ଲାଭବାନ ହେବାର ଉପାୟ :- କେବଳ ୫୦୦୦ ନିବେଶ କରି ପ୍ରତି ମାସରେ ୩୦୦୦୦ ଲାଭ ଉପାର୍ଜନ କରନ୍ତୁ !

ଲାଭବାନ ହେବାର ଉପାୟ :- କେବଳ ୫୦୦୦ ନିବେଶ କରି ପ୍ରତି ମାସରେ ୩୦୦୦୦ ଲାଭ ଉପାର୍ଜନ କରନ୍ତୁ !

ଚା’ ପତ୍ରର ବ୍ୟବସାୟ ଆରମ୍ଭ କରିବା ପାଇଁ ୫ ହଜାରରୁ ୧୦ ହଜାର ଟଙ୍କା ଆବଶ୍ୟକ ହେବ । ଚା’ପତ୍ର ବ୍ୟବସାୟ ସ୍ୱଳ୍ପ ବିନିମୟରୁ ଆରମ୍ଭ କରି, ଧୀରେ ଧୀରେ ଆପଣ ଭଲ ଟଙ୍କା ରୋଜଗାର କରି ସେହି ଟଙ୍କାରେ ବ୍ୟବସାୟକୁ ବୃଦ୍ଧି କରିପାରିବେ ।

ଚା’ ପତି ହେଉଛି ଏହିପରି ଏକ ଉତ୍ପାଦ ଯାହା ପ୍ରତ୍ୟେକଙ୍କ ଘରେ ବ୍ୟବହୃତ କରାଯାଇଥାଏ । ଯଦି ଆପଣ ମଧ୍ୟ ଚାଷ କରିବାକୁ ଭଲ ପାଆନ୍ତି କିମ୍ବା ଯଦି ଆପଣଙ୍କର ଚାଷ ବିଷୟରେ ଭଲ ଜ୍ଞାନ ରହିଛି, ତେବେ ଆପଣ ଚା’ ପତ୍ର ଚାଷ କରି ଭଲ ରୋଜଗାର କରିପାରିବେ । ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ୫୦୦୦ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ ଯଦି ଆପଣ ଏକ ଉଚ୍ଚ ସ୍ତରରେ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣ ସରକାରଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ ।

ଚା’ପତ୍ର ଚାଷ ଆମ ଦେଶର ଅନେକ ସ୍ଥାନରେ କରାଯାଇଥାଏ । ଆସାମ ଏବଂ ଦାର୍ଜିଲିଂର ଚା’ପତ୍ର ସର୍ବୋତ୍ତମ ଚା’ପତ୍ର ବୋଲି ବିବେଚନା କରାଯାଏ । ଏହାର ଚାହିଦା କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି । ଯଦି ଆପଣ ଚା’ପତ୍ର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଏହି ବିଷୟ ପ୍ରତି ଧ୍ୟାନ ରଖନ୍ତୁ କି, କେବଳ ଆସାମ ଏବଂ ଦାର୍ଜିଲିଂ ଚାହାର ବ୍ୟବସାୟ କରନ୍ତୁ ।

ଚା’ପତ୍ରର ବ୍ୟବସାୟ ଆରମ୍ଭ କରିବା ପାଇଁ ୫ ହଜାରରୁ ୧୦ ହଜାର ଟଙ୍କା ଆବଶ୍ୟକ ହେବ । ଚା’ପତ୍ର ବ୍ୟବସାୟ ସ୍ୱଳ୍ପ ବିନିମୟରୁ ଆରମ୍ଭ କରି, ଧୀରେ ଧୀରେ ଆପଣ ଭଲ ଟଙ୍କା ରୋଜଗାର କରି ସେହି ଟଙ୍କାରେ ବ୍ୟବସାୟକୁ ବୃଦ୍ଧି କରିପାରିବେ ।

ଅନେକ ଉପାୟରେ ଏହି ବ୍ୟବସାୟ କରିପାରିବେ

ଆପଣ ଏହି ବ୍ୟବସାୟକୁ ଅନେକ ଉପାୟରେ କରିପାରିବେ । ବଜାରରେ ଏକ ଦୋକାନ ନେଇ ଆପଣ ହୋଲସେଲ୍ ଏବଂ ଖୁଚୁରାରେ ଖୋଲା ଚା’ପତ୍ର ବିକ୍ରି କରିପାରିବେ । ବଡ ବଡ଼ ସହର ମାନଙ୍କରେ ଏହି ବ୍ୟବସାୟ ଭଲ ଚାଲିଥାଏ । ଏହା ବ୍ୟତୀତ ଅନେକ ବ୍ରାଣ୍ଡେଡ୍ କମ୍ପାନୀ ମଧ୍ୟ ଖୋଲା ଚା’ପତ୍ରର ଫ୍ରାଞ୍ଚାଇଜି ଦେଇଥାନ୍ତି । ଆପଣ ମଧ୍ୟ ଏକ ଫ୍ରାଞ୍ଚାଇଜି ନେଇ ଏହି କାର୍ଯ୍ୟ ଆରମ୍ଭ କରିପାରିବେ । ଏଥିପାଇଁ ଏକ ବଡ ‘ବଜେଟ୍’ର ମଧ୍ୟ ଆବଶ୍ୟକ ପଡିଥାଏ ।

ଯଦି ଆପଣ ଦୋକାନ କିମ୍ବା କୌଣସି ବ୍ରାଣ୍ଡେଡ୍ କମ୍ପାନୀର ଫ୍ରାଞ୍ଚାଇଜ୍ ନେଇ ଏହି ବ୍ୟବସାୟ କରିପାରିବେ ନାହିଁ, ତେବେ ଆପଣ ଚା’ ପତ୍ର ବ୍ୟବସାୟ ଘରେ ରହି ମଧ୍ୟ ଆରମ୍ଭ କରିପାରିବେ । ଯଦି ଆପଣ କମ୍ ବଜେଟରେ ଚା’ପତ୍ର ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଚା’ପତ୍ରକୁ ହୋଲସେଲ୍ ହାରରେ ମଗାଇ ପାରିବେ ଏବଂ ବିଭିନ୍ନ ଆକାରର ପ୍ଲାଷ୍ଟିକ୍ ପ୍ୟାକେଟରେ ପ୍ୟାକ୍ କରି ଘର ଠାରୁ ଘର ବୁଲି ବିକ୍ରି କରିପାରିବେ । ଯାହାକି ଶସ୍ତା ହେତୁ ଲୋକମାନେ ପସନ୍ଦ କରିବେ ।

ପ୍ରତି ମାସରେ ୨୦ ହଜାର ପର୍ଯ୍ୟନ୍ତ ରୋଜଗାର କରାଯାଇପାରିବ

ଆପଣ ଏହି ଚା’ପତ୍ର କିଲୋଗ୍ରାମ୍ ପିଛା ୧୪୦ ରୁ ୧୫୦ ଟଙ୍କା ମଧ୍ୟରେ ଭଲ ଗୁଣବତ୍ତା ସହିତ କଡା ଚା’ ପାଇପାରିବେ । ଯାହାକୁ ଆପଣ ବଜାରରେ କିଲୋଗ୍ରାମ୍ ପିଛା ୨୦୦ ରୁ ୩୦୦ ଟଙ୍କା ମୂଲ୍ୟରେ ବିକ୍ରି କରିପାରିବେ । ଯଦି ଆପଣ ଦୈନିକ ହାରାହାରି ୧୦ କିଲୋଗ୍ରାମ ଚା’ପତ୍ର ବିକ୍ରି କରନ୍ତି, ତେବେ ଆପଣ ୬୦୦ ଟଙ୍କା ସଞ୍ଚୟ କରିପାରିବେ । ଯଦି ଆପଣ ଏହି ଲକ୍ଷ୍ୟକୁ ଅନୁସରଣ କରି ଆଗକୁ ବଢ଼ନ୍ତି, ତେବେ ପ୍ରାରମ୍ଭରେ ଆପଣ ପ୍ରତି ମାସରେ ଅତି ସହଜରେ ୧୫ ରୁ ୨୦ ହଜାର ଟଙ୍କା ରୋଜଗାର କରିପାରିବେ ।

ମାର୍କେଟିଂ ମାଧ୍ୟମରେ ବ୍ୟବସାୟ ବୃଦ୍ଧି କରାଯାଇପାରିବ

ଯଦି ଆପଣ ଏହାକୁ ଏକ ବ୍ରାଣ୍ଡ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କର କମ୍ପାନୀ ପଞ୍ଜିକରଣ କରିବାକୁ ପଡିବ । ଏହା ବ୍ୟତୀତ ଭଲ ଗୁଣବତ୍ତା ପ୍ୟାକେଜିଂ ମଧ୍ୟ କରିବାକୁ ପଡିବ । ଏହା ସହିତ, ଆପଣ ମାର୍କେଟିଂ କରି ମଧ୍ୟ ଆପଣଙ୍କର ବ୍ୟବସାୟ ବୃଦ୍ଧି କରିପାରିବେ ।

Leave a Reply

Your email address will not be published. Required fields are marked *