ସାବଧାନ ! ଭୁଲରେ ମଧ୍ୟ ଧାରଣ କରନ୍ତୁ ନାହିଁ କଇଁଛ ମୁଦି ଏହି ତିନୋଟି ଲୋକ !

ସାବଧାନ ! ଭୁଲରେ ମଧ୍ୟ ଧାରଣ କରନ୍ତୁ ନାହିଁ କଇଁଛ ମୁଦି ଏହି ତିନୋଟି ଲୋକ !

କଇଁଛ ମୁଦିକୁ ଆଜିକାଲି ସମସ୍ତେ ପିନ୍ଧିବା ପାଇଁ ଚାହଁନ୍ତି । ମାନ୍ୟତା ଅନୁସାରେ କଇଁଛ ଆଙ୍ଗୁଠି ପିନ୍ଧିବା ଫଳରେ ଅନେକଗୁଡ଼ିଏ ଲାଭ ହୋଇଥାଏ । ଆଜିକାଲି ଲୋକେ ଜ୍ୟୋତିଷ ଶାସ୍ତ୍ର ପରାମର୍ଶ ଅନୁସାରେ ରତ୍ନକୁ ମୁଦି କିମ୍ବା ବ୍ରେସଲେଟ୍ କରି ହାତ କିମ୍ବା ଗଳାରେ ପିନ୍ଧନ୍ତି । ବର୍ତ୍ତମାନ ଏକ ମୁଦି ସମସ୍ତଙ୍କ ହାତରେ ଶୋଭା ପାଏ ଯାହା କଇଁଛ ମୁଦି ଅଟେ ।

ବଡ଼ ବଡ଼ ଚଳଚ୍ଚିତ୍ର କଳାକାର ମଧ୍ୟ କଇଁଛ ମୁଦି ଧାରଣ କରନ୍ତି । ଏହି କଇଁଛ ମୁଦିକୁ ବାସ୍ତୁଶାସ୍ତ୍ର ଅନୁସାରେ ଶୁଭ ବୋଲି କୁହାଯାଏ । କଇଁଛ ମୁଦି ଧାରଣ କରିବା ଫଳରେ ବ୍ୟକ୍ତି ଜୀବନର ଅନେକଗୁଡ଼ିଏ ସମସ୍ୟା ଦୂର ହୋଇଥାଏ । ଏଥିସହ ମାନ୍ୟତା ଅନୁସାରେ ଏହି ମୁଦି ଧାରଣ କରିବା ଫଳରେ ଆତ୍ମବଳ ବୃଦ୍ଧି ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୌରାଣିକ କାହାଣୀ ଅନୁସାରେ କଇଁଛ ଭଗବାନ ବିଷ୍ଣୁର ଏକ ଅବତାର ଅଟନ୍ତି, ଏଥିପାଇଁ ଏହା ଘରକୁ ସୁଖ ଶାନ୍ତି ନେଇ ଆସେ, ଏହି ମୁଦି ଧାରଣ କରିବା ଫଳରେ ଧୈର୍ଯ୍ୟ, ଶାନ୍ତି, ନିରନ୍ତରତା ଏବଂ ସମୃଦ୍ଧି ଆସେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ କେଉଁ ମାନଙ୍କୁ କଇଁଛ ମୁଦି ଧାରଣ କରିବା ଉଚିତ୍ ନୁହେଁ । ଏହା ଅଟେ କନ୍ୟା, ବିଛା ଓ ମୀନ ରାଶି ଅଟେ ।

ଏହି ରାଶିର ଲୋକଙ୍କୁ ଭୁଲରେ ମଧ୍ୟ ଏହି ମୁଦିର ବ୍ୟବହାର କରିବା ଉଚିତ୍ ନୁହେଁ । ଏମାନଙ୍କ ଗ୍ରହର ଗତି କାରଣରୁ ତାଙ୍କ ବ୍ୟବହୃତ ଜିନିଷ ପତ୍ରର ଓଲଟା ପ୍ରଭାବ ପଡିଥାଏ । ଯଦି ଏହି ୩ଟି ରାଶିର ଲୋକ କଇଁଛ ମୁଦି ଧାରଣ କରନ୍ତି ତେବେ ଏମାନଙ୍କ ବ୍ୟବସାୟ, କାର୍ଯ୍ୟକ୍ଷେତ୍ରରେ ଭାରି କ୍ଷୟକ୍ଷତି ହୋଇପାରେ । ତାଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ଲାଗି ରହେ ।

Leave a Reply

Your email address will not be published. Required fields are marked *