ଫିଲ୍ମରେ ବୁଢୀ ଚରିତ୍ରରେ ଅଭିନୟ କରୁଥିବା ଏହି ୪ଟି ଅଭିନେତ୍ରୀ ବାସ୍ତବ ଜୀବନରେ ଦେଖାଯାଆନ୍ତି ବହୁତ ସୁନ୍ଦର ଓ ହଟ୍ !

ଫିଲ୍ମରେ ବୁଢୀ ଚରିତ୍ରରେ ଅଭିନୟ କରୁଥିବା ଏହି ୪ଟି ଅଭିନେତ୍ରୀ ବାସ୍ତବ ଜୀବନରେ ଦେଖାଯାଆନ୍ତି ବହୁତ ସୁନ୍ଦର ଓ ହଟ୍ !

ବନ୍ଧୁଗଣ ଫିଲ୍ମ ଜଗତରେ ମାଆ ଚରିତ୍ରର ଭୂମିକା ସର୍ବଦା ଚର୍ଚ୍ଚାରେ ରହିଥାଏ ଓ ସମୟ ଅନୁସାରେ ତାଙ୍କର ଏହି ଚରିତ୍ର ବିଭିନ୍ ଚରିତ୍ରରେ ମଧ୍ୟ ପରିବର୍ତନ ହୋଇଥାଏ । ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଯିଏକି ଫିଲ୍ମରେ ମାଆ ଚରିତ୍ର ରେ ଅଭିନୟ କରନ୍ତି କିନ୍ତୁ ତାଙ୍କ ଅସଲ ଜୀବନରେ ତାଙ୍କୁ ଦେଖିଲେ ଆପଣ ତାଙ୍କୁ ବିଶ୍ୱାସ କରି ପାରିବେ ନାହିଁ କାରଣ ବାସ୍ତବ ଜୀବନରେ ସେ ଦେଖିବାକୁ ଏତେ ହଟ୍ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୧. ଅର୍ଚନା ଜୋଶ

google

ଅର୍ଚନା ଜୋଶ ୨୦୧୮ KGF ଫିଲ୍ମରେ ସେ ୟସଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ସେ ବାସ୍ତବ ଜୀବନରେ ତାଙ୍କ ବୟସ ବହୁତ କମ୍ ଓ ସେ ବହୁତ ଗ୍ଲାମର ଦେଖାଯିବା ସହ ହଟ୍ ମଧ୍ୟ ଅଟନ୍ତି ।

୨. ରାମିଆ କୃଷ୍ଣନ

google

ରାମିଆ କୃଷ୍ଣନ ତାଙ୍କ ସମୟରେ ଏକ ମସୁର ଅଭିନେତ୍ରୀ ଥିଲେ । ସେ ଚଳଚିତ୍ର ବାହୁବଳୀରେ ମାତା ଶିବଗାମୀ ଦେବୀଙ୍କର ଭୂମିକା କରିଥିଲେ । ସେ ତାଙ୍କ ଫିଲ୍ମ ଜୀବନରେ ୨୦୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ହେଲେ ସେ ତାଙ୍କ ବାସ୍ତବ ଜୀବନରେରେ ବହୁତ ଷ୍ଟାଇଲିସ୍ ଓ ହଟ୍ ଅଟନ୍ତି ।

୩. ନାଦିଆ

google

ନାଦିଆ ଅଧିକତର ସାଉଥ ଫିଲ୍ମରେ ପ୍ରାୟ ମାଆ ଭୂମିକାରେ ଅଭିନୟ କରନ୍ତି ସେ ମିରଚି ଫିଲ୍ମରେ ପ୍ରଭାସଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ସେ ବାସ୍ତବ ଜୀବନରେ ବହୁତ ସୁନ୍ଦର ଓ ଗ୍ଲାମର ଦେଖାଯାଆନ୍ତି ।

୪. ମେହର ଭିଚ

google

ସଲମାନଙ୍କ ଏକ ଫିଲ୍ମ ବଜାରଙ୍ଗୀ ଭାଇଜାନରେ ମେହର ବିଚ ମୁନିର ମାଆ ଭୂମିକାରେ ଅଭିନୟ କରିଥିଲେ ସେ ଏହି ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରିବା ଦ୍ୱାରା ଦର୍ଶକଙ୍କ ତରଫରୁ ତାଙ୍କୁ ବହୁତ ଶୁଭେସ୍ଛା ଆସିଥିଲା । ଏହି ଫିଲ୍ମ ରେ ସେ ବହୁତ ନିରୀହ ଦେଖା ଯିବା ସହ ବହୁତ ଶାନ୍ତଶିଷ୍ଟ ସ୍ୱଭାବର ମଧ୍ୟ ଦେଖାଯାଆନ୍ତି । କିନ୍ତୁ ତାଙ୍କ ବାସ୍ତବ ଜୀବନରେ ସେ ଏକ ମସୁର ଅଭିନେତ୍ରୀ ଓ ସେ ଦେଖିବାକୁ ବହୁତ ଗ୍ଲାମର୍ସ ଓ ବହୁତ ସୁନ୍ଦର ମଧ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *