ସି.ଆଇ.ଡ଼ି ଧାରାବାହିକର ଅଭିନୟ କରିଥିବା ଅଭିନେତାଙ୍କ ଅସଲି ଜୀବନ ସାଥି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

ସି.ଆଇ.ଡ଼ି ଧାରାବାହିକର ଅଭିନୟ କରିଥିବା ଅଭିନେତାଙ୍କ ଅସଲି ଜୀବନ ସାଥି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

ସୋନି ଟିଭିରେ ଲୋକପ୍ରିୟ ଧାରାବାହିକ ସି.ଆଇ.ଡ଼ି ଆପଣ ନିଶ୍ଚୟ ରୂପେ ଦେଖିଥିବେ । ଏହି ଧାରାବାହିକ ଅନେକ ଲୋକଙ୍କ ହୃଦୟକୁ ଜିତିଛି । ବର୍ତ୍ତମାନ ସମୟରେ ସି.ଆଇ.ଡ଼ି ଟିଭିରେ ପ୍ରସାରଣ ହେଉନାହିଁ । କିନ୍ତୁ ଏହି ଧାରାବାହିକରେ ଅଭୟନୟ କରୁଥବା ଅଭିନେତାଙ୍କୁ ବର୍ତ୍ତମାନ ମଧ୍ୟ ବହୁ ଲୋକକ ସଂଖ୍ୟା ପସନ୍ଦ କରୁଛନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏହି ଧାରାବାହିକର ଅଭିନେତାଙ୍କ ଅସଲି ଜୀବନ ସାଥିଙ୍କୁ ଦେଖେଇବୁ । ଯେଉଁମାନେ କି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

୧) ଋଷିକେଶ ପାଣ୍ଡେ –

Google

୩୫ ବର୍ଷର ଋଷିକେଶ ପାଣ୍ଡେ ସି.ଆଇ.ଡ଼ିରେ ୬ ବର୍ଷ ପର୍ଯ୍ୟନ୍ତ କାମ କରିଲେ । ଧାରାବାହିକରେ ସେ ଇନ୍ସପେକ୍ଟର୍ ସଚିନର ଚରିତ୍ରରେ ଅଭିନୟ କରୁଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ତ୍ରିଶା ପାଣ୍ଡେ ଅଟେ । ଯିଏକି ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

୨) ଇନ୍ସପେକ୍ଟର୍ ଦାୟା –

Google

ସି.ଆଇ.ଡ଼ି ଧାରାବାହିକର ଇନ୍ସପେକ୍ଟର୍ ଦାୟାଙ୍କ ଅସଲି ନାମ ହେଉଛି ଦାୟା ନନ୍ଦ ସେଟ୍ଟି । ଦାୟା ନନ୍ଦ ସେଟ୍ଟିଙ୍କ ସ୍ତ୍ରୀଙ୍କ ନାମ ସ୍ମିତା ସେଟ୍ଟି ଅଟେ । ଦାୟା ନନ୍ଦ ସେଟ୍ଟି ଟିଭି ଜଗତ ଛଡ଼ା ସେ ବଲିଉଡ଼ରେ ମଧ୍ୟ କାମ କରିଛନ୍ତି ।

୩) ଅଭିଜିତ –

Google

ସି.ଆଇ.ଡ଼ି ଧାରାବାହିକରେ ଅଭିଜିତ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କ ଅସଲି ନାମ ହେଉଛି ଆଦିତ୍ୟ ଶ୍ରୀୱାସ୍ତବ । ଆଦିତ୍ୟ ଶ୍ରୀୱାସ୍ତବଙ୍କ ସ୍ତ୍ରୀଙ୍କ ନାମ ହେଉଛି ମାନ୍ସି ଶ୍ରୀୱାସ୍ତବ । ଅଭିଜିତ ଆରମ୍ଭରୁ ହିଁ ସି.ଆଇ.ଡ଼ିରେ ଜଡିତ ରହିଛନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଆଦିତ୍ୟ ଶ୍ରୀୱାସ୍ତବଙ୍କ ସ୍ତ୍ରୀ ମାନ୍ସି ଶ୍ରୀୱାସ୍ତବ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ।

୪) ଡ଼କ୍ଟର ତାରିକା –

Google

ସି.ଆଇ.ଡ଼ି ଧାରାବାହିକରେ ଡ଼କ୍ଟର ତାରିକା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ଅସଲି ନାମ ହେଉଛି ଶ୍ରଦ୍ଧା ମୁସ୍ଲେ । ଶ୍ରଦ୍ଧା ମୁସ୍ଲେ ଏକ ଟିଭି ଅଭିନେତ୍ରୀ ସହ ଏକ ମୋଡେଲିଙ୍ଗ ମଧ୍ୟ ଅଟନ୍ତି । ଶ୍ରଦ୍ଧା ମୁସ୍ଲେଙ୍କ ସ୍ୱାମୀଙ୍କ ନାମ ଦୀପକ ତୋମର ଅଟେ ।

ଏହି ଧାରାବାହିକରେ ଆପଣଙ୍କୁ କାହାର ଚରିତ୍ର ସବୁଠାରୁ ଅଧିକ ପସଦ ଲାଗେ ? Comment କରି ଜାଣନ୍ତୁ…

Leave a Reply

Your email address will not be published. Required fields are marked *