ବଲିଉଡ଼ର ଏହି ଖଳନାୟକ, ଏକ ଲୋକପ୍ରିୟ ଅଭିନେତ୍ରୀଙ୍କ ସ୍ୱାମୀ ଅଟନ୍ତି । ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ !

ଟେଲିଭିଜନ୍ ଜଗତରେ ଲୋକପ୍ରିୟ ଅଭିନେତ୍ରୀ କତିକା ସେଙ୍ଗରଙ୍କୁ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ । ସେ ଧାରାବାହିକ ରାଣୀ ଲଷ୍ମୀବାଇ ର ଏକ ସାହସୀ ଚରିତ୍ରର ଅଭିନୟ କରିଥିଲେ । କତିକା ସେଙ୍ଗର ଏହି ଧାରାବାହିକରେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଯେଉଁ କାରଣରୁ ତାଙ୍କ ଲୋକପ୍ରିୟ ସଂଖ୍ୟା ବହୁତ ବଢ଼ିଗଲା । ଆଜି ଆମେ ଆପଣଙ୍କୁ କତିକା ସେଙ୍ଗରଙ୍କ ଅସଲି ସ୍ୱାମୀଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା…

Google

କତିକା ସେଙ୍ଗରଙ୍କ ସ୍ୱାମୀ ସାଉଥ୍ ଓ ବୋଲିଉଡ଼ ଇଣ୍ଡଷ୍ଟ୍ରିର ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, କତିକା ସେଙ୍ଗରଙ୍କ ସ୍ୱାମୀଙ୍କ ନାମ ନିକିତିନ୍ ଧୀର୍ ଅଟେ ।

ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ ଅଟନ୍ତି । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, କତିକା ସେଙ୍ଗର ଓ ନିକିତିନ୍ ଧୀର୍ଙ୍କ ଯୋଡ଼ି ବହୁତ ସୁନ୍ଦର ଅଟେ । ସେମାନେ ଦୁହେଁ ନିଜ ବିବାହିତ ଜୀବନରେ ବହୁତ ଖୁସିରେ ଜୀବନଯାପନ କରୁଛନ୍ତି ।

ନିକିତିନ୍ ଧୀର୍ ବୋଲିଉଡ଼ର ସୁପର ଷ୍ଟାର୍ ଶାହାରୁକ୍ ଖାନଙ୍କ ଚଳଚିତ୍ର ଚେନ୍ନାଇ ଏକ୍ସପ୍ରେସରେ ଖଳନାୟକ ରୂପେ ଅଭିନୟ କରିଥିଲେ । ଯାହାକି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ନିକିତିନ୍ ଧୀର୍ ସାଉଥ୍ ଇଣ୍ଡଷ୍ଟ୍ରିର ଅଧିକ ଚଳଚିତ୍ରରେ କାମ କରିସାରିଛନ୍ତି । ପ୍ରକୃତ ଜୀବନରେ ନିକିତିନ୍ ଧୀର୍ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି । ଯାହାଙ୍କ ପ୍ରଶଂସା ପୁରା ଇଣ୍ଡଷ୍ଟ୍ରି କରନ୍ତି । କତିକା ସେଙ୍ଗର ଓ ନିକିତିନ୍ ଧୀର୍ଙ୍କ ଯୋଡ଼ି ଆପଣଙ୍କୁ କିପରି ଲାଗିଲା ତାହା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Be the first to comment

Leave a Reply

Your email address will not be published.


*