ବଲିଉଡର ଏହି ଖଳନାୟକଙ୍କ ପତ୍ନୀ ବହୁତ ସୁନ୍ଦର ଅଟନ୍ତି….

ବଲିଉଡର ଏହି ଖଳନାୟକଙ୍କ ପତ୍ନୀ ବହୁତ ସୁନ୍ଦର ଅଟନ୍ତି….

ବଲିଉଡର ଏହି ଭୟଙ୍କର ଖଳନାୟକଙ୍କର ପତ୍ନୀମାନେ ସମ୍ପୂର୍ଣ୍ଣ ରୁପରେ ସିଧା-ସାଧା ଅଟନ୍ତି ,ଦେଖନ୍ତୁ ଏମାନଙ୍କର ଫୋଟ ।

ବଲିଉଡର ଏହି ଭୟଙ୍କର ଖଳନାୟକଙ୍କର ପତ୍ନୀମାନେ ବହୁତ ସୁନ୍ଦର ଏବଂ ସିଧା-ସାଧା ଅଟନ୍ତି ।

ଫିଲ୍ମରେ ନକାରାତ୍ମକ କିମ୍ବା ଖଳନାୟକର ଭୂମିକାରେ ଅଭିନୟ କରୁଥିବା ତାରକାମାନେ ବାସ୍ତବ ଜୀବନରେ ବହୁତ ଭଲ ହୋଇଥାନ୍ତି ଏବଂ ଏହା ଅନେକ ତାରକାଙ୍କ ଜୀବନରେ ଦେଖିବାକୁ ମିଳିଛି । ଫିଲ୍ମରେ ଯେଉଁ ଖଳନାୟକଙ୍କୁ ଦେଖି ଦର୍ଶକମାନଙ୍କ ମନରେ ଭୟ ଆସି ଯାଇଥାଏ ଏବଂ ଲୋକମାନେ ସେମାନଙ୍କୁ ବାସ୍ତବ ଜୀବନରେ ମଧ୍ୟ ସେହିପରି ଭାବି ନିଅନ୍ତି କାରଣ ସେମାନଙ୍କର ଭୟଙ୍କର ଅଭିନୟ ଯୋଗୁଁ ଲୋକଙ୍କ ମନରେ ସେମାନଙ୍କ ପ୍ରତି ସେହି ଧାରଣା ରହିଥାଏ । ଯଦି ଆପଣ ସେମାନଙ୍କର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଜାଣିବେ ତେବେ ଦେଖିବେ ଯେ ସେମାନେ ଆପଣଙ୍କ ଭଳି ସାଧାରଣ ଜୀବନ ବିତାଉଛନ୍ତି । ଭଲ ମଣିଷ ଭଳି ଖଳନାୟକ ସାଜିବା ତାଙ୍କର କାମର ଏକ ଅଂଶ ଅଟେ । ବଲିଉଡର ଏହି ଭୟଙ୍କର ଖଳନାୟକଙ୍କ ପତ୍ନୀମାନେ ସିଧା-ସାଧା ଏବଂ ବହୁତ ସୁନ୍ଦର ଅଟନ୍ତି ।

ଏହି ଭୟଙ୍କର ଖଳନାୟକଙ୍କର ପତ୍ନୀମାନେ ସମ୍ପୂର୍ଣ୍ଣ ରୁପରେ ସିଧା-ସାଧା ଅଟନ୍ତି ।

ଏକ ବଲିଉଡ ଫିଲ୍ମରେ ଯେତିକି ଗୁରୁତ୍ୱ ନାୟକ ଏବଂ ନାୟକଙ୍କର ରହିଥାଏ , ସେତିକି ଖଳନାୟକଙ୍କର ମଧ୍ୟ ଗୁରୁତ୍ୱ ରହିଥାଏ । କେତେକ ଫିଲ୍ମରେ ଖଳନାୟକ ଭାରି ପଡିଯାଆନ୍ତି ଏବଂ ତାଙ୍କରି ଯୋଗୁଁ ଫିଲ୍ମଟି ହିଟ ହୋଇଯାଇଥାଏ । ଅମରେଶ ପୁରୀ , ପ୍ରେମ ଚୋପଡା ଏବଂ ରଞ୍ଜିତଙ୍କ ସହ ଏମିତି ଅନେକ ଖଳନାୟକ ଅଛନ୍ତି ଯେଉଁମାନେ ଲୋକଙ୍କ ମନରେ ଖରାପ ଧାରଣ ଜନ୍ମାଇଛନ୍ତି କାରଣ ଏମାନଙ୍କର ଅଭିନୟ ଚିତାକର୍ଷକ ଥିଲା। ଯଦି ସେମାନଙ୍କର ପତ୍ନୀଙ୍କ ବିଷୟରେ କଥା ହେବା ତେବେ ଏହା ଏକ ବିଶେଷ କଥା ହେବ , ଚାଲନ୍ତୁ କହିବୁ ।

ଶକ୍ତି କପୁର ଏବଂ ଶିବାଙ୍ଗୀ କପୁର

ଶକ୍ତି କପୁର ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ଭଉଣୀ ଶିବାଙ୍ଗୀଙ୍କୁ ବିବାହ କରିଛନ୍ତି । ବଲିଉଡରେ ସବୁବେଳେ ନାୟିକାଙ୍କର ସମ୍ମାନ ସହ ଖେଳୁଥିବା ଶକ୍ତି ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରନ୍ତି । ଶିବାଙ୍ଗୀ ଲାଇମ ଲାଇଟ ଠାରୁ ସବୁବେଳେ ଦୂରରେ ରୁହନ୍ତି ।

ଗୁଲସନ ଗ୍ରୋବର ଏବଂ କଶିଷ

ବେଡ଼ ମ୍ୟାନ ନାମରେ ଖ୍ୟାତି ଅର୍ଜନ କରିଥିବା ଗୁଲସନ ଗ୍ରୋବର ଦୁଇଟି ବିବାହ କରିଥିଲେ । ପ୍ରଥମ ବିବାହ ଫିଲୋମିନାଙ୍କ ସହିତ ହୋଇଥିଲା ଏବଂ ବିବାହର ୩ୟ ବର୍ଷରେ ଫିଲୋମିନାଙ୍କ ସହ ବିବାହ-ବିଛେଦ ହୋଇଯାଇଥିଲା । ଏହାପରେ ଗୁଲସନ ଗ୍ରୋବର ଦ୍ଵିତୀୟ ବିବାହ କଶିଷ ନାମକ ଯୁବତୀଙ୍କ ସହ କରିଥିଲେ କିନ୍ତୁ ଏକ ବର୍ଷ ପରେ କଶିଷଙ୍କ ସହ ମଧ୍ୟ ବିବାହ-ବିଛେଦ ହୋଇଯାଇଥିଲା ।

ଆଶୁତୋଷ ରାଣା ଏବଂ ରେଣୁକା ସାହାଣେ

ଦୁଷ୍ମନ ,ସଙ୍ଘର୍ଷ ଏବଂ ଆହୁରି ଅନେକ ଫିଲ୍ମରେ ଭୟଙ୍କର ଖଳନାୟକର ଅଭିନୟ କରିସାରିଥିବା ଆଶୁତୋଷ ରାଣା ରେଣୁକା ସାହାଣେଙ୍କ ସହ ବିବାହ କରିଥିଲେ । ଏମାନେ ଏକାସଙ୍ଗେ କଦାପି କୌଣସି ଫିଲ୍ମରେ କାମ କରିନାହାନ୍ତି କିନ୍ତୁ ନିଜ ନିଜ ସ୍ତରରେ ଜଣେ ଜଣେ ବହୁତ ସୁନ୍ଦର ତାରକା ଅଟନ୍ତି ।

ପ୍ରକାଶ ରାଜ ଏବଂ ପୋନୀ ବର୍ମା

ପ୍ରକାଶ ରାଜ ବଲିଉଡ ବ୍ୟତୀତ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସେ ନକରାତ୍ମକ ଭୂମିକାର ସବୁ ସୀମା ଭାଙ୍ଗି ଦେଇଥିଲେ । ପ୍ରକାଶ ରାଜ ନିଜର ପତ୍ନୀ ପୋନୀ ବର୍ମାଙ୍କୁ ବହୁତ ପ୍ରେମ କରନ୍ତି ।

ନିକିତୀନ ଧୀର ଏବଂ କୃତିକା ସେଙ୍ଗର

ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ ରେ ଥଙ୍ଗାବଲୀର ଅଭିନୟ କରିଥିବା ନିକିତୀନ ଧୀର ବାସ୍ତବ ଜୀବନରେ ସାଧାରଣ ଲୋକଙ୍କ ଭଳି ଅଟନ୍ତି । ତାଙ୍କୁ କାମ କରିବା ପାଇଁ ଏବଂ ପରିବାର ପାଇଁ ସମୟ ଦେବା ପାଇଁ ପସନ୍ଦ କରନ୍ତି । ସେ ଟିଭି ଅଭିନେତ୍ରୀ କୃତିକାଙ୍କ ସହ ବିବାହ କରିଥିଲେ ଏବଂ ବର୍ତ୍ତମାନ ଏକ ସୁଖମୟ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *