ରାତିରେ ଏହିପରି କିଛି କାମ କରିବା ହେତୁ ସିଧାସଳଖ ଥାନାରେ ପହଞ୍ଚି ଥିଲେ ପତ୍ନୀ ! ପୋଲିସକୁ କହିଥିଲେ କି-ଆଉ ସମ୍ଭାଳି ହେଉ ନାହିଁ…

ରାତିରେ ଏହିପରି କିଛି କାମ କରିବା ହେତୁ ସିଧାସଳଖ ଥାନାରେ ପହଞ୍ଚି ଥିଲେ ପତ୍ନୀ ! ପୋଲିସକୁ କହିଥିଲେ କି-ଆଉ ସମ୍ଭାଳି ହେଉ ନାହିଁ…

ଉତ୍ତର ପ୍ରଦେଶ ରାଜ୍ୟର ଗୋରଖପୁର ଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି । ମାମଲା ଦାୟର କରିଥିବା ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅନେକ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଛନ୍ତି । ଯାହାକୁ ଶୁଣିବା ପରେ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଏହି ମାମଲା ଗୋରଖପୁରର ସାହଜନୱାନ୍ ଥାନା ଅନ୍ତର୍ଗତ ଏକ ଗ୍ରାମର ଅଟେ । ମହିଳା ଜଣକ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ୱାମୀ ତାଙ୍କ ସହିତ ଅପ୍ରିତିକର ଭାବରେ ବଳାତ୍କାର କରିଥିଲେ ଏବଂ ତାଙ୍କ ସହିତ ମାରପିଟ ମଧ୍ୟ କରାଯାଇଥିଲା । ମହିଳାଙ୍କ ଅଭିଯୋଗ ଉପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ସାହଜନୱାନ୍ ଅଞ୍ଚଳର ଗୋଟିଏ ଗ୍ରାମର ଜଣେ ମହିଳା ତିନି ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ପର ଠାରୁ ତାଙ୍କ ସ୍ୱାମୀ ତାଙ୍କୁ ହଇରାଣ କରୁଥିଲେ । ମହିଳା ଜଣକ ପୋଲିସ୍ ନିକଟରେ ଅଭିଯୋଗ କରିବା ସହିତ କହିଥିଲେ କି ତାଙ୍କ ସହିତ ଜବରଦସ୍ତ ଅପ୍ରୀତିକର ଭାବରେ ସମ୍ବନ୍ଧ ରଖାଯାଇଥିଲା ଏବଂ ଏହି ସମୟରେ ତାଙ୍କୁ ମାଡ ମଧ୍ୟ ମରାଯାଇଥିଲା । ମହିଳାଙ୍କ କହିବାନୁସାରେ ବିବାହ ପର ଠାରୁ ତାଙ୍କ ସହିତ ଏହି ସବୁ ଘଟଣା ଘଟୁଥିଲା । ସେ ପ୍ରଥମେ ଭାବୁଥିଲେ କି ସମୟ ସହିତ ସବୁକିଛି ଠିକ୍ ହୋଇଯିବ କିନ୍ତୁ ସମୟ ଗଡିବା ସହିତ ତାଙ୍କ ସ୍ୱାମୀଙ୍କ ପ୍ରତାରଣା ଆହୁରି ବଢିବାକୁ ଲାଗିଲା । ମହିଳା ଜଣକ କହିଛନ୍ତି କି ଯେତେବେଳେ ମଧ୍ୟ ସେ ଅସ୍ୱାଭାବିକ ଭାବେ ସମ୍ପର୍କ ରଖିବାକୁ ମନା କରନ୍ତି, ସେତେବେଳେ ତାଙ୍କ ସହିତ ମାରପିଟ କରାଯାଉଥିଲା ।

ବୁଧବାର ରାତିରେ ମହିଳାଙ୍କ ସ୍ୱାମୀ ତାଙ୍କ ସହିତ ଘୃଣ୍ୟ କାର୍ଯ୍ୟ କରିଥିଲେ । ଯାହାପରେ ମହିଳା ଜଣକ ସିଧା ଥାନରେ ଯାଇ ପହଞ୍ଚି ପୋଲିସ୍ ଠାରୁ ସାହାଯ୍ୟ ଲୋଡିଥିଲେ । ଏହି ଆଧାରରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ୱାମୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି । ଆପଣଙ୍କୁ କହିରଖୁଛୁ କି କିଛି ଦିନ ପୂର୍ବରୁ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏହିପରି ଏକ ମାମଲା ରୁଜୁ କରିଥିଲେ । ଗୋରଖପୁରର ଏହି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ସହିତ ତାଙ୍କ ଉପରେ ଶାରୀରିକ ଦୁର୍ବଳ ହେବାର ଅଭିଯୋଗ ମଧ୍ୟ କରିଥିଲେ । ମହିଳା ଜଣକ ରାମଗଢ଼ତାଲ ଥାନାରେ ଏକ ମାମଲା ରୁଜୁ କରିବା ସହିତ ପୋଲିସକୁ କହିଥିଲେ କି ତାଙ୍କୁ ପ୍ରତାରଣା କରି ବିବାହ କରାଯାଇଛି । ବାସରରାତି ଦିନ ସେ ତାଙ୍କ ସ୍ୱାମୀଙ୍କ ଶାରୀରିକ ଦୁର୍ବଳତା ବିଷୟରେ ଜାଣିଥିଲେ । ଯେଉଁ କାରଣ ହେତୁ ସେ ମାମଲା ପଞ୍ଜିକୃତ କରିଥିଲେ ।

Leave a Reply

Your email address will not be published. Required fields are marked *