍ୱାମୀଙ୍କୁ ସ୍ୱଚ୍ଛ ହୃଦୟରେ ସେବା କରିଥାନ୍ତି ଏବଂ ସାରା ଜୀବନ ସାଥିରେ ରହିଥାନ୍ତି ।

୨) H ଅକ୍ଷର ଥିବା ଝିଅ –

ଏହି ଅକ୍ଷରର ନାମ ଥିବା ଝିଅ ନିଜ ସ୍ୱାମୀଙ୍କ ପ୍ରତି ସେବା ଭାବ ରଖିଥାନ୍ତି । ସ୍ୱାମୀଙ୍କ ସବୁ କଥାକୁ ଶୁଣିଥାନ୍ତି, ଏମାନେ ନିଜ ସ୍ୱାମୀଙ୍କ ଏତେ ବିଶ୍ୱସ୍ଥ ହୋଇଥାନ୍ତି ଯେ, ସାରା ଜୀବନ ନିସ୍ୱାର୍ଥ ଭାବରେ ତାଙ୍କ ସେବା କରିଥାନ୍ତି ।

୩) K ନାମ ଥିବା ଝିଅ –

ଯେଉଁ ଝିଅଙ୍କ ନାମ K ଅକ୍ଷରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଚ୍ଛ ହୃଦୟବାନ ହୋଇଥାନ୍ତି । ସ୍ୱଚ୍ଛ ହୃଦୟରେ ସ୍ୱାମୀଙ୍କ ସେବା କରିବା ଓ ଖୁସିରେ ରଖିବାକୁ ଅଳ୍ପ ମଧ୍ୟ ଅବହେଳା କରନ୍ତି ନାହିଁ ।

୪) A ଅକ୍ଷର ଥିବା ଝିଅ –

ଏହି ଅକ୍ଷର ନାମ ଥିବା ଝିଅ, ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସ୍ୱଚ୍ଛ ହୃଦୟରୁ ଭଲ ପାଇବା ସାଥି ମିଳିଥାଏ । ଏମାନେ ମଧ୍ୟ ସାଥିଙ୍କ ପ୍ରତି ବିଶ୍ୱସ୍ଥ ହୋଇ ରହିଥାନ୍ତି । ସାରା ଜୀବନ ନିଜ ସ୍ୱାମୀଙ୍କ ସେବା କରିଥାନ୍ତି ଓ ତାହା ସହିତ ନିଜ ପରିବାରର ମଧ୍ୟ ଯତ୍ନ ନେଇଥାନ୍ତି ।

Be the first to comment

Leave a Reply

Your email address will not be published.


*